Road Accident / ଦ୍ଵାଦଶ ଶ୍ରେଣୀ ଛାତ୍ର ହାତରେ କାର; ଚାଲିଗଲା ୬ ବର୍ଷ କୁନିପୁଅର ଜୀବନ
·7 months ago·2 min read

Key Points
ଦ୍ଵାଦଶ ଶ୍ରେଣୀ ଛାତ୍ର ହାତରେ କାର
ଚାଲିଗଲା ଦ୍ଵିତୀୟ ଶ୍ରେଣୀ ଛାତ୍ରର ଜୀବନ
ଦ୍ରୁତଗାମୀ କାର ଦେଇଥିଲା ଧକ୍କା
ଚାଲିଗଲା ଦ୍ଵିତୀୟ ଶ୍ରେଣୀ ଛାତ୍ରର ଜୀବନ
ଦ୍ରୁତଗାମୀ କାର ଦେଇଥିଲା ଧକ୍କା
ଜଣେ ୧୨ ବର୍ଷର ଛାତ୍ର ପାଇଁ ଚାଲିଯାଇଛି ୬ ବର୍ଷ କୁନିପୁଅର ଜୀବନ । ଏହାସହିତ ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଦ୍ଵାଦଶ ଶ୍ରେଣୀର ଛାତ୍ରଟି ଫ୍ୟାରୱେଲ ପାର୍ଟିରୁ ଫେରିବା ସମୟରେ ନିୟନ୍ତ୍ରଣ ହରାଇ ଏହି ସଡ଼କ ଦୁର୍ଘଟଣା ଘଟାଇଛି । ଦ୍ରୁତଗାମୀ କାରଟି ପ୍ରଥମେ ଏକ ପାର୍କ ଥିବା ବାଇକକୁ ଧକ୍କା ଦେଇଥିଲା ଓ ପରେ ଅନ୍ୟ ଲୋକଙ୍କୁ ବି ଧକ୍କା ଦେଇଥିଲା । ଏଥିରେ ଅକାଳରେ ୬ ବର୍ଷର କୁନିପୁଅର ଜୀବନ ଯାଇଛି ।
ଅଭିଯୁକ୍ତର ନାମ ହେଉି ଗୌରବ ସିଂ । ତାକୁ ୨୧ ବର୍ଷ ବୟସ । ଗୌରବ ଦୁର୍ଘଟଣା ଘଟାଇବା ପରେ ଉକ୍ତ ସ୍ଥାନରୁ ଫେରାର ମାରିଥିଲା । ହେଲେ ପୋଲିସ କାରକୁ ଜବତ କରିବା ସହ ଗୌରବକୁ ଗିରଫ କରିଛି । ଏହି ଦୁର୍ଘଟଣାଟି ଗୁରୁବାର ସନ୍ଧ୍ୟା ୬ଟାରେ ଘଟିଛି । ଏହାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି ଯେ ଦ୍ଵାଦଶ ଶ୍ରେଣୀ ଛାତ୍ର ଚଲାଉଥିବା କାରଟି ପ୍ରଥମେ ଆସି ବାଇକ୍ ରାସ୍ତାକଡ଼ରେ ରଖି ବସିଥିବା ଚାଳକଙ୍କୁ ଧକ୍କା ଦେଇଥିଲା । ଉକ୍ତ ଚାଳକ ଜଣକ ତଳେ ପଡ଼ିଯାଇଥିବାବେଳେ ସେପଟେ କାରଟି ଆଗକୁ ବଢି ଅନ୍ୟମାନଙ୍କୁ ବି ଧକ୍କା ଦେଇଥଲା ।

- ଆହତ ମାନେ କିଏ ?
- ଚାଲିଗଲା କୁନିପୁଅର ଜୀବନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଲକ୍ଷ୍ନୌ ଏସିପି ରଜନୀଶ ବର୍ମା କହିଛନ୍ତି ଯେ ଆହତ ହୋଇଥିବା ଲୋକଙ୍କ ପରିବାରକୁ ଦୁର୍ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି । ପୋଲିସ ଅନ୍ୟ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରୁଛି । ପୀଡ଼ିତଙ୍କ ପରିବାର ପକ୍ଷରୁ ଏଫଆଇଆଇର ରୁଜୁ ହୋଇଛି । ପୋଲିସ ଅଭିଯୁକ୍ତ ଗୌରବକୁ ଗିରଫ କରିଛି ।
ଏଥିସହ ପଢନ୍ତୁ: ବ୍ରିଜ ଉପରୁ ୨୦ ଫୁଟ୍ ତଳକୁ ଓଲଟିଲା ଲୁହା ଛଡ଼ ବୋଝେଇ ଟ୍ରଲର
ଏଥିସହ ପଢନ୍ତୁ: ବ୍ରିଜ ଉପରୁ ୨୦ ଫୁଟ୍ ତଳକୁ ଓଲଟିଲା ଲୁହା ଛଡ଼ ବୋଝେଇ ଟ୍ରଲର
Related Topics
Explore more stories