Bangladesh World Cup Entry / ଟି-୨୦ ବିଶ୍ବକପ୍ରେ ଏଣ୍ଟ୍ରି କଲେ ବାଂଲାଦେଶୀ, ICC ଜାରି କଲା ସୂଚୀ
·2 months ago·2 min read

Key Points
ଟି-୨୦ ବିଶ୍ୱକପ୍ରେ ଏଣ୍ଟ୍ରି କଲା ବାଂଲାଦେଶ
ICC ଜାରି କଲା ମ୍ୟାଚ୍ ଅଧିକାରୀ ସୂଚୀ
ପ୍ରଥମ ମ୍ୟାଚ୍ର ଅମ୍ପାୟାର ମଧ୍ୟ ନିର୍ଦ୍ଧାରିତ
ICC ଜାରି କଲା ମ୍ୟାଚ୍ ଅଧିକାରୀ ସୂଚୀ
ପ୍ରଥମ ମ୍ୟାଚ୍ର ଅମ୍ପାୟାର ମଧ୍ୟ ନିର୍ଦ୍ଧାରିତ
ବାଂଲାଦେଶ ୨୦୨୬ ଟି-୨୦ ବିଶ୍ୱକପରୁ ବାଦ୍ ପଡ଼ିଛି । ସୁରକ୍ଷା ଚିନ୍ତାର କାରଣ ଦର୍ଶାଇ ପଡ଼ୋଶୀ ଦେଶ ଭାରତରେ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ମନା କରିଦେଇଥିଲା । ଯଦିଓ ବାଂଲାଦେଶ ଟୁର୍ଣ୍ଣାମେଣ୍ଟ ପାଇଁ ଏହାର ସ୍ଥାନ ପରିବର୍ତ୍ତନ କରିବାକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ ଅନୁରୋଧ କରିଥିଲା, କିନ୍ତୁ ଆଇସିସି ବାଂଲାଦେଶର ଅନୁରୋଧକୁ ପ୍ରତ୍ୟାଖାନ କରିଥିଲେ । ଏବେ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତିରେ, ଆଇସିସି ବାଂଲାଦେଶକୁ ଟୁର୍ଣ୍ଣାମେଣ୍ଟରେ ପ୍ରବେଶ ଅନୁମତି ଦେଇଛି ।
ଶୁକ୍ରବାର, ଜାନୁଆରୀ ୩୦ରେ ଆଇସିସି ମ୍ୟାଚ୍ ଅଧିକାରୀଙ୍କ ତାଲିକା ଘୋଷଣା କରିଛି । ଯେଉଁଥିରେ ୨୪ ଅମ୍ପାୟାର ଏବଂ ଛଅ ଜଣ ରେଫରି ଅଛନ୍ତି । ଉଲ୍ଲେଖନୀୟ ଯେ ବାଂଲାଦେଶୀ ଅମ୍ପାୟାରଙ୍କୁ ମଧ୍ୟ ତାଲିକାରେ ସାମିଲ କରାଯାଇଛି । ଶରଫୁଦ-ଉଦ୍-ଦୌଲା ଇବନେ ଶାହିଦ ଏବଂ ଗାଜି ସୋହେଲ ବାଂଲାଦେଶର ଅମ୍ପାୟାର ।
ଏହା ସହିତ, ପାକିସ୍ତାନୀ ଅମ୍ପାୟାରଙ୍କୁ ମଧ୍ୟ ତାଲିକାରେ ସାମିଲ କରାଯାଇଛି। ଉଲ୍ଲେଖନୀୟ ଯେ ଆଇସିସି କେବଳ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ପାଇଁ ମ୍ୟାଚ୍ ଅଧିକାରୀ (ଅମ୍ପାୟାର ଏବଂ ରେଫରି) ଘୋଷଣା କରିଛି। ସୁପର ୮ ଏବଂ ନକଆଉଟ୍ ପର୍ଯ୍ୟାୟ ପାଇଁ ମ୍ୟାଚ୍ ଅଧିକାରୀ ପରେ ସ୍ପଷ୍ଟ କରାଯିବ ।
ବାଂଲାଦେଶୀ ଅମ୍ପାୟାର ଏକଦିବସୀୟ ସିରିଜ ପାଇଁ ଭାରତ ଆସିଥିଲେ
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବର୍ତ୍ତମାନ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଚାଲିଛି । ଏହା ପୂର୍ବରୁ ଉଭୟଙ୍କ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଖେଳାଯାଇଥିଲା । ବାଂଲାଦେଶର ଶରାଫୁଦ୍ଦୁଲ୍ଲା ଭାରତ ମାଟିରେ ଖେଳାଯାଉଥିବା ତିନୋଟି ମ୍ୟାଚ୍ରେ ତୃତୀୟ ଅମ୍ପାୟାର ଭାବରେ କାର୍ଯ୍ୟ କରିଥିଲେ । ଏବେ T20 ବିଶ୍ୱକପରେ ବାଂଲାଦେଶୀ ଅମ୍ପାୟାରମାନେ ଭାରତୀୟ ମାଟିରେ ଅମ୍ପାରିୟିଂ କରୁଥିବା ଦେଖିବାକୁ ମିଳିବେ ।
କୁମାର ଧର୍ମସେନା ଏବଂ ୱେନ୍ ନାଇଟ୍ସ ପ୍ରଥମ ମ୍ୟାଚ୍ ପାଇଁ ଅମ୍ପାୟାର
ଫେବୃଆରୀ ୭ ରୁ ଆରମ୍ଭ ହେଉଥିବା ବିଶ୍ୱକପର ପ୍ରଥମ ମ୍ୟାଚ୍ କଲମ୍ବୋରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ରେ କୁମାର ଧର୍ମସେନା ଏବଂ ୱେନ୍ ନାଇଟ୍ସ ଅମ୍ପାୟାର ଦାୟିତ୍ବ ତୁଲାଇବେ ।
ଛଅ ଜଣ ମ୍ୟାଚ୍ ରେଫରୀ: ଡିନ୍ କସ୍କର, ଡେଭିଡ୍ ଗିଲବର୍ଟ, ରଞ୍ଜନ ମାଦୁଗାଲେ, ଆଣ୍ଡ୍ରୁ ପାଇକ୍ରଫ୍ଟ, ରିଚି ରିଚାର୍ଡସନ୍ ଏବଂ ଜାଭାଗଲ୍ ଶ୍ରୀନାଥ

ଅଧିକ ପଢ଼ନ୍ତୁ: ପୁଣି ଲୋକହସା ହେଲା ପାକିସ୍ତାନ, ବୟକଟ୍ ଧମକ ମଧ୍ୟରେ ଶ୍ରୀଲଙ୍କା ପାଇଁ କାଟିଲା ଟିକେଟ୍
ଏହା ସହିତ, ପାକିସ୍ତାନୀ ଅମ୍ପାୟାରଙ୍କୁ ମଧ୍ୟ ତାଲିକାରେ ସାମିଲ କରାଯାଇଛି। ଉଲ୍ଲେଖନୀୟ ଯେ ଆଇସିସି କେବଳ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ପାଇଁ ମ୍ୟାଚ୍ ଅଧିକାରୀ (ଅମ୍ପାୟାର ଏବଂ ରେଫରି) ଘୋଷଣା କରିଛି। ସୁପର ୮ ଏବଂ ନକଆଉଟ୍ ପର୍ଯ୍ୟାୟ ପାଇଁ ମ୍ୟାଚ୍ ଅଧିକାରୀ ପରେ ସ୍ପଷ୍ଟ କରାଯିବ ।
ବାଂଲାଦେଶୀ ଅମ୍ପାୟାର ଏକଦିବସୀୟ ସିରିଜ ପାଇଁ ଭାରତ ଆସିଥିଲେ
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବର୍ତ୍ତମାନ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଚାଲିଛି । ଏହା ପୂର୍ବରୁ ଉଭୟଙ୍କ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଖେଳାଯାଇଥିଲା । ବାଂଲାଦେଶର ଶରାଫୁଦ୍ଦୁଲ୍ଲା ଭାରତ ମାଟିରେ ଖେଳାଯାଉଥିବା ତିନୋଟି ମ୍ୟାଚ୍ରେ ତୃତୀୟ ଅମ୍ପାୟାର ଭାବରେ କାର୍ଯ୍ୟ କରିଥିଲେ । ଏବେ T20 ବିଶ୍ୱକପରେ ବାଂଲାଦେଶୀ ଅମ୍ପାୟାରମାନେ ଭାରତୀୟ ମାଟିରେ ଅମ୍ପାରିୟିଂ କରୁଥିବା ଦେଖିବାକୁ ମିଳିବେ ।
ଅଧିକ ପଢ଼ନ୍ତୁ: କେଉଁଠି ଅଛି ଏସିଆ କପ୍ ଟ୍ରଫି ? ଏପର୍ଯ୍ୟନ୍ତ କାହିଁକି ଆଣିପାରୁନି ଭାରତ....
କୁମାର ଧର୍ମସେନା ଏବଂ ୱେନ୍ ନାଇଟ୍ସ ପ୍ରଥମ ମ୍ୟାଚ୍ ପାଇଁ ଅମ୍ପାୟାର
ଫେବୃଆରୀ ୭ ରୁ ଆରମ୍ଭ ହେଉଥିବା ବିଶ୍ୱକପର ପ୍ରଥମ ମ୍ୟାଚ୍ କଲମ୍ବୋରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ରେ କୁମାର ଧର୍ମସେନା ଏବଂ ୱେନ୍ ନାଇଟ୍ସ ଅମ୍ପାୟାର ଦାୟିତ୍ବ ତୁଲାଇବେ ।
ଛଅ ଜଣ ମ୍ୟାଚ୍ ରେଫରୀ: ଡିନ୍ କସ୍କର, ଡେଭିଡ୍ ଗିଲବର୍ଟ, ରଞ୍ଜନ ମାଦୁଗାଲେ, ଆଣ୍ଡ୍ରୁ ପାଇକ୍ରଫ୍ଟ, ରିଚି ରିଚାର୍ଡସନ୍ ଏବଂ ଜାଭାଗଲ୍ ଶ୍ରୀନାଥ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories