Videos
|
Odisha

MKCG ମେଡିକାଲ କଲେଜରେ ପୁଣି ରାଗିଂକୁ ନେଇ ଅଭିଯୋଗ

Rashmita Mishra
Browse all articles by Rashmita Mishra
·1 year ago·1 min read
MKCG ମେଡିକାଲ କଲେଜରେ ପୁଣି ରାଗିଂକୁ ନେଇ ଅଭିଯୋଗ

Key Points

MKCG ମେଡିକାଲ କଲେଜରେ ପୁଣି ରାଗିଂ ...ଦ୍ଵିତୀୟ ବର୍ଷ MBBS ଛାତ୍ରଙ୍କୁ କିଛି ସିନିୟର୍ ଛାତ୍ର ରାଗିଙ୍ଗ କରୁଥିବା ଅଭିଯୋଗ... ଜେନେରାଲ ବଡି ମିଟିଂ ନାମରେ ଡାକି ଘଣ୍ଟା ଘଣ୍ଟା ଧରି କରାଉଛନ୍ତି ଠିଆ

MKCG ମେଡିକାଲ କଲେଜରେ ପୁଣି ରାଗିଂ ଅଭିଯୋଗ। ଦ୍ଵିତୀୟ ବର୍ଷ MBBS ଛାତ୍ରଙ୍କୁ କିଛି ସିନିୟର୍ ଛାତ୍ର ରାଗିଙ୍ଗ କରୁଥିବା ଅଭିଯୋଗ। ଜେନେରାଲ ବଡିଂ ମିଟିଂ ନାମରେ ଡାକି ଘଣ୍ଟା ଘଣ୍ଟା ଧରି ଠିଆ କରାଉଥିବା ନେଇ ଅଭିଯୋଗ। ପ୍ରତିବାଦ କଲେ ଆଣ୍ଠେଇ ବସିବାକୁ ବାଧ୍ୟ କରାଯାଉଛି। ଅଗଷ୍ଟ ୧୮ ତାରିଖରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ।


ଅଧିକ ପଢନ୍ତୁ:ସମ୍ବଲପୁର ଭିସୁଟ ଇଞ୍ଜିନିୟରିଂ ଛାତ୍ରଙ୍କର ସନ୍ଦେହ ଜନକ ମୃତ୍ୟୁ


ସିନିୟର ଛାତ୍ର ହଷ୍ଟେଲକୁ ଆସି ଗାଳି ଗୁଲଜ କରି ଧମକ ଚମକ ଦେଉଥିବା ନେଇ ବି ହୋଇଛି ଅଭିଯୋଗ। ପ୍ରାୟ ୬ରୁ ୭ ଜଣ ସିନିୟର୍ ଛାତ୍ର ରାଗିଂ କରୁଥିବା ଅଭିଯୋଗ। ଆଜି ମେଡିକାଲ କଲେଜର ଆଣ୍ଟିଂ ରାଗିଂ ସେଲ୍ ବୈଠକ ବସିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: