Videos
|
Accident

Principal in Train / ମେମୁ ଟ୍ରେନରେ ପ୍ରିନ୍ସପାଲଙ୍କ ମୃତ*ଦେହ: ଉଦ୍ଧାର କଲା G.R.P ପୋଲିସ

Banajyotshna Ray
Browse all articles by Banajyotshna Ray
·1 hour ago·1 min read
ମେମୁ ଟ୍ରେନରେ ପ୍ରିନ୍ସପାଲଙ୍କ ମୃତ*ଦେହ: ଉଦ୍ଧାର କଲା G.R.P ପୋଲିସ
Principal in Train

Key Points

ଟ୍ରେନ ଭିତରେ କଲେଜ ଅଧକ୍ଷଙ୍କ ସନ୍ଦେହ ଜନକ ମୃତ୍ୟୁ
ଉଦ୍ଧାର କଲା G.R.P ପୋଲିସ
ଚାଲିଛି ତଦନ୍ତ
ଟ୍ରେନରୁ ମିଳିଲା ପ୍ରିନ୍ସପାଲଙ୍କ ମୃତଦେହ। ଯେଉଁ ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଯାଉଥିଲା ଟ୍ରେନ। କେମିତି ପ୍ରିନ୍ସପାଲଙ୍କ ମୃତଦେହ ଆସିଲା ସେଠାକୁ ତାକୁ ନେଇ ବଡ଼ ପ୍ରଶ୍ନ । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାରେ। ଟ୍ରେନ ଭିତରେ କଲେଜ ଅଧକ୍ଷଙ୍କ ସନ୍ଦେହ ଜନକ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମୃତଦେହ ଉଦ୍ଧାର କଲା G.R.P ପୋଲିସ ।''

ଏଥିସହ ପଢ଼ନ୍ତୁ: ଏକ୍ସପ୍ରେସ୍ ୱେରେ ବଡ଼ ଦୁର୍ଘଟଣା; ଚାଲିଗଲା ୪ କ୍ରିକେଟରଙ୍କ ଜୀବନ, ୨ ଗୁରୁତର

ଭୁବନେଶ୍ୱର - ଦଶପଲ୍ଲା ମେମୁ ଟ୍ରେନରେ ନୟାଗଡ଼ ଜିଲ୍ଲା ଶରଣକୁଳ କଲେଜ୍ ଅଧ୍ୟକ୍ଷ ମହେଶ୍ୱର ମହାପାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ବେଳେ ଦଶପଲ୍ଲା ଷ୍ଟେସନରେ ଟ୍ରେନ ପହଞ୍ଚିବା ପରେ ମୃତଦେହକୁ ଉଧାର କରାଯାଇଥିଲା। ଖବର ପାଇ G.R.P ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ଶ*ବ ବ୍ୟବଚ୍ଛେଦ ପାଇଁ ପଠେଇବା ସହ ଅଧିକ ତଦନ୍ତ ଜାରି ରଖିଛି G.R.P ପୋଲିସ।।''ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏହା କିଭଳି ହେଲା ତାହା ଜାଣିବାକୁ ତଦନ୍ତ ଚାଲିଛି। ଅନ୍ୟପଟେ ପରିବାରରେ ଦୁଃଖର ଛାଇ ଖେଳିଯାଇଛି। କିଏ ହତ୍ୟା କରିଛି ଟ୍ରେନରେ ଫୋପାଡିଦେଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ।''

ଅଧିକ ପଢ଼ନ୍ତୁ ଦୁର୍ଘଟଣା ଖବର:

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories