୫ ଶହ ୨ କେଜି ଗଞ୍ଜେଇ ଜବତ
by Argus News
Thu, Apr 11 | 2:42 p.m.

କନ୍ଧମାଳ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ପୋଲିସକୁ ମିଳିଛି ବଡ଼ ସଫଳତା। ପ୍ରତିଦିନ ଗଞ୍ଜେଇ ଚୋରାଚାଲାଣ ହୋଉଛି ।ଜଙ୍ଗଲ ଭିତରେ  ଗଞ୍ଜେଇ ରଖାଯାଇଛି ଵୋଲି ଦାରିଙ୍ଗବାଡି ପୋଲିସକୁ ଖଵର ପାଇଵା ପରେ ସେଠାରେ ତଦନ୍ତ ଆରମ୍ଭ କରିଥିଲା ।  ଏଭଳି ଘଟଣା ଦେଖ‌ିବାକୁ ମିଳିଛି ଉକ୍ତ ଥାନା କିରୁକୁଟି ପଞ୍ଚାୟତର ବାରାଡକ୍ଲିୟୁ ଜଙ୍ଗଲ ଭିତରେ ।ଜଙ୍ଗଲ ଭିତରେ ରଖାଯାଇଥିବା ଗଞ୍ଜେଇ ଜଵତ କରିଛି । ପ୍ରାୟ ୫ ଶହ ୨ କେଜି ଗଞ୍ଜେଇ ଜବତ କରିଛି ପୋଲିସ। 

ଏନେଇ ଦାରିଙ୍ଗବାଡି ପୋଲିସ ମାମଲା  ରୁଜୁ କରି ତଦନ୍ତ ଅରମ୍ଭ କରିଛି ବୋଲି ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି। ତେବେ ଏତେଗୁଡିଏ ଗଞ୍ଜେଇ କାହାର ଓ କେଉଁ ଅଞ୍ଚଳକୁ ଏହି ଗଞ୍ଜେଇ ଚାଲାଣ କରାଯାଇଥାନ୍ତି। କୋଉମାନେ ଏଥିରେ ସମ୍ପୃକ୍ତି ଅଛନ୍ତି ତଦନ କରୁଛି ପୋଲିସ ତାହା ଏପର୍ଯ୍ୟ କିଛି ଷ୍ପଷ୍ଟ ହୋଇନାହିଁ ।

 ସୂଚନାଯୋଗ୍ୟ ଯେ ସେହି ଅଞ୍ଚଳରେ ପୋଲିସ ପୂର୍ବରୁ ଏକାଧିକ ଥର ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଛି ତଥାପି କିଭଳି ଆହୁରି ଗଞ୍ଜେଇ ବାହାରୁଛି ସେନେଇ ପୋଲିସର ତନା ଘନା ଅରମ୍ଭ ହୋଇଛି । 
 

PM
ମୁଁ ଏହି କୁନି ପିଲା ଦୁଇଜଣଙ୍କ ବଡ଼ ପ୍ରଶଂସକ ପାଲଟି ଯାଇଛି : ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : ପୁଣି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ । ସବୁବେଳେ ଚର୍ଚ୍ଚା ରହି ଆସିଛନ୍ତି ଆମ ପ୍ରଧାନମନ୍ତ୍ରୀ । ଆମେ ଆଜି କୋହୁଛି କୁନି ପ୍ରଧାନମନ୍ତ୍ରୀଙ୍କ କଥା । ଆଉ ଏହି କୁନ
MODI
ଆଜି ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ମୋଦିଙ୍କ ମାରାଥନ ପ୍ରଚାର
ଅର୍ଗସ ବ୍ୟୁରୋ : ଉତ୍ତର ପ୍ରଦେଶର ମୋଦିଙ୍କ ମାରାଥନ ପ୍ରଚାର । ଆଜି ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ନିର୍ବାଚନୀ ଜନସଭାରୁ ବିରୋଧୀ ସମାଜବାଦୀ ପାର୍ଟି ସମେତ ଇଣ୍ଡି ମେଣ୍
AMIT SHAH
'ଓଡ଼ିଶାରେ ଚାଲିଛି ଠେଲା ସରକାର '
ଅର୍ଗସ ବ୍ୟୁରୋ : ଓଡ଼ିଶା ଆସିଲେ, ନବୀନଙ୍କ ଉପରେ ବର୍ଷିଲେ । କେନ୍ଦ୍ରୀୟ ଯୋଜନାର ହିସାବ ଦେଲେ, ରାଜ୍ୟର ପାରିବାପଣିଆ ଦେଖାଇଦେଲେ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିବା ପର