|
logo
Live
Argus News App
GET APP

Argus News - ଭୁବନେଶ୍ଵରରେ ମୋ ବସ୍ ଧକ୍କାରେ ୨ ଜଣ ଗୁରୁତର

Odisha

ଭୁବନେଶ୍ଵରରେ ମୋ ବସ୍ ଧକ୍କାରେ ୨ ଜଣ ଗୁରୁତର

Rashmita Mishra
Browse all articles by Rashmita Mishra
·1 year ago
ଭୁବନେଶ୍ଵରରେ ମୋ ବସ୍ ଧକ୍କାରେ ୨ ଜଣ ଗୁରୁତର

ଅର୍ଗସ ବ୍ୟୁରୋ: ଭୁବନେଶ୍ଵରରେ ମୋ ବସ୍ ଧକ୍କାରେ ୨ ଜଣ ଗୁରୁତର । ଚନ୍ଦ୍ରଶେଖରପୁର ପେଟ୍ରଲ ପମ୍ପ ପଖରେ ଘଟିଛି ର୍ଦୁଘଟଣା । ଜଣେ ଯୁବତୀଙ୍କ ହାତ ଉପରେ ବସ୍ ମାଡିଯାଇଥିବା ସୂଚନା  । ଘଟଣାସ୍ଥଳରେ ଉତ୍ତେଜନା ହେବା ସହ ମୋ ବସ୍ ଅଟକାଇଲେ ସ୍ଥାନୀୟ ଲୋକେ ।  ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି । 

ଅଧିକ ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଭୁବନେଶ୍ଵରରେ ମୋ ବସ୍ ଧକ୍କାରେ ୨ ଜଣ ଗୁରୁତର | Argus News