Team India Squad / ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ଦଳକୁ ଫେରିଲେ ଷ୍ଟାର ବ୍ୟାଟ୍ସମ୍ୟାନ୍
·5 months ago·2 min read

Key Points
ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ
ହରମନପ୍ରୀତ କୌର ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଭାରତ
ପ୍ରତୀକା ରାଓ୍ବଲଙ୍କୁ ମିଳିଲା ସୁଯୋଗ

ମାର୍ଚ୍ଚ ୬ରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଟେଷ୍ଟ ମ୍ୟାଚ୍ । ଅଷ୍ଟ୍ରେଲିଆର ପର୍ଥରେ ଏହି ମ୍ୟାଚ୍ ଖେଳାଯିବ ।
ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଅଷ୍ଟ୍ରେଲିଆ ବିପକ୍ଷରେ ଆଗାମୀ ଟେଷ୍ଟ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ଟିମ୍ ମ୍ୟାନେଜମେଣ୍ଟ ପୁଣି ଥରେ ପୁରୁଣା କ୍ୟାପଟେନ୍ଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ପ୍ରଥମ ଥର ପାଇଁ ଜଣେ ଯୁବ ବୋଲରଙ୍କୁ ୧୫ ଜଣିଆ ଦଳରେ ସୁଯୋଗ ଦିଆଯାଇଛି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକମାତ୍ର ଟେଷ୍ଟ ମାର୍ଚ୍ଚ ୬ରୁ ଅଷ୍ଟ୍ରେଲିଆର ପର୍ଥରେ ଖେଳାଯିବ ।
ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଗୋଟିଏ ମାତ୍ର ଟେଷ୍ଟ ମ୍ୟାଚ୍ ପାଇଁ BCCI ଭାରତୀୟ ମହିଳା ଦଳ ଘୋଷଣା କରିଛି । ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ହରମନପ୍ରୀତ କୌରଙ୍କୁ ପୁଣି ଥରେ ଦଳର ଅଧିନାୟକ ଦାୟିତ୍ବ ଦିଆଯାଇଛି । ଯୁବ ସ୍ପିନର ବୈଷ୍ଣବୀ ଶର୍ମାଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ୨୦ ବର୍ଷୀୟ ବୈଷ୍ଣବୀ ଏପର୍ଯ୍ୟନ୍ତ କେବଳ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟରେ ଖେଳିଛନ୍ତି । କ୍ରାନ୍ତି ଗୌଡଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ପ୍ରତୀକା ରାୱଲଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି ।
ସେହିପରି ପୁଣି ଥରେ ସ୍ମୃତି ମନ୍ଧାନାଙ୍କୁ ଟିମ୍ ଇଣ୍ଡିଆର ଉପ-ଅଧିନାୟିକା ଭାବେ ନିଯୁକ୍ତ କରାଯାଇଛି । ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ସ୍ମୃତି ମନ୍ଧାନା ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ସାତଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ୭ଟି ଟେଷ୍ଟ ମ୍ୟାଚ୍ ଖେଳି ଦୁଇଟି ଶତକ ଏବଂ ତିନୋଟି ଅର୍ଦ୍ଧଶତକ ସହ ୬୨୯ ରନ କରିଛନ୍ତି ।
ଭାରତର ଟେଷ୍ଟ ଦଳ
ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପ-ଅଧିନାୟିକା), ଶେଫାଳୀ ବର୍ମା, ଜେମିମାହ ରଡ୍ରିଗ୍ସ, ଅମନଜୋତ କୌର, ରିଚା ଘୋଷ (ଓ୍ବିକେଟକିପର), ଉମା ଛେତ୍ରୀ (ଉଇକେଟକିପର), ପ୍ରତୀକା ରାୱଲ, ହରଲିନ୍ ଦେଓଲ, ଦୀପ୍ତି ଶର୍ମା, ରେଣୁକା ଠାକୁର, ସ୍ନେହ ରାଣା, କ୍ରାନ୍ତି ଗୌଡ଼, ବୈଷ୍ଣବୀ ଶର୍ମା, ସାୟାଲି ସତଘରେ
ଅଧିକ ପଢ଼ନ୍ତୁ: ବାଂଲାଦେଶକୁ ଟି-୨୦ ବିଶ୍ବକପ୍ରୁ ବିଦା କଲା ICC, ଏହି ଟିମ୍କୁ ଖେଳିବାକୁ ମିଳିଲା ସୁଯୋଗ
ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଗୋଟିଏ ମାତ୍ର ଟେଷ୍ଟ ମ୍ୟାଚ୍ ପାଇଁ BCCI ଭାରତୀୟ ମହିଳା ଦଳ ଘୋଷଣା କରିଛି । ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ହରମନପ୍ରୀତ କୌରଙ୍କୁ ପୁଣି ଥରେ ଦଳର ଅଧିନାୟକ ଦାୟିତ୍ବ ଦିଆଯାଇଛି । ଯୁବ ସ୍ପିନର ବୈଷ୍ଣବୀ ଶର୍ମାଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ୨୦ ବର୍ଷୀୟ ବୈଷ୍ଣବୀ ଏପର୍ଯ୍ୟନ୍ତ କେବଳ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟରେ ଖେଳିଛନ୍ତି । କ୍ରାନ୍ତି ଗୌଡଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ପ୍ରତୀକା ରାୱଲଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି ।
Here's a look at #TeamIndia's squad for the Only Test against Australia in Perth 🙌#AUSvIND pic.twitter.com/I6mYnV3wdN
— BCCI Women (@BCCIWomen) January 24, 2026
ସେହିପରି ପୁଣି ଥରେ ସ୍ମୃତି ମନ୍ଧାନାଙ୍କୁ ଟିମ୍ ଇଣ୍ଡିଆର ଉପ-ଅଧିନାୟିକା ଭାବେ ନିଯୁକ୍ତ କରାଯାଇଛି । ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ସ୍ମୃତି ମନ୍ଧାନା ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ସାତଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ୭ଟି ଟେଷ୍ଟ ମ୍ୟାଚ୍ ଖେଳି ଦୁଇଟି ଶତକ ଏବଂ ତିନୋଟି ଅର୍ଦ୍ଧଶତକ ସହ ୬୨୯ ରନ କରିଛନ୍ତି ।
ଅଧିକ ପଢ଼ନ୍ତୁ: କାହିଁକି ଦ୍ବିତୀୟ ଟି-୨୦ ମ୍ୟାଚ୍ ଖେଳିଲେନି ବୁମରାହ ? ଜାଣନ୍ତୁ ଅସଲ କାରଣ...
ଭାରତର ଟେଷ୍ଟ ଦଳ
ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପ-ଅଧିନାୟିକା), ଶେଫାଳୀ ବର୍ମା, ଜେମିମାହ ରଡ୍ରିଗ୍ସ, ଅମନଜୋତ କୌର, ରିଚା ଘୋଷ (ଓ୍ବିକେଟକିପର), ଉମା ଛେତ୍ରୀ (ଉଇକେଟକିପର), ପ୍ରତୀକା ରାୱଲ, ହରଲିନ୍ ଦେଓଲ, ଦୀପ୍ତି ଶର୍ମା, ରେଣୁକା ଠାକୁର, ସ୍ନେହ ରାଣା, କ୍ରାନ୍ତି ଗୌଡ଼, ବୈଷ୍ଣବୀ ଶର୍ମା, ସାୟାଲି ସତଘରେ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories