୩ ଘଣ୍ଟା ପରିଶ୍ରମ ପରେ ଉଦ୍ଧାର ହେଲେ ମା ଓ ଛୁଆ ହାତୀ
by Argus News
Sun, Jun 16 | 1:02 p.m.

ଅର୍ଗସ ବ୍ୟୁରୋ: ଅନୁଗୋଳ ଜିଲ୍ଲା ଜରପଡା ବନାଞ୍ଚଳ ଉଗୀ ପଞ୍ଚାୟତ ଲେମ୍ବୁତଇଲା ନିକଟରୁ ଏକ ପରିତକ୍ତ କୂଅ ରୁ ଉଦ୍ଧାର ହେଲେ ମା ଓ ଛୁଆ ହାତୀ । ୩ ଘଣ୍ଟା ପରିଶ୍ରମ ପରେ ଉଦ୍ଧାର କଲା ବନବିଭାଗ । ସୂଚନା ଯେ , ଗାଁକୁ ଖାଦ୍ୟ ଅନ୍ବେଷଣରେ  ମା ଓ ଛୁଆ ହାତୀ ଆସିବା ବେଳେ ଏପରି ଘଟଣା ଘଟିଛି ।  ବନବିଭାଗ ଖବର ପାଇବା ପରେ ଅନୁଗୋଳ ବନଖଣ୍ଡ DOF  ନୀତିଶ କୁମାର ଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ଜରପଡା ବନାଞ୍ଚଳ ଅଧିକାରୀ ମାଧବାନନ୍ଦ ନାୟକ ଉପସ୍ଥିତ ରହି  ଉଦ୍ଧାର କାର୍ଯ୍ୟ କରାଯାଇଥିଲା । 

ଫଳରେ ଏକ ଜେସିବି ମେସିନ ସାହାଯ୍ୟ ରେ ଉଦ୍ଧାର କାର୍ଯ୍ୟ କରାଯାଇଥିବା ବେଳେ ୨ରୁ ୩ଘଣ୍ଟା ପରିଶ୍ରମ ପରେ ମା ଓ ଛୁଆ ହାତୀ କୁ ଉଦ୍ଧାର କରାଯାଇଥିଲା । ଫଳରେ ସେ ନିକଟସ୍ଥ ଜଙ୍ଗଲ କୁ ଚାଲି ଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ମା ହାତୀ ବୟସ ୩୫ ବର୍ଷ ହୋଇଥିବା ବେଳେ ଛୁଆ ହାତୀ ୬ରୁ ୭ମାସ ହୋଇଥିବା ବନବିଭାଗ ପକ୍ଷରୁ ଜଣାପଡିଛି ।
 

SALMAN KHAN
47m ago
ସଲମାନ ଖାନ ବିବାହ ନକରିବାର ମୁଖ୍ୟ କାରଣ କହିଲେ ବାପା
ଅର୍ଗସ ବ୍ୟୁରୋ: ସଲମାନ ଖାନଙ୍କୁ ବର୍ତ୍ତମାନ ୫୮ ବର୍ଷ ବୟସ । ତଥାପି ଏହି ବୟସରେ ସେ ଅବିବାହିତ ଅଛନ୍ତି। ସଲମାନ ଏପର୍ଯ୍ୟନ୍ତ କାହିଁକି ବିବାହ କରିନାହାଁନ୍ତି କିମ୍ବା ସେ କାହିଁକି ବିବା
ବଢିବ ବର୍ଷା
ଘୂର୍ଣ୍ଣିବଳୟ ପ୍ରଭାବରେ ୨୬ ରୁ ବଢିବ ବର୍ଷା
ଭୁବନେଶ୍ୱର: ବଙ୍ଗୋପସାଗରରେ ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ପ୍ରଭାବରେ ୨୬ ରୁ ବଢିବ ବର୍ଷା। କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଆଲର୍ଟ। ଆସନ୍ତା ୫ ଦିନ ବର୍ଷା ହେବ। ୪୮ ଘଂଟ
ମୁଖ୍ୟମନ୍ତ୍ରୀ
ଶାଗ, ପଖାଳ ଖାଇଲେ...ଲୋକଙ୍କ ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ: ପଖାଳ କଂସା ବଢାଯାଇଛି, ବାଡିର ସଜ ସଜ ସଜନା ଶାଗ ଭଜାଯାଇଛି । ଲେମ୍ବୁ, ଦହି ବାସ୍ନାରେ ଘର ମହକୁଛି । କାରଣ ଘରର ପୁଅ ପହଞ୍ଚିଛି...ବୁଲି ବୁଲି ହାଲିଆ ହୋଇ ଯିବଣୀ । ପୁଅ