IND Vs WI / ବର୍ଷାରେ ମ୍ୟାଚ୍ ରଦ୍ଦ ହେଲେ କିଏ ପହଞ୍ଚିବ ସେମିଫାଇନାଲ ? କାହାର ଭାଗ୍ୟ ଖୋଲିବ ଜାଣନ୍ତୁ..
·4 months ago·3 min read

Key Points
ମାର୍ଚ୍ଚ ୧ ଭାରତ ବନାମ ୱେଷ୍ଟଇଣ୍ଡିଜ୍ ମ୍ୟାଚ୍
ସୁପର ସଣ୍ଡେରେ ବର୍ଷା ବିଗାଡ଼ି ଦେବ କି ଖେଳ ?
ମ୍ୟାଚ୍ ରଦ୍ଦ ହେଲେ କିଏ ଯିବ ସେମିଫାଇନାଲକୁ ?
ସୁପର ସଣ୍ଡେରେ ବର୍ଷା ବିଗାଡ଼ି ଦେବ କି ଖେଳ ?
ମ୍ୟାଚ୍ ରଦ୍ଦ ହେଲେ କିଏ ଯିବ ସେମିଫାଇନାଲକୁ ?
ଟି-୨୦ ବିଶ୍ୱକପ୍ ୨୦୨୬ର ସୁପର-୮ ଗ୍ରୁପ୍-୧ରୁ ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍ରେ ନିଜର ସ୍ଥାନ ପକ୍କା କରିସାରିଛି । ସେପଟେ ଗତକାଲି ଭାରତ ଠାରୁ ପରାଜିତ ହୋଇ ଜିମ୍ବାୱେର ଯାତ୍ରା ଟି-୨୦ ବିଶ୍ଵକପରୁ ଶେଷ ହୋଇଛି । ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ଏହି ଗ୍ରୁପ୍ରୁ ସେମିଫାଇନାଲ୍ ଦୌଡ଼ରେ ଅଛନ୍ତି । ଉଭୟ ଦଳ ଦୁଇଟି ମ୍ୟାଚ୍ରେ ୧-୧ ମ୍ୟାଚ୍ ଜିତିଛନ୍ତି ଏବଂ ୨-୨ ପଏଣ୍ଟ୍ ପାଇଛନ୍ତି ।
ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମ୍ୟାଚ୍ ଆସନ୍ତା ମାର୍ଚ୍ଚ ୧ ତାରିଖ ରବିବାରରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବ । ଏହି ମ୍ୟାଚ୍ରେ ଜିତିଥିବା ଦଳ ସେମିଫାଇନାଲ୍ରେ ପହଞ୍ଚିବ । ସୁପର-୮ର ଶେଷ ମ୍ୟାଚ୍ ଉଭୟ ଦଳ ପାଇଁ ବେଶ ଗୁରୁତ୍ଵ ବହନ କରୁଛି ।
ପଢନ୍ତୁ ଏହି ଖବର: ଭାରତ ଜିତିଲା ସତ କିନ୍ତୁ ମିଳିଲାନି ଫାଇଦା: ଏବେ ବି ଟେନ୍ସନ୍ରେ ଟିମ୍ ଇଣ୍ଡିଆ
ଭାରତୀୟ ଦଳ ନିକଟରେ ମଧ୍ୟ ଦୁଇଟି ମ୍ୟାଚ୍ରୁ ଦୁଇଟି ପଏଣ୍ଟ ଅଛି କିନ୍ତୁ ଦଳର ନେଟ୍ ରନ୍ ରେଟ୍ କେବଳ -୦.୧୦୦ । ଏହା ବିଯୁକ୍ତ ଚିହ୍ନରେ ଅଛି । ପ୍ରଥମ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଜିମ୍ବାୱେକୁ ୧୦୭ ରନ୍ରେ ପରାସ୍ତ କରିଥିଲା । ଦ୍ୱିତୀୟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୩ ବଲ୍ ବାକି ଥାଇ ୯ ୱିକେଟ୍ରେ ପରାସ୍ତ ହୋଇଥିଲା, କିନ୍ତୁ ଏପର୍ଯ୍ୟନ୍ତ ନେଟ୍ ରନ୍ରେଟ୍ ଦଳର ଭଲ ରହିଛି ।
ଭାରତ କଥା କହିଲେ, ଗୁରୁବାର ଜିମ୍ବାୱେ ଠାରୁ ୭୨ ରନର ବିଜୟ ପରେ ମଧ୍ୟ ସେମାନଙ୍କର ନେଟ୍ ରନ ରେଟ୍ ପ୍ଲସ୍ ଜୋନ୍ ଭିତରକୁ ଯାଇପାରିନାହିଁ, କାରଣ ଭାରତୀୟ ଦଳ ପୂର୍ବ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୬ ରନରେ ପରାସ୍ତ ହୋଇଥିଲା ।
ଏଥିସହ ପଢ଼ନ୍ତୁ: ଟି-୨୦ ବିଶ୍ୱକପ୍ ମଧ୍ୟରେ ଚିକିତ୍ସା ସମୟରେ ରିଙ୍କୁ ସିଂହଙ୍କ ବାପାଙ୍କ ପରଲୋକ... କ୍ୟାନସର୍ରେ ଥିଲେ ପୀଡ଼ିତ
ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମ୍ୟାଚ୍ ଆସନ୍ତା ମାର୍ଚ୍ଚ ୧ ତାରିଖ ରବିବାରରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବ । ଏହି ମ୍ୟାଚ୍ରେ ଜିତିଥିବା ଦଳ ସେମିଫାଇନାଲ୍ରେ ପହଞ୍ଚିବ । ସୁପର-୮ର ଶେଷ ମ୍ୟାଚ୍ ଉଭୟ ଦଳ ପାଇଁ ବେଶ ଗୁରୁତ୍ଵ ବହନ କରୁଛି ।
- ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ବାତିଲ ହେଲେ କଣ ହେବ ?
