ଭାରତୀୟ ବାୟୁସେନାର UAV ବିମାନ ଦୁର୍ଘଟଣାଗ୍ରସ୍ତ 
by Argus News
Thu, Apr 25 | 11:38 a.m.

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର UAV ବିମାନ ଦୁର୍ଘଟଣାଗ୍ରସ୍ତ । ରାଜସ୍ଥାନର ଜୈସଲମେର ପିଥଲା ଅଞ୍ଚଳରେ UAV ବିମାନ  କ୍ରାସ ହୋଇଥିବା ସୂଚନା।  ତେବେ  ଏହି ଦୁର୍ଘଟଣା ବୈଷୟିକ ତ୍ରୁଟି ଯୋଗୁ ଘଟିଥିବା କୁହାଯାଉଛି। ବିମାନଟି ନିୟମିତ ଉଡାଣରେ ଥିଲାବେଳେ ଘଟିଥିଲା ଦୁର୍ଘଟଣା। UAV ର କ୍ରାସରେ କେହି ମୃତାହତ  ଥିବାର  ସୂଚନା ନାହିଁ। ପୋଲିସ୍‌  ଅଧୀକ୍ଷକ ସୁଧୀର ଚୌଧୁରୀ କହିଛନ୍ତି, ଏହା ଏକ ଅନୁସନ୍ଧାନକାରୀ ବିମାନ ହୋଇପାରେ ।

ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ପରମବୀର ସିଂ ରାବଲୋତ୍‌  କହିଛନ୍ତି ଯେ,  ଆମେ  ଟିଓ୍ୱେଲ ପାଖରେ  ବସିଥିଲୁ ସେହିସମୟରେ  ବିମାନଟି ଖସିପଡିଥିଲା।  ଘଟଣାସମ୍ପର୍କରେ  ଜାଣିବା ପରେ ତତ୍‌କ୍ଷଣାତ ପୋଲିସ୍‌ ଏବଂ ଭାରତୀୟ ବାୟୁସେନା ର ଅଧିକାରୀ ଘଟଣାସ୍ଥଳରେ  ପହଞ୍ଚିଥିଲେ। 

ଅଧିକ ପଢନ୍ତୁ ଭାରତ ଖବର 

IPL-2024
3m ago
ରୋମାଞ୍ଚକର ସ୍ଥିତିରେ IPL-2024, ପ୍ଲେଅଫ୍‌ରେ ଆର୍‌ସିବି
ଅର୍ଗସ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ IPL-2024 । ପ୍ଲେଅଫ୍‌ରେ ଆର୍‌ସିବି । ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପଛକୁ ହଟାଇ ଅପ୍ରତ୍ୟାଶିତ ଭାବେ ପ୍ଲେଅଫ୍ ଯୋଗ୍ୟତା ଅର୍ଜ
SAMEER RANJAN DAS
7m ago
ବିଜେଡି ଛାଡ଼ିଲେ ସମୀର ରଞ୍ଜନ ଦାସ
ଅର୍ଗସ ବ୍ୟୁରୋ: ସମୀର ରଞ୍ଜନ ଦାସ ଛାଡ଼ିଲେ ବିଜେଡି। ନିମାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାସ। ମୁଖ୍ୟମନ୍ତ୍ରୀଙ୍କୁ ପଠାଇଲେ ଇସ୍ତଫା ପତ୍ର। ଟିକେଟ କଟିଥିବାରୁ ଅସନ୍ତୁଷ୍
PRIME MINISTER
14m ago
ଆଜି ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ପୁଣି ମୋଦି ଧମାକା । ଆଜି ସଂଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । 20 ତାରିଖ ସକାଳ 8ଟାରେ ପୁରୀରେ ରୋଡ଼ ସୋ ସହ ଅନୁଗୁଳ ଓ କଟକରେ ପ୍ରଧାନମନ୍ତ୍ରୀଙ୍