Entertainment / ରଶ୍ମିକା-ବିଜୟଙ୍କ ବିବାହରେ ପଡ଼ିବନି ଗ୍ଲାମର ଜଗତର ଛାଇ; ସେଲିବ୍ରିଟିଙ୍କୁ ନୋ ଏଣ୍ଟ୍ରି..
·4 months ago·2 min read

Key Points
ରଶ୍ମିକାଙ୍କ ବିବାହରେ ସେଲିବ୍ରିଟିଙ୍କ ପ୍ରବେଶ ବନ୍ଦ
କାହିଁକି ଏପରି ନିଷ୍ପତ୍ତି ନେଲେ ବିଜୟ ଓ ରଶ୍ମିକା
କରୁଛନ୍ତି କି ସିକ୍ରେଟ ୱେଡିଂ ପ୍ଲାନ ?
କାହିଁକି ଏପରି ନିଷ୍ପତ୍ତି ନେଲେ ବିଜୟ ଓ ରଶ୍ମିକା
କରୁଛନ୍ତି କି ସିକ୍ରେଟ ୱେଡିଂ ପ୍ଲାନ ?
ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ଚର୍ଚ୍ଚିତ ତଥା ଲୋକପ୍ରିୟ ରୁମର୍ ଯୋଡ଼ି ରଶ୍ମିକା ମନ୍ଦାନା ଓ ବିଜୟ ଦେବରକୋଣ୍ଡା ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ଏପରିକି ଉଭୟଙ୍କ ବିବାହ ନିମନ୍ତ୍ରଣ କାର୍ଡ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହାରି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି, ଯାହାକି ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ରଶ୍ମିକା ଓ ବିଜୟଙ୍କ ବିବାହ ଉତ୍ସବରେ ସେଲିବ୍ରିଟିମାନଙ୍କୁ ଏଣ୍ଟ୍ରି ମିଳିବ ନାହିଁ । ଉଭୟ ପ୍ରାଇଭେଟ ସେରିମନିରେ ବିବାହ କରିବାକୁ ଯାଉଥିବା କୁହାଯାଉଛି ।
ଦକ୍ଷିଣ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ବିବାହ ଗୋପନୀୟ ରଖିଥିବା ଚର୍ଚ୍ଚା ହେଉଛି । ବିଜୟ ଏବଂ ରଶ୍ମିକାଙ୍କ ବିବାହ ବିଷୟରେ କହିବାକୁ ଗଲେ, ଏହି କାର୍ଯ୍ୟକ୍ରମରେ ମୋବାଇଲ୍ ଫୋନ୍ ନିଷିଦ୍ଧ କରାଯାଇଛି । ଖବର ମିଳିଛି ଯେ ବିବାହର ଫଟୋ ଏବଂ ଭିଡିଓ ରେକର୍ଡିଂ ପାଇଁ ଦାୟୀ ଦଳ ମଧ୍ୟ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଏପରିକି ଏହି ଲୋକପ୍ରିୟ ରୁମର୍ ଯୋଡ଼ି ଗିଫ୍ଟ ନେବାକୁ ବି ବାରଣ କରିଥିବା ଜଣାପଡ଼ିଛି ।
ଅଧିକ ଖବର ପଢନ୍ତୁ...ରଶ୍ମିକା-ବିଜୟଙ୍କ ବିବାହ କାର୍ଡ ଭାଇରାଲ୍, ଫେବୃଆରୀ ୨୬ରେ ବିବାହ

- ସେଲିବ୍ରିଟିଙ୍କୁ ପ୍ରବେଶ ନିଷେଧ
- ଛୋଟ ଅତିଥି ତାଲିକା
- କେବେ ବିବାହ କରିବେ ରଶ୍ମିକା ଓ ବିଜୟ ?
- ଗ୍ରାଣ୍ଡ ହେବ ବିବାହ ରିସେପ୍ସନ
ଅଧିକ ଖବର ପଢନ୍ତୁ...ରଶ୍ମିକା-ବିଜୟଙ୍କ ବିବାହ କାର୍ଡ ଭାଇରାଲ୍, ଫେବୃଆରୀ ୨୬ରେ ବିବାହ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories