Labourers Death / ପଥର ଖଣିରେ ବଡ଼ ଅଘଟଣ; କଟିଗଲା ଗୋଡ଼ହାତ, ୭ ଶ୍ରମିକ ମୃତ
·1 hour ago·3 min read

Key Points
ବେଙ୍ଗାଲୁରୁରେ ବଡ଼ ଧରଣର ଅଘଟଣ
ପଥର ଖଣିରେ କାମ କରୁଥିଲା ଶ୍ରମିକ ମୃତ
ପଥର ଖଣିରେ କାମ କରୁଥିଲା ଶ୍ରମିକ ମୃତ
ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ଦକ୍ଷିଣ ତାଲୁକର ମଦାପଟ୍ଟାନାରେ ଏକ ପଥର ଖଣିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ୭ଜଣ ଶ୍ରମିକଙ୍କ ଉପରେ ଏକ ବିରାଟ ପଥର ପଡ଼ିବାରୁ ସେମାନଙ୍କ ମୃତ୍ୟୁ ଘଟିଛି । ଭୋର ସମୟରେ ଏହି ଦୁଃଖଦ ଘଟଣା ଘଟିଛି । ମୃତକମାନେ ସମସ୍ତେ ଏକ ପଥର କ୍ରସରରେ କାମ କରୁଥିବା ଦିନମଜୁରିଆ ଶ୍ରମିକ ଥିଲେ । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଫସି ରହିଥିବା ଶ୍ରମିକଙ୍କୁ ଖୋଜିବା ପାଇଁ ପୋଲିସ ଏବଂ ଉଦ୍ଧାର ଦଳ ଭଗ୍ନାବଶେଷ ହଟାଇବା ଆରମ୍ଭ କରିଛନ୍ତି ।
ପଢନ୍ତୁ ଏହି ଖବର: 'ପ୍ରାକୃତିକ ପ୍ରସବ' ପାଇଁ ପରିବାର ଜିଦ୍ ନେଲା ମହିଳାଙ୍କ ଜୀବନ; କେମିତି ଅଛି ନୂବଜାତ ଶିଶୁ ?
- ଦୁର୍ଘଟଣା ପରେ କ’ଣ ହେଲା?
- ପୋଲିସ କ’ଣ କହିଲା?
- ଆହତଙ୍କ ଜାରି ରହିଛି ଚିକିତ୍ସା
ପଢନ୍ତୁ ଏହି ଖବର: 'ପ୍ରାକୃତିକ ପ୍ରସବ' ପାଇଁ ପରିବାର ଜିଦ୍ ନେଲା ମହିଳାଙ୍କ ଜୀବନ; କେମିତି ଅଛି ନୂବଜାତ ଶିଶୁ ?
- ବିହାରରେ ଥିଲା ସମସ୍ତ ମୃତ ଶ୍ରମିକ
Pained by the loss of lives in an accident at a stone quarry in Bengaluru Urban District of Karnataka. My heartfelt condolences to the bereaved families. I pray for speedy recovery of those injured.
— President of India (@rashtrapatibhvn) July 2, 2026
- ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
