No Parking / ଭୁବନେଶ୍ଵରର ଏହି ୨୧ଟି ରାସ୍ତାରେ ଗାଡ଼ି ପାର୍କିଂ ନିଷେଧ; ରଖିଲେ ଟାଣି ନେବ ପୋଲିସ, ଗଣିବେ ତଣ୍ଡ
·7 months ago·3 min read

Key Points
କିଏ ରାସ୍ତା ଉପରେ ଗାଡ଼ି ଥୋଇ ପଳାଉଛି ତ କିଏ ପଥଚାରୀଙ୍କ ରାସ୍ତାକୁ ବ୍ଲକ୍ କରୁଛି । ବ୍ୟସ୍ତତା ଭିତରେ ଭିଡ଼ ରାଜଧାନୀବାସୀଙ୍କୁ ଅଣନିଶ୍ଵାସୀ କରୁଥିବା ବେଳେ କମିଶନରେଟ୍ ପୋଲିସ ୨୧ଟି ସ୍ଥାନରେ ନିଷେଧ କରିଛି ଗାଡ଼ି ପାର୍କିଂ ।
ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ବଢ଼ୁଛି ଟ୍ରାଫିକ୍ ସମସ୍ୟା । ସକାଳ ୯ରୁ ୧୧ ଏବଂ ସନ୍ଧ୍ୟା ୪ରୁ ୮ଟା ପର୍ଯ୍ୟନ୍ତ ନାହିଁ ନଥିବା ଭିଡ଼ । କିଏ ରାସ୍ତା ଉପରେ ଗାଡ଼ି ଥୋଇ ପଳାଉଛି ତ କିଏ ପଥଚାରୀଙ୍କ ରାସ୍ତାକୁ ବ୍ଲକ୍ କରୁଛି । ବ୍ୟସ୍ତତା ଭିତରେ ଭିଡ଼ ରାଜଧାନୀବାସୀଙ୍କୁ ଅଣନିଶ୍ଵାସୀ କରୁଥିବା ବେଳେ କମିଶନରେଟ୍ ପୋଲିସ ୨୧ଟି ସ୍ଥାନରେ ନିଷେଧ କରିଛି ଗାଡ଼ି ପାର୍କିଂ ।
ଏଥିସହ ପଢ଼ନ୍ତୁ: ଟ୍ରେନ୍ରେ ଇଲେକ୍ଟ୍ରିକ୍ କେଟିଲ୍ରେ ମହିଳା ରାନ୍ଧୁଛନ୍ତି ନୁଡଲ୍ସ, ତାଗିଦ୍ କଲା ରେଲୱେ
ଏନେଇ କମିଶନରେଟ୍ ପୋଲିସ ନିର୍ଦ୍ଦେଶନାମା ଜାରି କରିଛି । ଯେଉଁଥିରେ କୁହାଯାଇଛି, "ସହରର ବିଭିନ୍ନ ପ୍ରମୁଖ ରାସ୍ତାରେ ଯାନବାହାନର ଅନିୟମିତ ପାର୍କିଂ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି କରୁଛି । ଯାହାଫଳରେ ଭିଡ଼ ହେବା ସହ ଯାତ୍ରୀମାନଙ୍କୁ ଅସୁବିଧା ଏବଂ ସାଧାରଣ ସୁରକ୍ଷା ପ୍ରତି ସମ୍ଭାବ୍ୟ ବିପଦ ସୃଷ୍ଟି ହେଉଛି ।
ଏହି ରାସ୍ତାରେ ପାର୍କିଂ ନିଷେଧ
୧) ରାଜଭବନ ଛକରୁ ଜୟଦେବ ବିହାର ଛକ ଦେଇ କଳାରାହଙ୍ଗ ଛକ
୨) ଏୟାରପୋର୍ଟରୁ ଆଚାର୍ଯ୍ୟ ବିହାର ଛକ ଦେଇ ନାଲକୋ ଛକ
୩) ଶିଶୁଭବନ ଛକରୁ ରାଜମହଲ ଛକ ଏବଂ ମାଷ୍ଟର କ୍ୟାଣ୍ଟିନ ଛକ ଦେଇ ବାଣୀବିହାର ଛକ
୪) ରସୁଲଗଡ଼ ଛକରୁ ଜୟଦେବ ବିହାର
୫) ଶ୍ରୀୟା ଛକରୁ ପିଏଚ୍ଡି ଅଫିସ୍
୬) ବାପୁଜୀ ନଗର
୭) ଆଇଡିବିଆଇ ବ୍ୟାଙ୍କ ଛକ ଠାରୁ ଏମ୍ପାୟାର ହୋଟେଲ ଦେଇ ଏନ୍ଏଚ୍-୧୬
୮) ଆଲୋକ ଭାରତୀ ବିଲ୍ଡିଂ ଠାରୁ ସହିଦ ନଗର ଦୁର୍ଗା ପୂଜା ମଣ୍ଡପ, ଜନପଥ ରୋଡ୍
୯)ଜନପଥ (କଲ୍ୟାଣ ଜୁଏଲର୍ସ) ଠାରୁ ସ୍ପର୍ଶ ହସ୍ପିଟାଲ୍ ଚରକ ମେଡିକାଲ୍ ଷ୍ଟୋର୍
୧୦) ତୃପ୍ତି ସର୍ଭିସ୍ ଷ୍ଟେସନ ଜନପଥ ଠାରୁ ସହିଦ ନଗର ଏଣ୍ଟ୍ରି ପଏଣ୍ଟ
ଏଥିସହ ପଢ଼ନ୍ତୁ: ପୋଖରୀରେ କାର୍, ମିଳୁନଥିଲେ ଓକିଲ; ୭୪ ଦିନର ଚକ୍ରାନ୍ତ ପଛରେ କିଏ ?
ବ୍ୟବସାୟ କେନ୍ଦ୍ର, ଶିକ୍ଷାନୁଷ୍ଠାନ, ହସ୍ପିଟାଲ୍ ଏବଂ ଯାନବାହାନ ଯାତାୟାତର ବୃଦ୍ଧିକୁ ଦୃଷ୍ଟିରେ ରଖି ସୁନିୟନ୍ତ୍ରିତ ଟ୍ରାଫିକ୍ ପରିଚାଳନା ଏବଂ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଏହି ୧୧ ରାସ୍ତାରେ ପାର୍କିଂ ନିଷେଧ ।
୧) ଗୋପବନ୍ଧୁ ଛକ ଠାରୁ କଳ୍ପନା ଛକ (ଉଭୟ ପାର୍ଶ୍ଵ)
୨) କଳାରାହଙ୍ଗ ଛକ ଠାରୁ ନନ୍ଦନକାନନ ଛକ (ଉଭୟ ପାର୍ଶ୍ଵ)
୩) ଉଭୟ ପାର୍ଶ୍ଵ ସର୍ଭିସ୍ ରୋଡ୍ ଦେଇ ଜୟଦେବ ବିହାର ଛକ ଠାରୁ ତମାଣ୍ଡୋ ଛକ
୪) ଜୟଦେବ ବିହାର ଛକ ଠାରୁ ଏକାମ୍ର କାନନ ପାର୍କ ରୋଡ୍ (ଉଭୟ ପାର୍ଶ୍ଵ) ଦେଇ ସିଆର୍ପି ଛକ
୫) ସିଆରପି ଛକ ଠାରୁ ୟୁନିଟ୍-୮, ଡିଏଭି ସ୍କୁଲ୍ (ଉଭୟ ପାର୍ଶ୍ଵ) ଦେଇ ପାୱାର ହାଉସ୍ ଛକ
୬) ଫାୟାର ଷ୍ଟେସନ ଛକ ଠାରୁ ସିଟି ମହିଳା ମହାବିଦ୍ୟାଳୟ ଛକ (ଉଭୟ ପାର୍ଶ୍ଵ) ଦେଇ ଜାଗମରା ଛକ
୭) ଖଣ୍ଡଗିରି ଛକ ଠାରୁ ପୋଖରୀପୁଟ ଛକ (ଉଭୟ ପାର୍ଶ୍ଵ)
୮) ନୟାପଲ୍ଲୀ ଅଣ୍ଡର ପାସ୍ ଠାରୁ ଆଇଡି ମାର୍କେଟ୍ (ଉଭୟ ପାର୍ଶ୍ଵ) ଦେଇ ଜୟଦେବ ବିହାର
୯) କିଟ୍ ଛକ ଠାରୁ ସିଲିକନ୍ ଇଞ୍ଜିନିୟରିଂ କଲେଜ (ଉଭୟ ପାର୍ଶ୍ଵ) ଦେଇ ଇନଫୋସିଟି ଛକ
୧୦) ଡମଣା ଛକ ଠାରୁ ଶୈଳଶ୍ରୀ ବିହାର (ଉଭୟ ପାର୍ଶ୍ଵ)
୧୧) ଜାଭିୟର ଛକ ଠାରୁ ଉତ୍କଳ ହସ୍ପିଟାଲ୍ (ଉଭୟ ପାର୍ଶ୍ଵ) ଦେଇ ସାଇ ମନ୍ଦିର ଛକ