ପଢନ୍ତୁ ଏହି ଖବର: ଭାରତ ଜିତିଲା ସତ କିନ୍ତୁ ମିଳିଲାନି ଫାଇଦା: ଏବେ ବି ଟେନ୍ସନ୍ରେ ଟିମ୍ ଇଣ୍ଡିଆ
ମ୍ୟାଚ୍ ବାତିଲ ହେଲେ କିଏ ସେମିଫାଇନାଲକୁ ଯିବ ?
ଯଦି ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ସୁପର-୮ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୁଏ, ତେବେ ୱେଷ୍ଟଇଣ୍ଡିଜ୍ ସେମିଫାଇନାଲରେ ପ୍ରବେଶ କରିବ । ଏପରି ହେଲେ ଡିଫେଣ୍ଡିଂ ଭାରତୀୟ ଦଳ ଭର୍ଚୁଆଲ୍ କ୍ୱାର୍ଟର ଫାଇନାଲରେ ହାରିବା ବିନା ଟି-୨୦ ବିଶ୍ୱକପ୍ ୨୦୨୬ରୁ ବାଦ ହୋଇଯିବ । କାରଣ ନେଟ୍ ରନ୍ ରେଟ୍ ଦୃଷ୍ଟିରୁ ୱେଷ୍ଟଇଣ୍ଡିଜ୍ ଭାରତଠାରୁ ଆଗରେ ଅଛି । ବର୍ତ୍ତମାନ ୱେଷ୍ଟଇଣ୍ଡିଜ୍ ନେଟ୍ ରନ୍ ରେଟ୍ +୧.୭୯୧ ରହିଛି ।ଭାରତୀୟ ଦଳ ନିକଟରେ ମଧ୍ୟ ଦୁଇଟି ମ୍ୟାଚ୍ରୁ ଦୁଇଟି ପଏଣ୍ଟ ଅଛି କିନ୍ତୁ ଦଳର ନେଟ୍ ରନ୍ ରେଟ୍ କେବଳ -୦.୧୦୦ । ଏହା ବିଯୁକ୍ତ ଚିହ୍ନରେ ଅଛି । ପ୍ରଥମ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଜିମ୍ବାୱେକୁ ୧୦୭ ରନ୍ରେ ପରାସ୍ତ କରିଥିଲା । ଦ୍ୱିତୀୟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୩ ବଲ୍ ବାକି ଥାଇ ୯ ୱିକେଟ୍ରେ ପରାସ୍ତ ହୋଇଥିଲା, କିନ୍ତୁ ଏପର୍ଯ୍ୟନ୍ତ ନେଟ୍ ରନ୍ରେଟ୍ ଦଳର ଭଲ ରହିଛି ।
ଭାରତ କଥା କହିଲେ, ଗୁରୁବାର ଜିମ୍ବାୱେ ଠାରୁ ୭୨ ରନର ବିଜୟ ପରେ ମଧ୍ୟ ସେମାନଙ୍କର ନେଟ୍ ରନ ରେଟ୍ ପ୍ଲସ୍ ଜୋନ୍ ଭିତରକୁ ଯାଇପାରିନାହିଁ, କାରଣ ଭାରତୀୟ ଦଳ ପୂର୍ବ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୬ ରନରେ ପରାସ୍ତ ହୋଇଥିଲା ।
- କୋଲକାତାରେ ବର୍ଷା ହେବ କି ?
ଏଥିସହ ପଢ଼ନ୍ତୁ: ଟି-୨୦ ବିଶ୍ୱକପ୍ ମଧ୍ୟରେ ଚିକିତ୍ସା ସମୟରେ ରିଙ୍କୁ ସିଂହଙ୍କ ବାପାଙ୍କ ପରଲୋକ... କ୍ୟାନସର୍ରେ ଥିଲେ ପୀଡ଼ିତ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories