Drowning Incident / ଘର ତୋଳିବା ପାଇଁ ଗାତ ଖୋଳିଥିଲେ ବାପା; ବୁଡ଼ି ଯାଇ ପୁଅ-ଝିଅ ମୃତ
·1 hour ago·2 min read

Key Points
ରାକ୍ଷୀ ଭଳି ପବିତ୍ର ଦିନରେ ପରିବାରର ସ୍ଵପ୍ନ ପାଣିରେ ମିଳାଇ ଗଲା । ସ୍ଵପ୍ନର ଘର ପାଇଁ ପଡ଼ିଥିବା ନିଅଁରେ ସମାଧି ନେଇଗଲା ସେମାନଙ୍କ ଆଶା, ଭରସା ଓ ଭବିଷ୍ୟତ ।
ନୂଆଦିଲ୍ଲୀ: ୧୧ ବର୍ଷର ଝିଅ, ୭ ବର୍ଷର ପୁଅ ଓ ସ୍ତ୍ରୀକୁ ନେଇ ଛୋଟ ହସଖୁସିର ପରିବାର । ସବୁକିଛି ଠିକ୍ ଚାଲିଥିଲା । ପରିବାର ବଢ଼ୁଥିବା ଦେଖି ନୂଆ ଘର ନିର୍ମାଣ ପାଇଁ ଗାତ ଖୋଳା ଯାଇଥିଲା । ନୂଆ ଘର ତୋଳିବାକୁ ଦୁଇ ଛୁଆଙ୍କୁ ନେଇ ଦମ୍ପତି ଖୁବ୍ ସ୍ଵପ୍ନ ବି ଦେଖିଥିଲେ ।
ନୂଆ ଘର ତୋଳିବା ଲାଗି ନିଅଁ ଖୋଳା ସରିଥିଲା । ବର୍ଷା ଦିନ ଆସିବାରୁ ସେତିକିରେ ବନ୍ଦ ରହିଥିଲା ଘର ନିର୍ମାଣ କାର୍ଯ୍ୟ । ହେଲେ ରାକ୍ଷୀ ଭଳି ପବିତ୍ର ଦିନରେ ପରିବାରର ସ୍ଵପ୍ନ ପାଣିରେ ମିଳାଇ ଗଲା । ସ୍ଵପ୍ନର ଘର ପାଇଁ ପଡ଼ିଥିବା ନିଅଁରେ ସମାଧି ନେଇଗଲା ସେମାନଙ୍କ ଆଶା, ଭରସା ଓ ଭବିଷ୍ୟତ ।
ଏଥିସହ ପଢ଼ନ୍ତୁ: ଏମିତି ବି ଆସେ ମୃତ୍ୟୁ: ରାକ୍ଷୀ ବାନ୍ଧିବ ବୋଲି ଅଗଣାକୁ ଧାଇଁ ଆସିଲା ଭଉଣୀ: ଧସିଗଲା ମାଟି ପଶିଗଲା ୟାଶି
ରାଜସ୍ଥାନର ଜୟପୁରର ଏକ ପରିବାର ରାକ୍ଷୀରେ ପୁଅ-ଝିଅଙ୍କୁ ହରାଇଛି । ଜୟପୁରର ଜୟସିଂହପୁରାର ସଡ଼ୱାରେ ଘର ତୋଳିବା ଲାଗି ଖୋଳା ଯାଇଥିବା ଗାତରେ ପଡ଼ି ଭାଇଭଉଣୀଙ୍କ ମୃତ୍ୟୁ ହୋଇଛି । ଘର ତୋଳିବା ଲାଗି ଗାତ ଖୋଳା ଯାଇଥିବା ବେଳେ ତାହା ପାଣିରେ ଭର୍ତ୍ତି ହୋଇ ଯାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଘର ନିକଟରେ ୧୧ ବର୍ଷର ଭଉଣୀ ଓ ୭ ବର୍ଷର ଭାଇ ଖେଳୁଥିଲେ । ଖେଳୁ ଖେଳୁ ହଠାତ୍ ଦୁହେଁ ସେହି ଗାତ ଭିତରେ ପଡ଼ି ଯାଇଥିଲେ । ବର୍ଷା ପାଣିରେ ଗାତ ଭର୍ତ୍ତି ରହିଥିଲା । ଗାତରେ ପ୍ରାୟ ୫ ଫୁଟ୍ର ପାଣି ରହିଥିଲା । ବାପା କାମକୁ ଯାଇଥିବା ବେଳେ ଘରେ ଏକାକୀ ଥିଲେ ମାଆ ।
ଏଥିସହ ପଢ଼ନ୍ତୁ: ରକ୍ଷାବନ୍ଧନରେ ଶେଷ ହେଲା କଙ୍ଗନା-ରାମଦେବ ବିବାଦ, ଉପହାର ପଠାଇ ପୁଣି ସମ୍ପର୍କ ଯୋଡ଼ିଲେ ଯୋଗଗୁରୁ
ମାଆ ଦୁଇ ଛୁଆଙ୍କୁ ଖୋଜିବା ବେଳେ ନଜର ପଡ଼ିଥିଲା ପାଣରେ ଭାସୁଥିବା ଚପଲ ଉପରେ । ସଙ୍ଗେ ସଙ୍ଗେ ସ୍ଵାମୀଙ୍କୁ ଡାକି ଆଣଥିଲେ । ଆଉ ସ୍ଵାମ ପାଣି ଭତରେ ପଶି ଗ୍ରାମବାସୀଙ୍କ ସହାୟତାରେ ଦୁଇ ଛୁଆଙ୍କୁ ଉଦ୍ଧାର କରି ତୁରନ୍ତ ମେଡିକାଲ୍ ନେଇ ଯାଇଥିଲେ ।
କିନ୍ତୁ, ମେଡିକାଲ୍ରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଉଭୟ ପୁଅଝିଅଙ୍କ ମୃତ୍ୟୁ ଖବର ଶୁଣି ମାଆ ମୂର୍ଚ୍ଛା ହେଇ ଯାଉଛନ୍ତି । ଯେଉ ଘରେ କିଛି ସମୟ ପୂର୍ବରୁ କୋଳାହଳ ଶୁଭୁଥିଲା, ଏବେ ସେଠି ସମ୍ପୂର୍ଣ୍ଣ ନୀରବତା ।

Related Topics
Explore more stories