ଆସନ୍ତାକାଲି ଉତ୍ତର ପ୍ରଦେଶରେ ପଡିଵ ଭୋଟ
by Argus News
Thu, Apr 25 | 1:45 p.m.

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ ନେଇ ସାରା ଦେଶ ଚଳଚଞ୍ଚଳ । ଏହାରି ଭିତରେ ଦେଶରେ ଦ୍ଵିତୀୟ ପ୍ରର୍ଯ୍ୟାୟ ମତଦାନ ଆସନ୍ତାକାଲି ଅର୍ଥାତ ଏପ୍ରିଲ ୨୬ରେ ଆରମ୍ଭ ହେବାକୁ ଯାଉଛି । ଲୋକସଭା ସିଟ ପାଇଁ ମତଦାନ ହେବ । ତେବେ ଆସନ୍ତାକାଲି ଉତ୍ତରପ୍ରଦେଶରେ ମତଦାନ ହେବାକୁ ଯାଉଛି ।  ଉତ୍ତରପ୍ରଦେଶର ଅମରାହେ, ମରଠା, ବାଗପାଟ, ଗାଜିୟାଵାଦ, ଗୌତମ ବୁଦ୍ଧ ନଗର, ଅଲ୍ଲିଗଡ, ମଥୁରା, ବୁଲନ୍ଦଶାହର ଠାରେ ମତଦାନ ଅନୁଷ୍ଠିତ ହେବ ।

 ସେହିପରି  ଆସନ୍ତାକାଲି ଦିଲ୍ଲୀ ନୋଏଡାରେ ମଧ୍ୟ ମତଦାନ ହେବାକୁ ଯାଉଛି ।  ନୋଏଡା ଓ ଗ୍ରେଟର ନୋଏଡାରେ ମତଦାନ ହେତୁ ସ୍କୁଲ କଲେଜ ଆସନ୍ତାକାଲି ବନ୍ଦ ରହିବ। ନିର୍ବାଚନ ଆୟେଗଙ୍କ ଅଙ୍କନୁସାରେ,  ଗୌତମବୁଦ୍ଧ ନଗରରେ ୨୦୧୯ ଲୋକସଭା ନିର୍ବାଚନରେ ୬୦.୪୭ ପ୍ରତିଶତ ମତଦାନ ହୋଇଥିବା ବେଳେ ୨୦୧୪ରେ ୬୦.୩୮ ପ୍ରତିଶତ , ୨୦୦୯ରେ ସବୁଠାରୁ କମ ୪୮ ପ୍ରତିଶତ ମତଦାନ ହୋଇଥିଲା । ଏହି ସବୁ ନିର୍ଵାଚନ କ୍ଷେତ୍ରରେ ୨୦୧୯ରେ ଜାତୀୟ ହାର ୬୭.୪୦ ପ୍ରତିଶତ, ୨୦୧୪ରେ ୬୬ ପ୍ରତିଶତ, ୨୦୦୯ରେ ୫୮ ପ୍ରତିଶତ ମତଦାନ ଧାର୍ଯ୍ୟ କରାଯାଇଛି ।  

ଅଧିକ ପଢନ୍ତୁ ଭାରତ ଖବର 

BJP
30m ago
ଓଡ଼ିଶାରେ ବିଜେପି ୨୧ ରୁ ୨୧ ଲୋକସଭା ଆସନ ଜିତିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ : ଭୁବନେଶ୍ୱର ଲୋକସଭା କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଲେ ବିଜେପିର ୫ ହେଭିୱେଟ ନେତା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ
BJD
ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା
ଅର୍ଗସ ବ୍ୟୁରୋ : ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା ? ସମ୍ବିଧାନର ସର୍ତ୍ତ ମଦ ପିଉଥିଲେ ମିଳିବନି ବିଜେଡି ସଦସ୍ୟତା ? ଏହି ସମ୍ବିଧାନ ଆଧାରରେ ନିର୍ବାଚନ କମିଶନ ଦେଇଛିନ୍ତ
MODI
ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: ବିଜେପି ଫୋକସରେ ଓଡ଼ିଶା। ରାଜ୍ୟରେ ସତ୍ତା ପରିବର୍ତ୍ତନ ପାଇଁ ବିଜେପି ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ। ଏଥିପାଇଁ ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତ