En
ଓ
RAHUL GANDHI
ସଂସଦରେ ବିରୋଧୀ ଦଳର ନେତା ହେବ କିଏ ?
ଅର୍ଗସ ବ୍ୟୁରୋ : ୧୦ ବର୍ଷ ପରେ ଲୋକସଭା ପାଇବ ବିରୋଧୀ ଦଳର ନେତା । ହେଲେ ସେହି ଆସନରେ କିଏ ବସିବ ତାହାକୁ ନେଇ ଆଲୋଚନା ଜୋରଦାର ଚାଲିଛି । ଚର୍ଚ୍ଚା ହେଉଛି କି, ରାହୁଲ ଗାନ୍ଧୀ ଏହି ଆସନରେ ବସିବେ । କିନ୍ତୁ ଦଳ ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ରଖାଯାଇନି । ହେଲେ ବି ରାହୁଲ ହିଁ ବିରୋଧୀ ଦଳର ନେତା ହେବେ ବୋଲି ଚର୍ଚ୍ଚା ହେଉଛି । ୧୮ ତମ ଲୋକସଭାର ଉଦଘାଟନୀ ଅଧିବେଶନର
NGT
ଜମି ଦୁର୍ନୀତି ମାମଲାରେ ଫଶିବେ କି ଅଚ୍ୟୁତ ?
ଅର୍ଗସ ବ୍ୟୁରୋ : ଦିଲ୍ଲୀରୁ ଚିଠି ଆସିଲା, ଭୁବନେଶ୍ଵରରେ ହଲଚଲ ହେଲା । ଖାଲି ହଲଚଲ ହେଲା ତାହା ନୁହେଁ ବରଂ ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ହୋସ୍ ଉଡ଼ିଲା । ଜୁନ
NAVEEN PATNAIK
ବିଜେଡି ଭାଙ୍ଗିବା ଭୟରେ ନବୀନ !
ଅର୍ଗସ ବ୍ୟୁରୋ : ବିଜେଡିକୁ ନେଇ ଏବେ ଚିନ୍ତାରେ ସଭାପତି ନବୀନ ପଟ୍ଟନାୟକ । କାରଣ ଦୀର୍ଘ ୨୪ ବର୍ଷ ଧରି ଶାସନ କରିବା ପରେ ଏବେ ସରକାରୀ ଦଳରୁ ବିରୋଧୀ ଦଳର ହୋଇଛି ଶଙ୍ଖ । ଲଗାତା
BJD
ପୁଣି ଅସାମ୍ବିଧାନିକ କାମ କଲା ବିଜେଡି
ଅର୍ଗସ ବ୍ୟୁରୋ: ସରକାରରେ ଥିଲା ବେଳେ ତ ଯାହା ଅସାମ୍ବିଧାନିକ କାମ କରୁଥିଲା କରୁଥିଲା ଏବେ ବିରୋଧୀ ଦଳ ଆସନରେ ବି ବସିବା ପରେ ସମାନ କାମ କରୁଛି । ଅର୍ଥାତ୍ ଯାହା ନିୟମରେ ନାହି
BOBBY DAS
ଶଙ୍ଖ ଭବନରେ ବବିଙ୍କୁ ଛିଗୁଲେଇଲେ ଯୁବନେତା
ଅର୍ଗସ ବ୍ୟୁରୋ : ସାଙ୍ଘାତିକ ହେଲାଣି ବିଜେଡିର ଗୋଷ୍ଠୀ କନ୍ଦଳ । ଦଳ ଭିତରେ ହିଁ ତେଜିଲାଣି ଅସନ୍ତୋଷ । କାହିଁକି ଏତେ ଲୋକପ୍ରିୟତା ଥିବା ପରେ ବି ଦଳ ହାରିଲା ତାହାକୁ ନେଇ କଳ୍ପନାଜଳ୍ପନ
CM NAVEEN PATNAIK
ସିଏମ୍ ଥିଲେ, ବିରୋଧୀ ଦଳ ନେତା ହେଲେ
ଅର୍ଗସ ବ୍ୟୁରୋ: ବାଜିଲା ମୋହର, ନବୀନ ହେଲେ ବିରୋଧୀ ଦଳର ନେତା । ୫ କି ୧୦ ନୁହେଁ ବରଂ ୨୪ ବର୍ଷ ପରେ ବିରୋଧୀ ଦଳର ନେତା ହେଲେ ନବୀନ । କାରଣ ଯେବେଠୁ ନବୀନ ବିଧାନସଭା ଆସିଛନ୍ତି ସେବେଠ
MISSION SHAKTI
ବଦଳିବ ମିଶନଶକ୍ତି ଚିତ୍ର : ମନ୍ତ୍ରୀ କହିଲେ...
ଅର୍ଗସ ବ୍ୟୁରୋ: ମିଶନଶକ୍ତିକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କ ବଡ଼ ବୟାନ । କହିଲେ, ବିଭାଗ ବନ୍ଦ ହେବନି ବରଂ ଦୌଡିବ । ପୂର୍ବରୁ ଯାହା ହେଉଥିଲେ ଏବେ ତାହା ହେବନି । କାରଣ ଏବେ ବିଭାଗର ରୂପରେ
ଲକ୍ଷ୍ମଣ ବାଗ
ଲକ୍ଷ୍ମଣ ବାଗଙ୍କୁ ଏଇଆ କହିଲେ ନବୀନ...
ଭୁବନେଶ୍ୱର: ବିଧାନସଭାରେ ସାମ୍ନାକୁ ଆସିଲା ରୋଚକ ଦୃଶ୍ୟ । ନିର୍ବାଚନ ପରେ ପ୍ରଥମ ଥର ପାଇଁ ଆମ୍ନାସାମ୍ନା ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମ
BJD
ମିଛ ପ୍ରଚାରରେ ଏବେ ବି ବ୍ୟସ୍ତ ବିଜେଡି
ଅର୍ଗସ ବ୍ୟୁରୋ: ସରକାରରୁ ଗଲାଣି ହେଲେ ବି ପ୍ରକୃତି ଛାଡୁନି ବିଜେଡି । ଅର୍ଥାତ୍ ମିଛରେ ମାଷ୍ଟର ଡିଗ୍ରୀ କରିଛି ଶଙ୍ଖ ଦଳ । କେମିତି ନୂଆ ସରକାର ବଦନାମ ହେବ ସେନେଇ ଶଙ୍ଖ ଭବନର
VK PANDIAN
ସାମ୍ନାକୁ ଆସିଲା ପାଣ୍ଡିଆନଙ୍କ ଗସ୍ତ ବେଳର ହିସାବ
ଅର୍ଗସ ବ୍ୟୁରୋ : ସରକାର ଗଲା, ଧୀରେ ଧୀରେ ବିଜେଡିର ଗୁମର ଖୋଲିଲା । କାରଣ ପୂର୍ବ ନିର୍ବାଚନରେ ବଡ଼ ବିବାଦରେ ଥିଲେ ଭି.କେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ IAS ଭାବ
BARAGARH MP
ପାଣ୍ଡିଆନଙ୍କୁ ନେଇ ପ୍ରଦୀପଙ୍କ ବ଼ଡ଼ ବୟାନ
ଅର୍ଗସ ବ୍ୟୁରୋ : ବୁଲେଇ ବଙ୍କାଇ ନୁହେଁ ବରଂ ସିଧାସିଧା...ପାଣ୍ଡିଆନଙ୍କୁ ନେଇ ରୋକଠୋକ ବରଗଡ ସାଂସଦ ପ୍ରଦୀପ କହିଲେ ଯେଉଁମାନେ ଦୁର୍ନୀତି କରିଛନ୍ତି, ରାଜକୋଷ ଲୁଟ୍ କରିଛନ୍ତ
PURI BJD
ପୁରୀରେ ଏଇ କାରଣ ଲାଗି ମାଟି କାମୁଡ଼ିଲା ବିଜେଡି
ଅର୍ଗସ ବ୍ୟୁରୋ : ଅନୁତାପ କଲେ ବି କିଛି ଲାଭ ନାହିଁ । କାରଣ ଭୁଲ ରଣନୀତି ହିଁ ବିଜେଡି ମାଟି କାମୁଡ଼ିଲା । ଯେଉଁ ଆସନରେ ବର୍ଷବର୍ଷ ଧରି ବିଜେଡି ବିଜୟ ହେଉଥିଲା, ଏଥର ଭୁଲ ନିଷ୍ପତ୍ତି ଯୋଗୁ
BJD
ବିଜେଡି ଶାସନର ଖୋଲୁଛି କେଳଙ୍କାରୀର ପେଡି
ଅର୍ଗସ ବ୍ୟୁରୋ: ଚାକିରି ସରକାରୀ, ହେଲେ କାମ ପୂରା ଚାଲିଥିଲା ଦଳୀୟ ଭିତିରେ । କାରଣ ବିଜେଡି ଶାସନ ବେଳେ ଏକର ଏକର ଜମି ହାତେଇଛନ୍ତି ବଡ ବଡିଆ ବାବୁ । ଖାସ କରି ରାଜ୍ୟରେ ଅଣଓଡ଼ିଆ ଅଫିସରମାନ
5T SERVICE
ପାଣ୍ଡିଆନ ଗଲେ, ଫାଇଭ-ଟି ଗଲା !
ଅର୍ଗସ ବ୍ୟୁରୋ: ରାଜ୍ୟରୁ ହଟିଲା ୫-ଟି । ନୂଆ ସରକାର ଆସିବା ପରେ ରାଜ୍ୟରୁ ୫ଟି ବ୍ୟବସ୍ଥା ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ କାର୍ଯ୍ୟାଳୟ ପରିସରରେ ଥିବା ବୋର୍ଡ ହଟାଇବାକୁ ସ୍ପଷ୍
VK PANDIAN
ସୋସିଆଲ ମିଡିଆରେ ଏମିତି କାହିଁକି ଲେଖିଲେ ପାଣ୍ଡିଆନ ?
ବାଉଳି ହେଲେଣି ପାଣ୍ଡିଆନ । ବିଜେଡି ସରକାର ମାଟିକାମୁଡ଼ିବା ପରେ ତାଙ୍କ ମୁଣ୍ଡ ବୋଧହୁଏ ଠିକ୍ରେ କାମ କରୁନି । କାରଣ ସେ ଯେଉଁପରି ଭାବରେ ସୋସିଆଲ ମିଡିଆରେ ଲେଖୁଛନ୍ତି ସେଥିରୁ ଗୋଟି
BJD OFFICER
ବିଜେଡି ସରକାର ଗଲା, ଛିନଛତର ଅଫିସର
ଅର୍ଗସ ବ୍ୟୁରୋ: ବିଜେଡି ସରକାରରେ ଯେମିତି ବାବୁରାଜ ଚାଲୁଥିଲା ଏଥର କିନ୍ତୁ ତାହା ଚଳିବନି । ଅର୍ଥାତ୍ ନବୀନ ସରକାରରେ ନେତା ନୁହେଁ ବରଂ ପ୍ରଶାସକ ସର୍ବେସର୍ବା ଥିଲେ । ନିର୍ବାଚି
ପ୍ରଥମ ଅଧିବେଶନ
ଜୁନ୍ ୨୪ରୁ ଜୁଲାଇ ୩ ପ୍ରଥମ ଅଧିବେଶନ
ଅର୍ଗସ ବ୍ୟୁରୋ: ୧୮ ତମ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍ ୨୪ ତାରିଖରୁ ଆରମ୍ଭ ହେବ । ଅଧିବେଶନ ଜୁଲାଇ ୩ ତାରିଖରେ ଶେଷ ହେବ ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ବୁଧବା
ପର୍ଯ୍ୟବେକ୍ଷକ
ବଢୁଛି ଉତ୍କଣ୍ଠା, ଭୁବନେଶ୍ବରରେ ପହଞ୍ଚିଲେ ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ
ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ । ପର୍ଯ୍ୟବେକ୍ଷକ ଭୁପେନ୍ଦ୍ର ଯାଦବ କିଛି ସମୟ ତଳେ ଭୁବନେଶ୍ବରରେ ପହଞ୍ଚିଛନ୍ତି । ସେମାନେ ବିଜେପ
ଧର୍ମେନ୍ଦ୍ର ପ୍ରଧାନ
କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲାପରେ ଜଗନ୍ନାଥଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ: କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲାପରେ ନୂଆଦିଲ୍ଲୀ ହଜଖାସ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରୁଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦର୍ଶ
କ୍ୟାବିନେଟ ମନ୍ତ୍ରୀ
ମୋଦି 3.0 ଯୁଗ ଆରମ୍ଭ
ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ, ୫ ଜଣ ରାଷ୍ଟ୍ରମନ୍ତ୍ରୀ- ସ୍ବାଧୀନ ଦାୟିତ୍ବ ଓ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୨୦୧୪ର