ନିଷେଧ କରାଯାଇଥିବା ରାସ୍ତାରେ ଗାଡ଼ି ପାର୍କି କଲେ ମୋଟର ଯାନ ଆଇନ୍-୧୯୮୮ର ଧାରା ୧୨୭ ଅନୁଯାୟୀ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଆଦେଶର ଉଲ୍ଲଂଘନ କରୁଥିବା ଯାନବାହାନଗୁଡ଼ିକୁ କ୍ରେନ୍ ସାହାଯ୍ୟରେ ଟାଣି ନିଆଯିବ ଏବଂ ସେହି ଯାନବାହାନର ମାଲିକ ଜରିମାନା ସହ କ୍ରେନ୍ ବାବଦ ଖର୍ଚ୍ଚ ଅଲଗା ଭାବେ ପୈଠ କରିବାକୁ ପଡ଼ିବ ।

🚨 ସର୍ବସାଧାରଣଙ୍କ ନିମନ୍ତେ ବିଜ୍ଞପ୍ତି 📷 📢
— DCP TRAFFIC, BHUBANESWAR-CUTTACK (@DCP_TRAFFIC) November 24, 2025
ସୁନିୟନ୍ତ୍ରିତ ଟ୍ରାଫିକ୍ ପରିଚାଳନା ଏବଂ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ, ନିମ୍ନଲିଖିତ ରାସ୍ତା ଗୁଡ଼ିକରେ ପାର୍କିଂ ନିଷେଧ କରାଗଲା :- @DMKhordha @bmcbbsr @odisha_police @BDA_BBSR @BSCL_BBSR @IPR_Odisha @cpbbsrctc @dcpbbsr #No Parking. pic.twitter.com/lB1m0TxTaZ
ଏହି ରାସ୍ତାରେ ପାର୍କିଂ ନିଷେଧ
୧) ରାଜଭବନ ଛକରୁ ଜୟଦେବ ବିହାର ଛକ ଦେଇ କଳାରାହଙ୍ଗ ଛକ
୨) ଏୟାରପୋର୍ଟରୁ ଆଚାର୍ଯ୍ୟ ବିହାର ଛକ ଦେଇ ନାଲକୋ ଛକ
୩) ଶିଶୁଭବନ ଛକରୁ ରାଜମହଲ ଛକ ଏବଂ ମାଷ୍ଟର କ୍ୟାଣ୍ଟିନ ଛକ ଦେଇ ବାଣୀବିହାର ଛକ
୪) ରସୁଲଗଡ଼ ଛକରୁ ଜୟଦେବ ବିହାର
୫) ଶ୍ରୀୟା ଛକରୁ ପିଏଚ୍ଡି ଅଫିସ୍
୬) ବାପୁଜୀ ନଗର
୭) ଆଇଡିବିଆଇ ବ୍ୟାଙ୍କ ଛକ ଠାରୁ ଏମ୍ପାୟାର ହୋଟେଲ ଦେଇ ଏନ୍ଏଚ୍-୧୬
୮) ଆଲୋକ ଭାରତୀ ବିଲ୍ଡିଂ ଠାରୁ ସହିଦ ନଗର ଦୁର୍ଗା ପୂଜା ମଣ୍ଡପ, ଜନପଥ ରୋଡ୍
୯)ଜନପଥ (କଲ୍ୟାଣ ଜୁଏଲର୍ସ) ଠାରୁ ସ୍ପର୍ଶ ହସ୍ପିଟାଲ୍ ଚରକ ମେଡିକାଲ୍ ଷ୍ଟୋର୍
୧୦) ତୃପ୍ତି ସର୍ଭିସ୍ ଷ୍ଟେସନ ଜନପଥ ଠାରୁ ସହିଦ ନଗର ଏଣ୍ଟ୍ରି ପଏଣ୍ଟ
ଏଥିସହ ପଢ଼ନ୍ତୁ: ପୋଖରୀରେ କାର୍, ମିଳୁନଥିଲେ ଓକିଲ; ୭୪ ଦିନର ଚକ୍ରାନ୍ତ ପଛରେ କିଏ ?
ବ୍ୟବସାୟ କେନ୍ଦ୍ର, ଶିକ୍ଷାନୁଷ୍ଠାନ, ହସ୍ପିଟାଲ୍ ଏବଂ ଯାନବାହାନ ଯାତାୟାତର ବୃଦ୍ଧିକୁ ଦୃଷ୍ଟିରେ ରଖି ସୁନିୟନ୍ତ୍ରିତ ଟ୍ରାଫିକ୍ ପରିଚାଳନା ଏବଂ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଏହି ୧୧ ରାସ୍ତାରେ ପାର୍କିଂ ନିଷେଧ ।
୧) ଗୋପବନ୍ଧୁ ଛକ ଠାରୁ କଳ୍ପନା ଛକ (ଉଭୟ ପାର୍ଶ୍ଵ)
୨) କଳାରାହଙ୍ଗ ଛକ ଠାରୁ ନନ୍ଦନକାନନ ଛକ (ଉଭୟ ପାର୍ଶ୍ଵ)
୩) ଉଭୟ ପାର୍ଶ୍ଵ ସର୍ଭିସ୍ ରୋଡ୍ ଦେଇ ଜୟଦେବ ବିହାର ଛକ ଠାରୁ ତମାଣ୍ଡୋ ଛକ
୪) ଜୟଦେବ ବିହାର ଛକ ଠାରୁ ଏକାମ୍ର କାନନ ପାର୍କ ରୋଡ୍ (ଉଭୟ ପାର୍ଶ୍ଵ) ଦେଇ ସିଆର୍ପି ଛକ
୫) ସିଆରପି ଛକ ଠାରୁ ୟୁନିଟ୍-୮, ଡିଏଭି ସ୍କୁଲ୍ (ଉଭୟ ପାର୍ଶ୍ଵ) ଦେଇ ପାୱାର ହାଉସ୍ ଛକ
୬) ଫାୟାର ଷ୍ଟେସନ ଛକ ଠାରୁ ସିଟି ମହିଳା ମହାବିଦ୍ୟାଳୟ ଛକ (ଉଭୟ ପାର୍ଶ୍ଵ) ଦେଇ ଜାଗମରା ଛକ
୭) ଖଣ୍ଡଗିରି ଛକ ଠାରୁ ପୋଖରୀପୁଟ ଛକ (ଉଭୟ ପାର୍ଶ୍ଵ)
୮) ନୟାପଲ୍ଲୀ ଅଣ୍ଡର ପାସ୍ ଠାରୁ ଆଇଡି ମାର୍କେଟ୍ (ଉଭୟ ପାର୍ଶ୍ଵ) ଦେଇ ଜୟଦେବ ବିହାର
୯) କିଟ୍ ଛକ ଠାରୁ ସିଲିକନ୍ ଇଞ୍ଜିନିୟରିଂ କଲେଜ (ଉଭୟ ପାର୍ଶ୍ଵ) ଦେଇ ଇନଫୋସିଟି ଛକ
୧୦) ଡମଣା ଛକ ଠାରୁ ଶୈଳଶ୍ରୀ ବିହାର (ଉଭୟ ପାର୍ଶ୍ଵ)
୧୧) ଜାଭିୟର ଛକ ଠାରୁ ଉତ୍କଳ ହସ୍ପିଟାଲ୍ (ଉଭୟ ପାର୍ଶ୍ଵ) ଦେଇ ସାଇ ମନ୍ଦିର ଛକ
ନିଷେଧ କରାଯାଇଥିବା ରାସ୍ତାରେ ଗାଡ଼ି ପାର୍କି କଲେ ମୋଟର ଯାନ ଆଇନ୍-୧୯୮୮ର ଧାରା ୧୨୭ ଅନୁଯାୟୀ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଆଦେଶର ଉଲ୍ଲଂଘନ କରୁଥିବା ଯାନବାହାନଗୁଡ଼ିକୁ କ୍ରେନ୍ ସାହାଯ୍ୟରେ ଟାଣି ନିଆଯିବ ଏବଂ ସେହି ଯାନବାହାନର ମାଲିକ ଜରିମାନା ସହ କ୍ରେନ୍ ବାବଦ ଖର୍ଚ୍ଚ ଅଲଗା ଭାବେ ପୈଠ କରିବାକୁ ପଡ଼ିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories