ସେହି ସମୟରେ ଜଙ୍ଗଲ ମଧ୍ୟରୁ ୩ଜଣ ଦୁର୍ବୃତ୍ତଙ୍କୁ ବନ ବିଭାଗ କର୍ମଚାରୀ ମାନେ ଧରିବାରେ ସଫଳ ହୋଇଥିଲେ l ୩ଜଣ ଦୁର୍ବୃତ୍ତ ଙ୍କ ଠାରୁ ଗୋଟିଏ ଗୁଳି ଭର୍ତ୍ତି ହୋଇଥିବା ଦେଶୀ ବନ୍ଧୁକ, ଦିଆସିଲି ସମେତ ଦୁଇଟି ମୋବାଇଲ ଟର୍ଚ୍ଚ ଲାଇଟ ଆଦି ଜବତ କରାଯାଇଛି । ଗିରଫ ତିନି ଅଭିଯୁକ୍ତ ହେଲେ ଗୁମିକିଆ ପଞ୍ଚାୟତ କିଲୁକୁପା ଗ୍ରାମର ମୋହିତ ପ୍ରଧାନ, ରାଜେଶ ପ୍ରଧାନ ଓ କୁନ୍ଦୁପାଙ୍ଗା ଗ୍ରାମର ଅକ୍ଷୟ ପ୍ରଧାନ l ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦାରିଙ୍ଗବାଡି ବନାଞ୍ଚଳ ଅଧିକାରୀ ତଥା ACF ସତୀଶ କୁମାର ଧାରୁଆ ପ୍ରମୁଖ ଉପସ୍ଥିତ ଥିଲେ l
ଅଧିକ ପଢନ୍ତୁ ଓଡ଼ିଶା ଖବର