ମାଉସୀ ହେଲେ ଅନନ୍ୟା ପାଣ୍ଡେ
·2 years ago

ଅର୍ଗସ ବ୍ୟୁରୋ: ମାଉସୀ ହେଲେ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ଅନନ୍ୟାଙ୍କ ଭଉଣୀ ଏକ ପୁଅକୁ ଜନ୍ମ ଦେଇଛନ୍ତି। ସେ ଭିଡିଓରେ ପ୍ରଶଂସକଙ୍କୁ ଶିଶୁପୁତ୍ରର ଚେହେରା ମଧ୍ୟ ଦେଖାଇଛନ୍ତି। କହିବାକୁ ଗଲେ ଅନନ୍ୟା ଏବେ ମାଉସୀ ହୋଇଗଲେ ଏବଂ ସେ ବହୁତ ଖୁସି ଅଛନ୍ତି। ସୋସିଆଲ ମିଡିଆରେ ଆଲାନା ଏହି ଖବର ସେୟାର କରିବା ମାତ୍ରେ ତାଙ୍କ ଭଉଣୀ ତଥା ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମଧ୍ୟ ସୋସିଆଲ ମିଡିଆରେ ମାଉସୀ ହେବାର ଖୁସି ବ୍ୟକ୍ତ କରିଥିଲେ। ଅନନ୍ୟା ଏହା ମଧ୍ୟ କହିଛନ୍ତି ଯେ ତାଙ୍କର ଏକ ସୁନ୍ଦର ପୁତୁରା।
ଏହି ସୂଚନା ପରଠାରୁ ପ୍ରଶଂସକମାନେ ତାଙ୍କୁ ମାଉସୀ ହୋଇଥିବାରୁ ଅଭିନନ୍ଦନ ଜଣୋେଇଛନ୍ତି। ଅନନ୍ୟାଙ୍କ ସମ୍ପର୍କୀୟ ଭଉଣୀ ଆଲାନା ପାଣ୍ଡେ ଏକ ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି। ଗତ ବର୍ଷ ମାର୍ଚ୍ଚରେ ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟ ଭାଇ ଆଲାନା ପାଣ୍ଡେ ତାଙ୍କର ଦୀର୍ଘ ଦିନର ପ୍ରେମିକ ଆଇଭୋର ମ୍ୟାକ୍ରେଙ୍କୁ ବିବାହ କରିଥିଲେ ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: