୧୦୦୦ ବର୍ଷର କରମଙ୍ଗା ଗଛ ମା'କାମରୂପାକାଳୀଙ୍କୁ ଦେଉଛି ସୁରକ୍ଷା 
by Argus News
Thu, Oct 31 | 4:23 p.m.

ପୁରୀ:ମା' କାମରୂପାକାଳୀ ଙ୍କୁ ସୁରକ୍ଷା ଦେଉଛି ୧୦୦୦ ବର୍ଷର କରମଙ୍ଗା ଗଛ । ଝଡ ବର୍ଷା କିମ୍ବା ବାତ୍ୟା ଗଛରୁ ପତ୍ରଟିଏ ମଧ୍ୟ ଖସାଇ ପାରୁନି।  ଚନ୍ଦନପୁର ନିକଟସ୍ଥ ବିରପ୍ରତାପପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା' କାମରୂପା କାଳୀଙ୍କ ମହିମା, କରୁଣା ସହ ୧୦୦୦ ବର୍ଷର କରମଗା ଗଛକୁ ନେଇ ରହିଛି ଭକ୍ତିଭାବାବେଗର କଥା। କରମଗା ଗଛମୂଳରେ ମା'କାମରୂପା କାଳୀ ଆର୍ବିଭୂତ ହୋଇଥିଲେ। ସେବେଠାରୁ ମାନସିକଧାରି ମା'ଙ୍କ ନିକଟକୁ ଆସିଲେ ମା'ଙ୍କୁ ଦର୍ଶନ ସହ କରମଙ୍ଗା ବୃକ୍ଷରେ ଶଙ୍ଖା ସାଲୁ ବାନ୍ଧିଥାନ୍ତି। ଆଜିବି କଅଁଳ ଗଛ ଟିଏ ଭଳି ଦିଶୁଛି ୧୦୦୦ ବର୍ଷର କରମଗା ବୃକ୍ଷ

ମିଠା
ମିଠାର ଅପମିଶ୍ରଣ ଜାଣିବାର ଉପାୟ
ଅର୍ଗସ ବ୍ୟୁରୋ: ଦିପାବଳୀ ଆଲୋକର ପର୍ବ ସହ ମିଠା ଖାଇ ଖୁଶୀ ବାଣ୍ଟିବାର ମଧ୍ୟ ପର୍ବ। କିନ୍ତୁ ଏହି ସମୟରେ ମିଠା ମାନଙ୍କର ମାନକୁ ନେଇ ମଧ୍ୟ ଲୋକ ମାନେ ଚିନ୍ତିତ ରହିଥାନ୍ତି। ଏହି ଦି
ଦୀପାବଳି
ୟୁକେ ପିଏମ୍ କିର୍ ଷ୍ଟାର୍ମର ରିଷି ସୁନକଙ୍କୁ ଦୀପାବଳିର ଜଣାଇଲେ ଶୁଭେଚ୍ଛା
ଅର୍ଗସ ବ୍ୟୁରୋ:ୟୁକେ ପାର୍ଲିଆମେଣ୍ଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ୟୁକେ ପିଏମ୍ କିର୍ ଷ୍ଟାର୍ମର। ଗତବର୍ଷ ଦୀପାବଳିରେ ଟେନ୍ ଡାଉନ୍ ଷ୍ଟ୍ରିଟ୍ ର
ହତ୍ୟା
ସୁନ୍ଦରଗଡ଼ରେ ପରକୀୟାପ୍ରୀତିରୁ ୫ ଜଣଙ୍କୁ ହତ୍ୟା ଘଟଣା,୧୩ ଅଟକ
ଅର୍ଗସ ବ୍ୟୁରୋ:ସୁନ୍ଦରଗଡ଼ରେ ପରକୀୟାପ୍ରୀତିରୁ ୫ ଜଣଙ୍କୁ ହତ୍ୟା ଘଟଣାରେ ଅନୁଗୁଳ ବଅଁରପାଳରୁ ୧୩ ଜଣଙ୍କୁ ସଦର ଥାନାକୁ ଉଠାଇ ଆଣି ପଚରାଉଚରା ଜାରି ରଖିଛି ପୋଲିସ । ଗତକାଲି କରମଡିହ