Abhishek Sharma Record / ନାଗପୁରରେ 'ଅଭିଷେକ' ଝଡ଼, ଗୁରୁ ଯୁବରାଜ ସିଂଙ୍କୁ ପଛରେ ପକାଇ କଲେ ବିଶ୍ବ ରେକର୍ଡ
·5 months ago·2 min read

Key Points
ନାଗପୁରରେ ‘ଅଭିଷେକ’ ଝଡ଼
ଅଭିଷେକ ଶର୍ମାଙ୍କ ବ୍ୟାଟରୁ ଐତିହାସିକ ଇନିଂସ
ଗୁରୁ ଯୁବରାଜଙ୍କୁ ପଛରେ ପକାଇଲେ ଶିଷ୍ୟ ଅଭିଷେକ

ନାଗପୁରରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି ପ୍ରଥମ ଟି-୨୦ ମ୍ୟାଚ୍ । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା । ଅଭିଷେକ ଶର୍ମା ମାତ୍ର ୨୨ ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ଚାରୋଟି ଚୌକା ଓ ଚାରୋଟି ଛକା ମାରି ଯୁବରାଜ ସିଂଙ୍କ ଏକ ବଡ଼ ରେକର୍ଡ ଭାଙ୍ଗିଛନ୍ତି ।
ଅଭିଷେକ ଏବେ ଭାରତ ପାଇଁ ଟି-୨୦ରେ ସର୍ବାଧିକ ଛକା ମାରିବା ମାମଲାରେ ଯୁବରାଜ ସିଂହଙ୍କୁ ପଛରେ ପକାଇ ଦେଇଛନ୍ତି । ଯୁବରାଜ ଟି-୨୦ରେ ୭୪ଟି ଛକା ମାରିଥିଲେ । କିନ୍ତୁ ଅଭିଷେକ ଶର୍ମା ପ୍ରଥମ ଟି-୨୦ରେ ୮ଟି ଛକା ମାରି ଗୁରୁ ଯୁବରାଜଙ୍କ ଏହି ରେକର୍ଡକୁ ପଛରେ ପକାଇ ଦେଇଛନ୍ତି ।
ଏହା ଉଲ୍ଲେଖନୀୟ ଯେ ଅଭିଷେକ ବହୁତ କମ୍ ଇନିଂସରେ ଯୁବରାଜଙ୍କୁ ପଛରେ ପକାଇ ଦେଇଛନ୍ତି । ଯୁବରାଜ ୫୧ ଇନିଂସରେ ୭୪ଟି ଟି-୨୦ ଛକା ମାରିଥିଲେ । କିନ୍ତୁ ଅଭିଷେକ ମାତ୍ର ୩୩ଟି ଟି-୨୦ ଇନିଂସରେ ଏହି ମାଇଲଖୁଣ୍ଟରେ ପହଞ୍ଚିଛନ୍ତି । ଏହିପରି ଅଭିଷେକ ତାଙ୍କ ମାର୍ଗଦର୍ଶକଙ୍କୁ ୧୮ଟି ଇନିଂସ ପଛରେ ପକାଇ ଦେଇଛନ୍ତି ।
ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକା ମାରିବା କ୍ଷେତ୍ରରେ ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟାନ । ସେ ୨୦୫ଟି ଛକା ମାରିଛନ୍ତି । ସେହିପରି ୟୁଏଇର ମହମ୍ମଦ ୱାସିମ ୧୮୭ ଛକା ମାରି ଦ୍ୱିତୀୟ ସ୍ଥାନରେ ଅଛନ୍ତି । କେବଳ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଅଭିଷେକ ବର୍ତ୍ତମାନ ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ ଛକା ମାରିବା ତାଲିକାରେ ଷଷ୍ଠ ସ୍ଥାନରେ ଅଛନ୍ତି । କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ଅଭିଷେକଙ୍କଠାରୁ ଆଗରେ ଅଛନ୍ତି ।
ଟି-୨୦ରେ ସର୍ବାଧିକ ଛକା ମାରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍
ରୋହିତ ଶର୍ମା - ୨୦୫
ସୂର୍ଯ୍ୟକୁମାର ଯାଦବ - ୧୫୫
ବିରାଟ କୋହଲି - ୧୨୪
ହାର୍ଦ୍ଦିକ ପାଣ୍ଡ୍ୟା - ୧୦୬
କେ.ଏଲ୍ ରାହୁଲ - ୯୯
ଅଭିଷେକ ଶର୍ମା - ୮୧
ଯୁବରାଜ ସିଂ - ୭୪

A fiery FIFTY 🔥
— BCCI (@BCCI) January 21, 2026
7⃣th in T20Is for Abhishek Sharma 👏
He is looking in great touch tonight 👌
Updates ▶️ https://t.co/ItzV352h5X#TeamIndia | #INDvNZ | @IDFCFIRSTBank pic.twitter.com/sKBaApHjtp
ଏହା ଉଲ୍ଲେଖନୀୟ ଯେ ଅଭିଷେକ ବହୁତ କମ୍ ଇନିଂସରେ ଯୁବରାଜଙ୍କୁ ପଛରେ ପକାଇ ଦେଇଛନ୍ତି । ଯୁବରାଜ ୫୧ ଇନିଂସରେ ୭୪ଟି ଟି-୨୦ ଛକା ମାରିଥିଲେ । କିନ୍ତୁ ଅଭିଷେକ ମାତ୍ର ୩୩ଟି ଟି-୨୦ ଇନିଂସରେ ଏହି ମାଇଲଖୁଣ୍ଟରେ ପହଞ୍ଚିଛନ୍ତି । ଏହିପରି ଅଭିଷେକ ତାଙ୍କ ମାର୍ଗଦର୍ଶକଙ୍କୁ ୧୮ଟି ଇନିଂସ ପଛରେ ପକାଇ ଦେଇଛନ୍ତି ।
ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକା ମାରିବା କ୍ଷେତ୍ରରେ ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟାନ । ସେ ୨୦୫ଟି ଛକା ମାରିଛନ୍ତି । ସେହିପରି ୟୁଏଇର ମହମ୍ମଦ ୱାସିମ ୧୮୭ ଛକା ମାରି ଦ୍ୱିତୀୟ ସ୍ଥାନରେ ଅଛନ୍ତି । କେବଳ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଅଭିଷେକ ବର୍ତ୍ତମାନ ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ ଛକା ମାରିବା ତାଲିକାରେ ଷଷ୍ଠ ସ୍ଥାନରେ ଅଛନ୍ତି । କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ଅଭିଷେକଙ୍କଠାରୁ ଆଗରେ ଅଛନ୍ତି ।
ଟି-୨୦ରେ ସର୍ବାଧିକ ଛକା ମାରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍
ରୋହିତ ଶର୍ମା - ୨୦୫
ସୂର୍ଯ୍ୟକୁମାର ଯାଦବ - ୧୫୫
ବିରାଟ କୋହଲି - ୧୨୪
ହାର୍ଦ୍ଦିକ ପାଣ୍ଡ୍ୟା - ୧୦୬
କେ.ଏଲ୍ ରାହୁଲ - ୯୯
ଅଭିଷେକ ଶର୍ମା - ୮୧
ଯୁବରାଜ ସିଂ - ୭୪
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories