ମିଛ ରାଜ୍ୟ ସରକାରଙ୍କ ମା'ଙ୍କୁ ସମ୍ମାନର ନାରା
by Argus News
Wed, Feb 21 | 2:52 p.m.

ଅର୍ଗସ ବ୍ୟୁରୋ : ଗୋଟେ ପଟେ ରାଜ୍ୟ ସରକାରଙ୍କ ମା'ଙ୍କୁ ସମ୍ମାନର ନାରା । ଆଉ ଏପଟେ ଦେଖିବାକୁ ମିଳିଛି ସରକାରୀ ବାବୁଙ୍କୁ ବ୍ୟବହାରର ଦେଖିବାକି ମିଳିଛି ଦୃଶ୍ୟ । ପୁଣି ଉଡ଼ିଲା ମା'ଙ୍କୁ ସମ୍ମାନର ଧଜିଆ । ଧଜିଆ ଉଡ଼ାଇଲେ ଖୋଦ ସରକାରୀ ବାବୁ । ଯାହାକୁ ନେଇ ସରଗମ ହୋଇଛି ଜଗତସିଂହପୁର ରାଜନୀତି । ଦେଖାଇଲେ ନାଲି ଆଖି । ଗରମ ହୋଇ ନାଲି ଆଖି ଦେଖାଇଲେ ଅଭିଯୋଗ ନେଇ ଆସିଥଇବା ମହିଳାଙ୍କୁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମହିଳା । 

ଆପଣ ଦେଖୁଥିବା ଭିଡ଼ିଓଟି ବର୍ତ୍ତମାନ ସୋସିଲା ମିଡ଼ିଆରେ ଭାଇରାଲ ହେବାର ଲାଗିଛି । ଭିଡ଼ିରେ ଦେଖୁଥିବା, ଚେୟାର ଉପରେ ବସିଥିବା ବାବୁ ଜଣକ ହୋଉଛନ୍ତି  ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଳକର ବିଡ଼ିଓ ବିକାଶ କୁମାର ମହାନ୍ତି । ଯୋଉଠି ଦେଖିବାକୁ ମିଳିଛି ଅଜବ ଦୃଶ୍ୟ । ଏଠି ପ୍ରଶ୍ନ ଉଠୁଛି, କାହା ବଳରେ ବଳିୟାନ୍ ବିଡ଼ିଓ ମହାସୟ । ରାଜ୍ୟ ସରକାର ମା'ଙ୍କୁ ସମ୍ମାନର ନାରା ଦେଉଛନ୍ତି । କିନ୍ତୁ ଏପଟେ ସରକରୀ ବାବୁ ମା'ଙ୍କୁ ଅସମ୍ମାନ କରୁଛନ୍ତି ।

 

ଅଭିଯୋଗ ନେଇ ଆସିଥିବା ଅଭିଯୋଗକରୀଣିଙ୍କୁ ନାଲି ଆଖି ଦେଖାଇ ଅଫିସ ଭିତରୁ ତଡ଼ିଦେଉଛନ୍ତି ବିଡ଼ିଓ ମହାସୟ । କିନ୍ତୁ ସେହି ସମୟରେ ରାଜନେତାଙ୍କୁ ବସିବାକୁ ଚେୟାର ଦେଉଛନ୍ତି ବିଡ଼ିଓ ମହାସୟ । ଯାହାକୁ ନେଇ  ଗରମ ହେଇଛି ବାଲିକୁଦା ବ୍ଳକ ବିଡ଼ିଓଙ୍କ ଅଫିସ୍ । ତେବେ ଦେଖିବାକୁ ବାକି ରହିଲା କି ପଦକ୍ଷପ ନେଉଛନ୍ତି ରାଜ୍ୟ ସରକାର । ନା ଖାଲି ଲୋକ ଦେଖାଣିଆ ଆକ୍ସନ ନେଇ କେସକୁ ରଫାଦଫା କରିଦେବେ ।
 

ପ୍ରଧାନମନ୍ତ୍ରୀ ମୋଦି
5m ago
ଭୁବନେଶ୍ବରରୁ କନ୍ଧମାଳ ଅଭିମୁଖେ ପ୍ରଧାନମନ୍ତ୍ରୀ ମୋଦି
କନ୍ଧମାଳ : ଭୁବନେଶ୍ବରରୁ କନ୍ଧମାଳ ଅଭିମୁଖେ ପ୍ରଧାନମନ୍ତ୍ରୀ ମୋଦି । MI-17 ହେଲିକାପ୍ଟର ଯୋଗେ କନ୍ଧମାଳ ଅଭିମୁଖେ ପ୍ରଧାନମନ୍ତ୍ରୀଙ୍କ ଯାତ୍ରା । ୧୦ଟା ୩୦ରେ ବିଜୟ ସଂକଳ୍ପ ସମାବେଶର
ବର୍ଷା
୨୪ ଘଣ୍ଟା ମଧ୍ୟରେ ଟୁଇନ୍ ସିଟିରେ ବର୍ଷା ସମ୍ଭାବନା
ଅର୍ଗସ ବ୍ୟୁରୋ : ଆଗାମୀ 4 ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। 24 ଘଣ୍ଟା ମଧ୍ୟରେ ଟୁଇନ୍ ସିଟିରେ ବର୍ଷା ସମ୍ଭାବନା ରହିଛି । ୩୭ ଡିଗ୍ରୀ ଭିତରେ ରହିପାରେ ଭୁବନେଶ୍ବର
ଟର୍ଣ୍ଣିଂ ପଏଣ୍ଟ
ଭୁବନେଶ୍ୱରରେ ରୋଡ ସୋ' ପରେ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ
ଅର୍ଗସ ବ୍ୟୁରୋ: ଓଡିଶାରେ ବଡ ଟର୍ଣ୍ଣିଂ ପଏଣ୍ଟ ଆସୁଛି । ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ପରେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତ