Dhurandhar Blockbuster / ବକ୍ସ ଅଫିସରେ ରାଜ୍ କରୁଛି 'ଧୁରନ୍ଧର' ,୨ଶହ କୋଟି କ୍ଲବରେ ହେବ ସାମିଲ୍
·7 months ago·2 min read

Key Points
କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ହୋଇଥିବା 'ଧୁରନ୍ଧର' ଆଜି ସପ୍ତମ ଦିନରେ ପହଞ୍ଚିଛି । ପ୍ରଥମ ସପ୍ତାହ ଶେଷ ହେବା ପୂର୍ବରୁ ଫିଲ୍ମଟି ୨ଶହ କୋଟିରେ ପହଞ୍ଚିଲା।
କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ହୋଇଥିବା 'ଧୁରନ୍ଧର' ଆଜି ସପ୍ତମ ଦିନରେ ପହଞ୍ଚିଛି । ପ୍ରଥମ ସପ୍ତାହ ଶେଷ ହେବା ପୂର୍ବରୁ ଫିଲ୍ମଟି ୨ଶହ କୋଟିରେ ପହଞ୍ଚିଲା। "ଧୁରନ୍ଧର"ର କାହାଣୀ, ଆକ୍ସନ୍ ଏବଂ କ୍ୟାରେକ୍ଟଗୁଡ଼ିକ ଦର୍ଶକଙ୍କୁ ସମ୍ପୂର୍ଣ୍ଣ ମନୋରଞ୍ଜନ କରୁଛି।
ଏହାସହ ପଢ଼ନ୍ତୁ: ନିଜ ପ୍ରେମ ପାଇଁ ଧର୍ମ ବଦଳାଇଲେ ସାମନ୍ଥା, ଫ୍ୟାନ୍ସ କହିଲେ ଏମିତି...
ତେବେ ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍ ଥ୍ରୀଲରରେ ରଣବୀର ସିଂ, ଅକ୍ଷୟ ଖନ୍ନା, ସଞ୍ଜୟ ଦତ୍ତ, ଅର୍ଜୁନ ରାମପାଲ ଏବଂ ଆର. ମାଧବନଙ୍କ ଭଳି ପ୍ରମୁଖ କଳାକାର ଅଛନ୍ତି । ସମସ୍ତ ଚରିତ୍ର ଓ କାହାଣୀ ଦର୍ଶକଙ୍କ ମନକୁ ଛୁଇଁଛି । ଗୀତଗୁଡ଼ିକ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ । ଫିଲ୍ମଟି ପ୍ରଥମ ଦିନରେ ଫିଲ୍ମଟି ୨୮.୬୦ କୋଟି ଟଙ୍କା ସହ ଓପନିଂ କରିଥିଲା ।
ସେହିପରି ଦ୍ୱିତୀୟ ଦିନରେ ୩୩.୧୦ କୋଟି ଟଙ୍କା ଏବଂ ତୃତୀୟ ଦିନରେ ୪୪.୮୦ କୋଟି ଟଙ୍କା ଆୟ କରିଥିଲା । ଘରୋଇ ବକ୍ସ ଅଫିସରେ ଏହାର ପ୍ରଥମ ସପ୍ତାହରେ, ଧୁରନ୍ଧର ଭାରତରେ ମୋଟ ୧୦୬.୫୦ କୋଟି ଟଙ୍କା ଏବଂ ବିଶ୍ୱବ୍ୟାପୀ ୧୬୦.୧୫ କୋଟି ଟଙ୍କା ରୋଜଗାର କରିଥିଲା । ସେହିପରି ଚତୁର୍ଥ ଦିନରେ ୨୪.୩୦ କୋଟି ଟଙ୍କା ଏବଂ ପଞ୍ଚମ ଦିନରେ ୨୮.୬୦ କୋଟି ଟଙ୍କା ରୋଜଗାର କରିଥିଲା । ୫ମ ଦିନରେ ଭାରତରେ ୧୫୯.୪୦ କୋଟି ଟଙ୍କା ଆୟ କରି ଫିଲ୍ମଟି ୧୫୦ କୋଟି ଟଙ୍କା ପାର୍ କରିଛି।
ଏହାସହ ପଢ଼ନ୍ତୁ: ଐଶ୍ୱର୍ଯ୍ୟା ରାୟ ଏବଂ ଅମିତାଭଙ୍କ ପରେ ଏବେ ସଲମାନ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଲେ: କୋର୍ଟ ଦେଲେ ବଡ଼ ନିଷ୍ପତ୍ତି
ସାକନିକଙ୍କ ଅନୁସାରେ, ଫିଲ୍ମଟି ଷଷ୍ଠ ଦିନରେ ୨୬.୫ କୋଟି ଟଙ୍କା ରୋଜଗାର କରିଛି । ଫଳରେ ଫିଲ୍ମର ମୋଟ କଲେକ୍ସନ ୧୮୦ କୋଟି ଟଙ୍କାରେ ପହଞ୍ଚିଛି ।ପ୍ରକାଶ ଥାଉକି, ରଣଭୀର ସିଂଙ୍କ ତାଙ୍କ କ୍ୟାରିୟରରେ ସବୁଠାରୁ ବଡ଼ ଓପନିଂ ଫିଲ୍ମ 'ଧୁରନ୍ଧର' । ଏହା ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ପାଇଁ ମଧ୍ୟ ସମାନ ସ୍ୱତନ୍ତ୍ର। କାରଣ ଏହା ଉରି: ଦ ସର୍ଜିକାଲ୍ ଷ୍ଟ୍ରାଇକ୍ ପରେ ତାଙ୍କର ଦ୍ୱିତୀୟ ଫିଲ୍ମ । ଏହି ଫିଲ୍ମଟି ପୂର୍ବରୁ 'ଉରି'କୁ ପଛରେ ପକାଇ ସାରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories