Akasa Air incident / ବାରଣାସୀ-ମୁମ୍ବାଇ ଆକାସା ବିମାନରେ ଆତଙ୍କ: ଜରୁରୀକାଳୀନ ପ୍ରସ୍ଥାନ ଦ୍ବାର ଖୋଲିବାକୁ ଚେଷ୍ଟା କରି ଯାତ୍ରୀ ଗିରଫ
·10 months ago·2 min read

Key Points
ବାରଣାସୀ ଠାରୁ ମୁମ୍ବାଇକୁ ଯାଉଥିବା ଅକାସା ଏୟାର୍ ଫ୍ଲାଇଟ୍ରେ ଏକ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଯେତେବେଳେ ଜଣେ ଯାତ୍ରୀ ଆକାଶରେ ଥିବା ସମୟରେ ଆପାତକାଳୀନ ଦ୍ୱାର ଖୋଲିବାକୁ ଚେଷ୍ଟା କଲେ ।
ବାରଣାସୀ ଠାରୁ ମୁମ୍ବାଇକୁ ଯାଉଥିବା ଅକାସା ଏୟାର୍ ଫ୍ଲାଇଟ୍ରେ ଏକ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଯେତେବେଳେ ଜଣେ ଯାତ୍ରୀ ଆକାଶରେ ଥିବା ସମୟରେ ଆପାତକାଳୀନ ଦ୍ୱାର ଖୋଲିବାକୁ ଚେଷ୍ଟା କଲେ । ଫ୍ଲାଇଟ୍ ଟେକଅଫ୍ ପରେ କିଛି ମିନିଟ୍ ହେବା ପରେ ଏହି ଘଟଣା ଘଟିଥିବା କୁହାଯାଉଛି । ଏହା ପରେ ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଥିଲେ ଓ ବିମାନରେ ସବୁ ଯାତ୍ରୀ ଭୟଭୀତ ହୋଇପଡ଼ିଥିଲେ।
ଏହାସହ ପଢ଼ନ୍ତୁ: ସ୍ଵାମୀ ସାଜିଲା ସୈତାନ: ଇଞ୍ଜେକ୍ସନ ଦେଇ ସ୍ତ୍ରୀ'କୁ ମାରିଲା ସ୍ଵାମୀ
ସୋମବାର ଦିନ ବାରାଣସୀରୁ ମୁମ୍ବାଇ ଯାଉଥିବା ଏକ ବିମାନରେ ଜଣେ ଯାତ୍ରୀଙ୍କୁ ଉଡ଼ାଣ ପୂର୍ବରୁ ବିମାନର ଜରୁରୀକାଳୀନ ପ୍ରସ୍ଥାନ ଦ୍ୱାର ଖୋଲିବାକୁ ଚେଷ୍ଟା କରିବା ଅଭିଯୋଗରେ ଅଟକ ରଖାଯାଇଛି। ଅଭିଯୁକ୍ତ ହେଲେ ଜୌନପୁର ଜିଲ୍ଲାର ଗୌରା ବାଦଶାହପୁରର ଯାତ୍ରୀ ସୁଜିତ ସିଂହ। ଜରୁରୀକାଳୀନ ପ୍ରସ୍ଥାନ ଖୋଲିବାକୁ ଚେଷ୍ଟା କରି ଧରାପଡ଼ିଥିଲେ। ତେବେ ସେ କାହିଁକି ଏପରି କରିଥିଲେ କାରଣ ଏଯାଏ ଜଣାପଡ଼ିନାହିଁ।
ଏହା ଆକାସା ଏୟାରର ବିମାନ QP 1497ରେ ଘଟିଥିବା ଜଣାପଡ଼ିଛି।
ବିମାନଟି ସନ୍ଧ୍ୟା 6ଟା 45 ରେ ଛାଡିବାକୁ ସ୍ଥିର କରାଯାଇଥିଲା।
ଆକାସା ଏୟାରର ଜଣେ ମୁଖପାତ୍ର ANI କୁ କହିଛନ୍ତି, "ନଭେମ୍ବର 03, 2025 ରେ ବାରାଣସୀରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିବାକୁ ଥିବା ବିମାନ QP 1497 ରେ ଜଣେ ଯାତ୍ରୀ ପାର୍କିଂ ବେରେ ବିମାନଟି ସ୍ଥିର ଥିବା ସମୟରେ କାହା ଅନୁମତି ବିନା ଏକ ଜରୁରୀକାଳୀନ ପ୍ରସ୍ଥାନ ଦ୍ୱାର କବାଟ ଖୋଲିବାକୁ ଚେଷ୍ଟା କରିଥିଲେ"।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
"ବ୍ୟକ୍ତିଙ୍କୁ ପରେ ଚିହ୍ନଟ କରାଯାଇଥିଲା, ଏବଂ ପ୍ରୋଟୋକଲ ଅନୁଯାୟୀ, ସମ୍ପୃକ୍ତ ଅଭିଯୁକ୍ତଙ୍କୁ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା। ସମସ୍ତ ଯାତ୍ରୀ ଏବଂ କର୍ମଚାରୀ ସୁରକ୍ଷିତ ଅଛନ୍ତି। ଏହାପରେ ବିମାନ ଛାଡିବା ପୂର୍ବରୁ ଆମର ଇଞ୍ଜିନିୟରିଂ ଦଳ ଦ୍ୱାରା ବିମାନଟି ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇଥିଲା," ବିମାନରେ କାଳେ କଣ ବିପଦ ସାମଗ୍ରୀ ଥିବା ସନ୍ଦେହ କରି ଯାଞ୍ଚ କରାଯାଇଥିଲ ବୋଲି ମୁଖପାତ୍ର କହିଛନ୍ତି।
ପୋଲିସ କହିଛି ଯେ ବିମାନଟି ରନୱେ ଆଡକୁ ଟେକଅଫ୍ କରିବା ସମୟରେ ଏହି ଘଟଣା ଘଟିଥିଲା।
ଏହାସହ ପଢ଼ନ୍ତୁ: ଛତିଶଗଡ଼ରେ ମାଲବାହୀ ଟ୍ରେନକୁ ଧକ୍କା ଦେଲା ପାସେଞ୍ଜର ଟ୍ରେନ: ୧୦ ମୃତ
ଛତିଶଗଡ଼ର ବିଳାସପୁରରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି। ମାଲବାହୀ ଟ୍ରେନ୍ ସହିତ ଧକ୍କା ଖାଇଲା MEMU ଯାତ୍ରୀବାହୀ ଟ୍ରେନର ଏକ କୋଚ୍। ଏହି ଦୁର୍ଘଟଣା ଅପରାହ୍ନ ପ୍ରାୟ ୪ଟା ସମୟରେ ବିଳାସପୁର ଷ୍ଟେସନ ନିକଟରେ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ୧୨ରୁ ଅଧିକ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଅନେକ ବଗି ଲାଇନଚ୍ୟୁତ ହୋଇଛି।
ମାଲବାହୀ ଟ୍ରେନକୁ ଧକ୍କା ଦେଲା କୋରବା ପାସେଞ୍ଜର ଟ୍ରେନ। ଆହତଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି। ସେପଟେ ପରିସ୍ଥିତି ଉପରେ ନଜର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

Related Topics
Explore more stories