Trump on Operation Sindoor / ‘ମୁଁ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିନଥିଲେ…ମରିଯାଇଥାନ୍ତେ ୩.୫ କୋଟି ଲୋକ’
·6 months ago·2 min read

Key Points
ଭାରତ-ପାକ୍ ପରମାଣୁ ସଙ୍କଟ ରୋକିଲି
ଟ୍ରମ୍ପଙ୍କ ବଡ଼ ବୟାନ
ଷ୍ଟେଟ୍ ଅଫ୍ ଦି ୟୁନିଅନ୍ରେ ୮ଟି ଯୁଦ୍ଧ ବନ୍ଦ କରିଥିବା ଦାବି

ପୁଣି ଏକ ଆଶ୍ଚର୍ଯ୍ୟକର ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ବୁଧବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ସମେତ ୮ଟି ଯୁଦ୍ଧ ରୋକିବାର ଦାବିକୁ ଦୋହରାଇଛନ୍ତି ।
କିନ୍ତୁ ଟ୍ରମ୍ପ ତାଙ୍କ ଷ୍ଟେଟ୍ ଅଫ୍ ଦି ୟୁନିଅନ୍ ଅଭିଭାଷଣରେ ଏକ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି । କହିଛନ୍ତି ଯେ ଭାରତର ଅପରେସନ୍ ସିନ୍ଦୂରକୁ ବନ୍ଦ କରି ୩.୫ କୋଟି ପାକିସ୍ତାନୀ ନାଗରିକଙ୍କ ଜୀବନ ବଞ୍ଚାଇଛି । ଟ୍ରମ୍ପ ଦାବି କରିଛନ୍ତି ଯେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ତାଙ୍କୁ କହିଥିଲେ ଯେ ଯଦି ସେ ହସ୍ତକ୍ଷେପ କରିନଥାନ୍ତେ, ତେବେ ଗତ ବର୍ଷ ଭାରତର ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନରେ ୩.୫ କୋଟି ଲୋକଙ୍କ ମୃତ୍ୟୁ ହୋଇଥାନ୍ତା ।
ଟ୍ରମ୍ପଙ୍କ ଏହି ବୟାନ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନ ବ୍ୟାକଫୁଟ୍ରେ ରହିଥିଲା । ଡୋନାଲ୍ଡ ଟ୍ରମ୍ପ ତାଙ୍କ ଅଭିଭାଷଣରେ କହିଥିଲେ, "ମୋର ପ୍ରଥମ ୧୦ ମାସରେ ମୁଁ କାମ୍ବୋଡିଆ ଏବଂ ଥାଇଲାଣ୍ଡ ସମେତ ଆଠଟି ଯୁଦ୍ଧ ବନ୍ଦ କରିଥିଲି । ଏହା କୌଣସି ମଜା ନୁହେଁ । ପାକିସ୍ତାନ ଏବଂ ଭାରତ ମଧ୍ୟରେ ଏକ ପରମାଣୁ ଯୁଦ୍ଧ ହୋଇପାରେ । ପାକିସ୍ତାନୀ ପ୍ରଧାନମନ୍ତ୍ରୀ ମୋତେ କହିଥିଲେ ଯେ ଯଦି ମୁଁ ହସ୍ତକ୍ଷେପ କରିନଥାନ୍ତି ତେବେ ୩୫ ମିଲିୟନ ଲୋକ ମୃତ୍ୟୁବରଣ କରିଥାନ୍ତେ ।"
ଟ୍ରମ୍ପ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ଷ୍ଟେଟ୍ ଅଫ୍ ଦି ୟୁନିଅନ୍ ଅଭିଭାଷଣ ସମୟରେ ତାଙ୍କର ସଫଳତା ବିଷୟରେ ବର୍ଣ୍ଣନା କରି ଏହି ଦାବି କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଡୋନାଲ୍ଡ ଟ୍ରମ୍ପ ଯେଉଁ ଯୁଦ୍ଧଗୁଡ଼ିକର ସମାଧାନ କରିଛନ୍ତି ବୋଲି ଦାବି କରିଛନ୍ତି, ସେଥିରେ ଇସ୍ରାଏଲ-ହମାସ, ଇସ୍ରାଏଲ- ଇରାନ, ମିଶର-ଇଥିଓପିଆ, ଭାରତ-ପାକିସ୍ତାନ, ସର୍ବିଆ-କୋସୋଭୋ, ରୱାଣ୍ଡା-କଙ୍ଗୋ, ଆର୍ମେନିଆ-ଆଜରବୈଜାନ, କାମ୍ବୋଡିଆ-ଥାଇଲ୍ୟାଣ୍ଡ ମଧ୍ୟରେ ଯୁଦ୍ଧ ଅନ୍ତର୍ଭୁକ୍ତ ।
ପଢନ୍ତୁ ଏହି ଖବର: ଭାରତକୁ ମିଳିବ ଇସ୍ରାଏଲର ‘ଆଇରନ୍ ଡୋମ୍’

Related Topics
Explore more stories