"ସୁସ୍ଥ ଜୀବନ , ସମୃଦ୍ଧ ଭାରତ ପାଇଁ ସ୍ବଚ୍ଛ ଭାରତ ମିଶନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ"- ଆଶିଷ କୁମାର ଚୌହାନ
by Argus News
Wed, Oct 02 | 11:22 a.m.

ଅର୍ଗସ ବ୍ୟୁରୋ : 'ସ୍ବଚ୍ଛ ଭାରତ ମିଶନ' ଭାରତର ଏକ ଦଶନ୍ଧି ଆନ୍ଦୋଳନ । ସ୍ବଚ୍ଛତା, ପରିମଳ ଏବଂ ନିରନ୍ତର ଜୀବନଯାପନ ପାଇଁ ଏହି ସ୍ବଚ୍ଛତା ଆନ୍ଦୋଳନ ଅନେକ ଦିନ ଧରି ଚାଲିଛି । ଦେଶକୁ ସମୃଦ୍ଧ କରିବା ପାଇଁ ସ୍ବଚ୍ଛତା ମିଶନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ନେସନାଲ ଷ୍ଟକ ଏକ୍ସଚେଞ୍ଜର ସିଇଓ ଶ୍ରୀ ଆଶିଷ କୁମାର ଚୌହାନ । 

ଅଧିକ ପଢନ୍ତୁ ଭାରତ ଖବର

ସେ କହିଛନ୍ତି , ଭାରତର ସମୃଦ୍ଧ ଅର୍ଥନୀତି ପାଇଁ ସ୍ବଚ୍ଛ ଏବଂ ସ୍ଥାୟୀ ଭାରତ ନିହାତି ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଅନେକ ଲୋକ ଅଂଶଗ୍ରହଣ କରିଛନ୍ତି । ସେଥିପାଇଁ ଏହାକୁ ଜନ ଭାଗୀଦାରୀ ବୋଲି କୁହାଯାଉଛି । ଭାରତର ଅଭିବୃଦ୍ଧି ପାଇଁ ସ୍ବଚ୍ଛତା ଅତ୍ୟନ୍ତ ଆବଶ୍ୟକ । ଏହି ମିଶନ ଦ୍ବାରା ଭାରତୀୟ ନାଗରିକଙ୍କ ଦାୟିତ୍ବ ବଢିବା ସହ ଏକ ଗର୍ବର ଭାବନା ସୃଷ୍ଟି କରିଛି । ତେଣୁ ଆଗକୁ ସ୍ବଚ୍ଛତା ପ୍ରତି କିପରି ସଚେତନ ହେବା ଏବଂ ପ୍ରତ୍ୟେକ ଦିନ ସ୍ବଚ୍ଛତା ପ୍ରତି ଏକ ପଦକ୍ଷେପ ନେବା । 

ଶ୍ରୀମୟୀ
now
ଶ୍ରୀମୟୀ ଓ ପ୍ରଦୀପ ସାହୁଙ୍କ ଭିତରେ କଥା କଟାକଟି
ଭୁବନେଶ୍ୱର: ଶଙ୍ଖଭବନରେ ବିଜେଡିରେ ବଡ଼ ବିସ୍ଫୋରଣ। ବିଜେଡି ସମୀକ୍ଷା ବୈଠକରେ ଶ୍ରୀମୟୀ ଓ ପ୍ରଦୀପ ସାହୁଙ୍କ ଭିତରେ କଥା କଟାକଟି। ଶ୍ରୀମୟୀଙ୍କୁ ପ୍ରଦୀପ ସାହୁ ସମର୍ଥକଙ୍କ ପ୍ରବଳ ବିରୋଧ ନେ
ରାମ ଚରଣଙ୍କ
1m ago
ରାମ ଚରଣଙ୍କ ‘ଗେମ ଚେଞ୍ଜର’ ଫିଲ୍ମରେ ପୁରୀ ସାହି ଯାତର ଝଲକ
ଅର୍ଗସ ବ୍ୟୁରୋ: ଆସନ୍ତା ଡିସେମ୍ବର ଶେଷ ସପ୍ତାହରେ ରିଲିଜ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ତେଲୁଗୁ ଫିଲ୍ମ ଗେମ୍ ଚେଞ୍ଜର। ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନାୟକ ରାମଚରଣ ଏଥିର
ବିଜେଡି ପଦଯାତ୍ରା
19m ago
ନବୀନ ପଟ୍ଟନାୟକଙ୍କ ବୟାନର କଡ଼ା ଜବାବ ଦେଇଛି ବିଜେପି
ଅର୍ଗସ ବ୍ୟୁରୋ: ବିଜେଡି ପଦଯାତ୍ରାରେ ନବୀନ ପଟ୍ଟନାୟକଙ୍କ ବୟାନର କଡ଼ା ଜବାବ ଦେଇଛି ବିଜେପି। ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଦୁଃଖର କଥା ନବୀନ ବାବୁ ଏବେ ବି ମିଥ୍ୟାର ସାହାର