Entertainment News / ୨୦୨୭ରେ ଶେଷ ଫିଲ୍ମର ସୁଟିଂ ଆରମ୍ଭ କରିବେ ରଜନୀକାନ୍ତ! ୪୮ ବର୍ଷ ପରେ କମଲ ହାସନଙ୍କ ସହ ଆସିବେ ନଜର
·8 months ago·2 min read

Key Points
ରଜନୀକାନ୍ତ ଏବଂ କମଲ ହାସନ ଏକାଠି କାମ କରୁଥିବା ଫିଲ୍ମଟି ପ୍ରଖ୍ୟାତ ନିର୍ଦ୍ଦେଶକ ନେଲସନଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବ। ଏହି ଫିଲ୍ମ ପରେ, ରଜନୀକାନ୍ତ ଅଭିନୟରୁ ଅବସର ନେବାକୁ ପ୍ଲାନିଂ କରୁଛନ୍ତି।
ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କର ଫ୍ୟାନଫଲୋଇଙ୍ଗ ବହୁତ ଅଧିକ। ଫ୍ୟାନମାନେ ତାଙ୍କ ପାଇଁ ଦିଓ୍ବାନା କହିଲେ ଭୁଲ ହେବନାହିଁ। ଏବେ ତାଙ୍କୁ ବୟସ ୭୪ ବର୍ଷ। ହେଲେ ବି ସେ ଫିଟ ଅଛନ୍ତି। ସେ ଖୁବ୍ ଶୀଘ୍ର ଅବସର ନେବାକୁ ଚିନ୍ତା କରୁଛନ୍ତି। ରଜନୀକାନ୍ତ ତାଙ୍କ ଘନିଷ୍ଠ ବନ୍ଧୁ କମଲ ହାସନଙ୍କ ସହ ଏକ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି। କୁହାଯାଉଛି ଯେ ଏହି ଫିଲ୍ମ ରଜନୀକାନ୍ତଙ୍କ କ୍ୟାରିୟରର ଶେଷ ଫିଲ୍ମ ହେବ। ଯାହାର ସୁଟିଂ ୨୦୨୭ ମସିହାରେ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଫ୍ୟାନ୍ସମାନେ ଜମା ଚାହୁଁନାହାନ୍ତି ରଜନୀ ଫିଲ୍ମ ଛାଡ଼ନ୍ତୁ ବୋଲି। ସେପଟେ କମଲ ହାସନଙ୍କ ମୁଭିକୁ ମଧ୍ୟ ଫ୍ୟାନ୍ସ ମାନେ ବହୁ ଭଲ ପାଇବା ଦିଅନ୍ତି।
ଏହାସହ ପଢ଼ନ୍ତୁ: ନିର୍ବନ୍ଧ ଖବର କନଫର୍ମ କଲେ ସାଉଥ ସୁନ୍ଦରୀ ରଶ୍ମିକା ମନ୍ଦାନା: "କହିଲେ ସମସ୍ତେ ଜାଣିଛନ୍ତି"
ରଜନୀକାନ୍ତ ଏବଂ କମଲ ହାସନ ଏକାଠି କାମ କରୁଥିବା ଫିଲ୍ମଟି ପ୍ରଖ୍ୟାତ ନିର୍ଦ୍ଦେଶକ ନେଲସନଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବ। ଏହି ଫିଲ୍ମ ପରେ, ରଜନୀକାନ୍ତ ଅଭିନୟରୁ ଅବସର ନେବାକୁ ପ୍ଲାନିଂ କରୁଛନ୍ତି। ନେଲସନ ବର୍ତ୍ତମାନ ସ୍କ୍ରିପ୍ଟ ଲେଖୁଛନ୍ତି ଏବଂ ସୁଟିଂ ୨୦୨୭ ମସିହାରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି।
ରିପୋର୍ଟ ଅନୁଯାୟୀ, ନେଲସନଙ୍କ ବ୍ୟତୀତ, ରଜନୀକାନ୍ତ ଏବଂ କମଲ ହାସନ ସୁନ୍ଦର ସିଂଙ୍କ ସହିତ ଏକ ଫିଲ୍ମରେ ମଧ୍ୟ ନଜର ଆସିବେ। କମଲ ହାସନଙ୍କ ବ୍ୟାନର, ରାଜ କମଲ ଫିଲ୍ମସ୍ ଇଣ୍ଟରନ୍ୟାସନାଲ୍, କମଲଙ୍କ ଜନ୍ମଦିନରେ ନିର୍ଦ୍ଦେଶକ ସୁନ୍ଦର ସି ଏବଂ ରଜନୀକାନ୍ତଙ୍କୁ ନେଇ ଏକ ଫିଲ୍ମ ଘୋଷଣା କରିବ ବୋଲି ଆଶା କରାଯାଉଛି।
୪୮ ବର୍ଷ ପରେ ଏକାଠି ଆସିବେ ନଜର
କମଲ ହାସନ ଏବଂ ରଜନୀକାନ୍ତ ଅଭିନୀତ ଏହି ଫିଲ୍ମଟି ଏକ ଗ୍ୟାଙ୍ଗଷ୍ଟର ଫିଲ୍ମ ହେବ ବୋଲି ରିପୋର୍ଟ ରହିଛି। ଏହି ଫିଲ୍ମଟି ୪୮ ବର୍ଷ ପରେ ଦୁଇ ସୁପରଷ୍ଟାରଙ୍କୁ ପରଦାରେ ଏକାଠି କରିବ। ସେମାନେ ଶେଷ ଥର ପାଇଁ ୧୯୭୯ ମସିହାରେ ଆସିଥିବା ଫିଲ୍ମ "ଆଲାଉଦ୍ଦିନମ୍ ଅଥାବୁଥା ଭିଲାକ୍କମ୍" ରେ ଏକାଠି ଦେଖାଯାଇଥିଲେ। ହେଲେ ଉଭୟ ପ୍ରୋଜେକ୍ଟ ପାଇଁ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ।
ଏହାସହ ପଢ଼ନ୍ତୁ: ରାଗିଗଲେ ଖଲିସ୍ତାନୀ ଆତଙ୍କବାଦୀ, ଦିଲଜିତଙ୍କୁ ଦେଲେ ଧମକ
ଗାୟକ ଦିଲଜିତ ଦୋସାଞ୍ଜଙ୍କୁ ଧମକ। ସେ ପୁଣି ଅଭିନେତା ଅମିତାଭ ବଚ୍ଚନଙ୍କୁ ମୁଣ୍ଡିଆ ମାରିବାରୁ ଧମକ ଦିଆଯାଇଥିବା ସୂଚନା ରହିଛି। କିଏ ଏବଂ କାହିଁକି ଏପରି କରିଛି ବୋଲି ସୋସିଆଲ ମିଡିଆରେ ଆଲୋଚନା। ଏକ ରିପୋର୍ଟ ଅନୁଯାୟୀ, ଶିଖସ୍ ଫର୍ ଜଷ୍ଟିସ (SFJ) ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପାଦ ଛୁଇଁବା ପରେ ପଞ୍ଜାବୀ ଗାୟକ-ଅଭିନେତା ଦିଲଜିତ ଦୋସାଞ୍ଜଙ୍କ କନସର୍ଟ ବନ୍ଦ କରିବାକୁ ଧମକ ଦେଇଛି।
ଖାଲିସ୍ତାନୀ ଆତଙ୍କବାଦୀ ସଂଗଠନ ଶିଖସ୍ ଫର ଜଷ୍ଟିସ ଅଷ୍ଟ୍ରେଲିଆରେ ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜଙ୍କ ଆଗାମୀ କନସର୍ଟକୁ ବନ୍ଦ କରିବାକୁ ଧମକ ଦେଇଛି। ଦିଲଜିତ ଦୋସାଞ୍ଝ ଅମିତାଭ ବଚ୍ଚନଙ୍କ ପାଦ ଛୁଇଁବା ପରେ ଏହି ଧମକ ଦିଆଯାଇଛି। ଶିଖସ ଫର ଜଷ୍ଟିସ (SFJ) କହିଛି ଯେ ଅମିତାଭ ବଚ୍ଚନଙ୍କ ପାଦ ଛୁଇଁ ‘୧୯୮୪ ଶିଖ ହତ୍ୟାକାଣ୍ଡର ପ୍ରତ୍ୟେକ ପୀଡିତ, ପ୍ରତ୍ୟେକ ବିଧବା ଏବଂ ପ୍ରତ୍ୟେକ ଅନାଥଙ୍କୁ ଅପମାନିତ କରିଛନ୍ତି।’

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories