Nuapada By Election / ନୂଆପଡ଼ା ଉପ-ନିର୍ବଚନରେ ମ୍ୟାଜିକ: ୧୭ ରାଉଣ୍ଡରେ ବିଜେପି ଆଗରେ
·10 months ago·2 min read

Key Points
ନୂଆପଡ଼ାରେ ଜାରି ରହିଛି ଭୋଟ ଗଣତି । ୧୭ ତମ ଗଣତି ସୁଦ୍ଧା ୮୩,୫୭୨ ଭୋଟରେ ଆଗୁଆ ରହିଛି ବିଜେପି । ବିଜେଡି ଆଉ କଂଗ୍ରେସ ୩୦ହଜାର ଅଙ୍କ ଏଯାଏ ଛୁଇଁ ପାରି ନାହାନ୍ତି।
ନୂଆପଡ଼ାରେ ବିଜେପିର ଦମ୍ଦାର ପ୍ରଦର୍ଶନ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । କହିଲେ ବାପାଙ୍କ ଉପରେ ଯେତିକି ବିଶ୍ୱାସ ଥିଲା ତାଠାରୁ ଅଧିକ ବିଶ୍ୱାସ ମୋ ଉପରେ ଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ । ନୂଆପଡ଼ାରେ ଜାରି ରହିଛି ଭୋଟ ଗଣତି । ୧୭ ତମ ଗଣତି ସୁଦ୍ଧା ୮୩,୫୭୨ ଭୋଟରେ ଆଗୁଆ ରହିଛି ବିଜେପି । ବିଜେଡି ଆଉ କଂଗ୍ରେସ ୩୦ହଜାର ଅଙ୍କ ଏଯାଏ ଛୁଇଁ ପାରି ନାହାନ୍ତି। ସେହିପରି ବିଜେଡି ୨୬,୨୦୩ ଖଣ୍ଡ ଭୋଟ ପାଇଥିବାବେଳେ କଂଗ୍ରେସ ୨୬,୭୫୩ ଖଣ୍ଡ ଭୋଟ ପାଇଛି।
ଏହାସହ ପଢ଼ନ୍ତୁ: ୧୬ ରାଉଣ୍ଡ: ଆଗରେ ବିଜେପି ପ୍ରାର୍ଥୀ, ଚିନ୍ତାରେ ବିଜେଡି
ଜୟ ଢ଼ୋଲକିଆ ଏବେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ଠାରୁ ୫୬୮୧୯ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ୧୫ ରାଉଣ୍ଡରେ ସ୍ନେହାଙ୍ଗିନୀ ଆଗରେ ଥିବାବେଳେ ଏବେ ୧୭ ରାଉଣ୍ଡରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ସ୍ନେହାଙ୍ଗିନୀଙ୍କ ଠାରୁ ଆଗରେ ଅଛନ୍ତି। ହେଲେ ବି ଜୟ ଢୋଲକିଆଙ୍କୁ ହରେଇବା ଦୁଇ ପ୍ରାର୍ଥୀଙ୍କ ନିକଟରେ ଏକପ୍ରକାର ଅସମ୍ଭବ କହିଲେ ଭୁଲ ହେବନାହିଁ।
ନୂଆପଡ଼ାରେ ବିଜେପିର ବଡ଼ ଲିଡ୍ ନେବାପରେ ପ୍ରତିକ୍ରିୟା ରଖିଛନ୍ତି ଜୟ ଢୋଲକିଆ । ୨୬ ରାଉଣ୍ଡ ଗଣତିରୁ ଆହୁରି ୯ ରାଉଣ୍ଡରୁ ଅଧିକ ଗଣତି ବାକି ଥିବା ବେଳେ ସେ ବିଜେପି ଏଠାରେ ବିଜୟୀ ହୋଇଛି ବୋଲି ଦୃଢ଼ୋକ୍ତି ଦେଇଛନ୍ତି । ସେ କହିଛନ୍ତି ଯେ, "ଏ ବିଜୟ ବିଜେପିର ନୁହେଁ ଏ ବିଜୟ ନୂଆପଡ଼ାବାସୀଙ୍କର ।
ଏହାସହ ପଢ଼ନ୍ତୁ: ୧୫ ରାଉଣ୍ଡ ସୁଦ୍ଧା ନୂଆପଡ଼ାରେ ବିଜେପି ଆଗୁଆ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏସବୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ମୋର ବାପା ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କୁ ଯୋଗୁଁ ସମ୍ଭବ ହୋଇପାରିଛି । ଆଜି ଯାହା ମିଳିଛି ଏସବୁ ଲୋକଙ୍କ ଆଶୀର୍ବାଦ । ବାପାଙ୍କ ଉପରେ ଯେତିକି ବିଶ୍ୱାସ ଥିଲା ତାଠାରୁ ଅଧିକ ବିଶ୍ୱାସ ମୋ ଉପରେ ଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ ।"
Related Topics
Explore more stories