ରାଜ୍ୟରେ କାଳବୈଶାଖୀ
ରାଜ୍ୟରେ କାଳବୈଶାଖୀ ବର୍ଷା ପରେ ହଟିଲା ରେଡ ଆଲର୍ଟ
ଅର୍ଗସ ବ୍ୟୁରୋ: ରାଜ୍ୟରେ କାଳବୈଶାଖୀ ବର୍ଷା ପରେ ହଟିଲା ରେଡ ଆଲର୍ଟ। ହେଲେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ୬ ତାରିଖ ଯାଏ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ତାତିରୁ ମିଳିବନି ନିସ୍ତାର ବୋଲି ସୂଚନା ରହିଛି। ତେବେ କ୍ରମାଗତ ଭାବେ ୧୭ ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଉ ରହିବନି ଭୀଷଣ ଗ୍ରୀଷ୍ମ ପ୍ରବାହର ସତର୍କତା। ସେପଟେ ୮ ତାରିଖ ଯାଏ ରାଜ୍ୟର
WEATHER
ତାତିରେ ଲାଗୁନି ବ୍ରେକ, ଆଜି ବି କଲବଲ କରୁଛି ଟାଣ ଖରା
ଅର୍ଗସ ବ୍ୟୁରୋ : ତାତିରେ ଲାଗିବ ବ୍ରେକ । ବଦଳିବ ପାଗ । ଏମିତି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ରାଜ୍ୟରେ ସାମୁଦ୍ରିକ ଝଡ଼ ପ୍ରଭାବରେ ଆଜିଠାରୁ ୪ ତାରିଖ ପର୍ଯ୍ୟନ୍ତ ଉପକୂ
WEATHER UPDATE
ହଠାତ୍ ବଦଳିଲା ପାଗର ମିଜାଜ; ଟ୍ୱିନସିଟିରେ ଝିପି ଝିପି ବର୍ଷା
ଭୁବନେଶ୍ୱର: ଆସହ୍ୟ ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ଗତ 3 ରୁ 4 ଦିନ ଧରି ପ୍ରବଳ ଗରମ ପରେ କାଳବୈଶାଖୀ ପ୍ରଭାବରେ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଅପରାହ୍ନରେ ହଠାତ୍ କଟକ
HEATWAVE
ତାତିରୁ ନାହିଁ ନିସ୍ତାର, ଆହୁରି ଦୁଇରୁ ତିନି ଦିନ ନିଆଁ ବର୍ଷା...
ଅର୍ଗସ ବ୍ୟୁରୋ: ତାତିରୁ ନାହିଁ ନିସ୍ତାର । ଆହୁରି ଦୁଇରୁ ତିନି ଦିନ ଯାଏଁ ରହିବ ହିଟ୍ ଓ୍ଵେଭର ପ୍ରଭାବ । ଆଜି ବି ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ୪୫ ଡିଗ୍ରୀ ଟପିବା ଆଶଙ୍କ
ଗ୍ରୀଷ୍ମ ପ୍ରବାହ
ସକାଳ ସାଢେ 8 ସୁଦ୍ଧା ତାପମାତ୍ରା 38 ଡିଗ୍ରୀ ପାର୍
ଭୁବନେଶ୍ୱର: ସକାଳୁ ଅସହ୍ୟ ତାତି । ଆକାଶରୁ ହେଉଛି ନିଆଁ ବର୍ଷା । ସକାଳ 8ଟା 30 ସୁଦ୍ଧା 35 ଟପିଲା 12 ସହରର ତାପମାତ୍ରା । 38.4 ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର
WEATHER UPDATE
ରାତି ପାହିଲାରୁ ବଢୁଛି ତାତି, ରେକର୍ଡ ଭାଙ୍ଗୁଛି ତାପମାତ୍ରା
ଅର୍ଗସ ବ୍ୟୁରୋ : ରାତି ପାହିଲାରୁ ବଢୁଛି ତାତି । ଆକାଶରୁ ହେଉଛି ନିଆଁ ବର୍ଷା । ଗତକାଲି ବାରିପଦାରେ ସର୍ବକାଳୀନ ରେକର୍ଡ ଭାଙ୍ଗିଲା ତାତି । ୪୬.୬ ଡିଗ୍ରୀ ସେଲସିୟସ ସହ ବାରିପଦା ପାଲଟିଲ
WEATHER UPDATE
ଆଜି ବାରିପଦାରେ ରେକର୍ଡ ହେଲା ସର୍ବୋଚ୍ଚ ଦିନ ତାପମାତ୍ରା ୪୬.୪ ଡିଗ୍ରୀ ସେଲସିୟସ
ଅର୍ଗସ ବ୍ୟୁରୋ : ତାତିରୁ ନାହିଁ ନିସ୍ତାର । ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁସାରେ ବାଲେଶ୍ବର ସହର ସବୁଠୁ ଉତ୍ତପ୍ତ । ବାଲେଶ୍ବରରେ ୪୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି
TEMPERATURE
ବାଲେଶ୍ବରରେ ଅଗ୍ନି ବର୍ଷା, ୪୬ ଡିଗ୍ରୀ ଟପିଲା ତାପମାତ୍ରା
ଅର୍ଗସ ବ୍ୟୁରୋ : ରାଜ୍ୟରେ ତାତିରୁ ନାହିଁ ନିସ୍ତାର । ବାଲେଶ୍ବରରେ ଅଗ୍ନି ବର୍ଷା । ଦିନ 2ଟା 30 ସୁଦ୍ଧା ସର୍ବାଧିକ ୪୬ ଡିଗ୍ରୀ ତାପମାତ୍ରା ରେକର୍ଡ । କଟକ, ଭୁବନେଶ୍ବର ସହ ବାଲେଶ୍ବରକ
ଅଂଶୁଘାତ
ବଢୁଛି ଅଂଶୁଘାତ, ଏବେ ସୁଦ୍ଧା ୩୬୭ ଅଂଶୁଘାତ ରୋଗୀ ମେଡିକାଲରେ ଭର୍ତ୍ତି
ଅର୍ଗସ ବ୍ୟୁରୋ : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟରେ ବଢୁଛି ଅଂଶୁଘାତ । ଆଜି ସୁଦ୍ଧା ୩୬୭ ଅଂଶୁଘାତ ରୋଗୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୁନ୍ଦରଗଡ଼ ର
ଆହୁରି 2 ଦିନ
ଆହୁରି ୨ ଦିନ ଆକାଶରୁ ବର୍ଷିବ ଅଗ୍ନି ବର୍ଷା
ଅର୍ଗସ ବ୍ୟୁରୋ: ତାତିରୁ ନାହିଁ ନିସ୍ତାର । ଆହୁରି 2 ଦିନ ଆକାଶରୁ ବର୍ଷିବ ଅଗ୍ନି ବର୍ଷା। ମେ 1 ପର୍ଯ୍ୟନ୍ତ ପାଗରେ ହେବନି ପରିବର୍ତ୍ତନ । ଆଗାମୀ 3 ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ସ
ଆଜି ସକାଳ ୮ଟା ୩୦
ଆଜି ସକାଳ ୮ଟା ୩୦ ସୁଦ୍ଧା ରେକର୍ଡ କଲା ତାପମାତ୍ରା
ଅର୍ଗସ ବ୍ୟୁରୋ: ଜଳୁଛି ସାରା ଓଡ଼ିଶା। ସବୁଠି ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ସାଢେ ୮ଟା ସୁଦ୍ଧା ସବୁ ସହରରେ ରେକର୍ଡ କରିଛି ତାପମାତ୍ରା। ବାରିପଦା 38.4°C ତାଳଚେ
ଆସନ୍ତା ୫ ତାରିଖଠୁ
ଆସନ୍ତା ୫ ତାରିଖଠୁ ହେବ ପାଗରେ ପରିବର୍ତ୍ତନ
ଅର୍ଗସ ବ୍ୟୁରୋ: ତାତିରୁ ମିଳିବ ମୁକ୍ତି। ୫ ତାରିଖରେ ପାଗରେ ପରିବର୍ତ୍ତନ। ଆସନ୍ତା ୫ ତାରିଖରେ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାଵରେ ତାପମାତ୍ରା କମିବ ସମ୍ଭାବନା ରହିଛି। ରାଜ୍ୟରେ ଜାର
କାଳବୈଶାଖୀ
ରାୟଗଡାରେ ତାଣ୍ଡବ ରଚିଲା କାଳବୈଶାଖୀ
ରାୟଗଡା: କାଳବୈଶାଖୀ ତାଣ୍ଡବରେ ବ୍ୟାପକ କ୍ଷତି । ୪୫ ନମ୍ବର ରାଜ୍ୟ ରାଜପଥରେ ଗଛ ପଡି ରାସ୍ତା ଅବରୋଧ । ଅଗ୍ନିଶମ କର୍ମଚାରୀ ପହଞ୍ଚି ରାସ୍ତା ସଫା କରୁଥିବା ଦେଖିବାକୁ ମିଳିଛି । ଆଜ
HEATWAVE
ତାତିରୁ ନାହିଁ ନିସ୍ତାର, କଲବଲ ଜନଜୀବନ
ଅର୍ଗସ ବ୍ୟୁରୋ: ଅସହ୍ୟ ତାତିରୁ ମିଳୁନି ନିସ୍ତାର। ଆଜି ମଧ୍ୟ କିଛି ସ୍ଥାନରେ ଦିନ ତାପମାତ୍ରା ୪୪ ଓ ୪୫ ସମ୍ଭାବନା । ପୁରୀ, ଗୋପାଳପୁର, ପାରାଦୀପରେ ଆଦ୍ରତା ୭୫% ଉପରେ ରେକର୍ଡ
ରେଡ୍ ଆଲର୍ଟ
ଅସହ୍ୟ ତାତି , ୧୫ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି
ଅର୍ଗସ ବ୍ୟୁରୋ : ଅସହ୍ୟ ତାତିରୁ ମିଳୁନି ନିସ୍ତାର। ଉପକୂଳରୁ ଠାରୁ ଆରମ୍ଭ କରି ଉପାନ୍ତ ଯାଏ ସବୁଠି ହେଉଛି ଅଗ୍ନିବର୍ଷା। ସକାଳ ୮ଟାରୁ ଘରୁ ବାହାରିବା ମୁସ୍କିଲ। ଏହିକ୍ରମର
HOTTEST CITY
ଏପ୍ରିଲ ସରିବାକୁ ବସିଲାଣି, ତାତିରେ ଫୁଟୁଛି ଏହି ସହର
ଅର୍ଗସ ବ୍ୟୁରୋ: ଏପ୍ରିଲ ସରିବାକୁ ବସିଲାଣି । ଦିନକୁ ଦିନ ରେକର୍ଡ ଭାଙ୍ଗୁଛି ଚଳିତ ବର୍ଷର ଏପ୍ରିଲ ମାସର ତାପମାତ୍ରା । ଘରେ ବାହାରେ ସବୁଠି ଗରମ । ସକାଳୁ ଏମିତି ଗରମ ହେଉଛି ଯେ ଘର
ଆଜି ଦିନ ୧୧ଟା ୩୦
ଆଜି ଦିନ ୧୧ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ଅର୍ଗସ ବ୍ୟୁରୋ: ଆଜି ବି କଲବଲ କରିବ ତାତି । ରାଜ୍ୟରେ ଜାରି ରହିଛି ଭୀଷଣ ଗ୍ରୀଷ୍ମ ଲହରୀ। ଜଳୁଛି ପୁରା ଓଡ଼ିଶା। ତାତିରେ ବ୍ରେକ ଲାଗୁନି। ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ବ
HEATWAVE
ରାଜ୍ୟରେ ଜାରି ଗ୍ରୀଷ୍ମ ଲହରୀ, ଜନଜୀବନ ଅସ୍ତବ୍ୟସ୍ତ
ଅର୍ଗସ ବ୍ୟୁରୋ: ଆଜି ବି କଲବଲ କରିବ ତାତି । ରାଜ୍ୟରେ ଜାରି ରହିଛି ଭୀଷଣ ଗ୍ରୀଷ୍ମ ଲହରୀ। ଏପ୍ରିଲ ମାସରେ ରେକର୍ଡ ଭାଙ୍ଗିଛି ତାତି। ୩ ସହରର ତାପମାତ୍ରା ୪୪ ଡ଼ିଗ୍ରୀ ପା
WEATHER UPDATE
12 ଦିନ ହେବ ଭୁବନେଶ୍ୱର ତାପମାତ୍ରା 40 ଉପରେ
ଭୁବନେଶ୍ୱର: ରେକର୍ଡ ଭାଙ୍ଗୁଛି ଚଳିତ ବର୍ଷର ଏପ୍ରିଲ ମାସର ତାପମାତ୍ରା । ବିଗତ 12 ଦିନ ହେବ ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ଲଗାତାର 40 ଉପରେ ରହିଥିବାବେଳେ ରାଜ୍ୟର ଅର୍ଦ୍ଧାଧି
କାଳବୈଶାଖୀ ତାଣ୍ଡବ
କାଳବୈଶାଖୀ ତାଣ୍ଡବ; ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ
କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣପାଟଣାରେ କାଳବୈଶାଖୀ ତାଣ୍ଡବ । ପ୍ରବଳ ବର୍ଷା ଓ ତୀବ୍ର ପବନ ଯୋଗୁଁ ନାରାୟଣପାଟଣା ବ୍ଲକ୍ ମୁଣ୍ଡିଗୁଡ଼ାରେ 2 ଟି ଘର ଓ ମୁଷଳମୁଣ୍ଡା ଗାଁରେ 2 ଟ