ମମତାଙ୍କ ପରେ କେଜରିୱାଲ ଏକାକୀ ଲଢିବା ନେଇ କଲେ ଘୋଷଣା
by Argus News
Sun, Feb 11 | 12:45 p.m.

ଅର୍ଗସ ବ୍ୟୁରୋ: ପୁଣି ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ଝଟ୍‌କା । ମମତାଙ୍କ ପରେ କେଜରିୱାଲ ଏକାକୀ ଲଢିବା ନେଇ କଲେ ଘୋଷଣା । ଆଉ କିଛି ମାସ ପରେ ଲୋକସଭା ନିର୍ବାଚନ । ଏପରି ସ୍ଥିତିରେ କେଜରିୱାଲ ପଞ୍ଜାବରେ ଏକାକୀ ଲଢିବା ନେଇ ଘୋଷଣା କରିଛନ୍ତି । ପଞ୍ଜାବର ୧୩ ଆସନ ଓ ଚଣ୍ଡୀଗଡ଼ର ଗୋଟିଏ ଆସନରେ ଆମ୍‌ ଆଦ୍‌ମୀ ପାର୍ଟି ତାର ପ୍ରାର୍ଥୀ ଦେବ । 

ଗତକାଲି ପଞ୍ଜାବରେ ଆୟୋଜିତ ଏକା ସଭାରେ ଏ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜରିୱାଲ । ଏହାସହ ଲୋକଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି । ପଞ୍ଚାବ ବିଧାନସଭା ନିର୍ବାଚନରେ ଯେପରି ଆପ୍‌କୁ ସମର୍ଥନ ମିଳିଥିଲା, ସେହିଭଳି ଲୋକସଭା ନିର୍ବାଚନରେ ବି ଆପ୍‌କୁ ସମର୍ଥନ ଦେବାକୁ ପଞ୍ଜାବବାସୀଙ୍କୁ ଅନୁରୋଧ କରିଛନ୍ତି କେଜରିୱାଲ। 

ଅଧିକ ପଢ଼ନ୍ତୁ ଭାରତ ଖବର 

MANMOHAN SAMAL
2m ago
କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନୋବଳକୁ ସୁଦୃଢ କଲେ
ଅର୍ଗସ ବ୍ୟୁରୋ : ଆଜି ଦିନିକିଆ ଗସ୍ତରେ ମୟୂରଭଞ୍ଜ ଗସ୍ତରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦୁଇ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନବଳକୁ ସୁଦୃ
ନିଯୁକ୍ତି ନାଁରେ ଗୋଚର
27m ago
ନିଯୁକ୍ତି ନାଁରେ ଗୋଚର ଜମି ହଡ଼ପ କରୁଛନ୍ତି କନ୍ଧମାଳ ସାଂସଦ
ଅର୍ଗସ ବ୍ୟୁରୋ: ସ୍କୁଲ ଭିତରକୁ ଧସେଇ ପଶିଲେ ଲୋକେ , ସାଇନ ବୋର୍ଡ ଭାଙ୍ଗିଲେ। ଜମି ମାଫିଆ କହି ଦେଲେ ନାରାବାଜି l ଏଭଳି ଘଟଣା ବର୍ତ୍ତମାନ ସାରା ଜିଲ୍ଲାରେ ଚର୍ଚ୍ଚା ହୋଇଥିବା ବେଳେ ଘଟଣାକ
ରଣ ହୁଙ୍କାର
30m ago
ବିଜେଡି ଗଡରେ ମୋଦି ଦେବେ ରଣ ହୁଙ୍କାର
ଭୁବନେଶ୍ୱର: ବିଜେପି ଫୋକସରେ ଓଡ଼ିଶା .. ପୁରୀରେ ମୋଦି କରିବେ ରୋଡ ସୋ'.. ବଡ ଦାଣ୍ଡରେ ରଣହୁଙ୍କାର ଦେବେ ପିଏମ ମୋଦି । ମୋଦିଙ୍କ ଘନ ଘନ ଓଡ଼ିଶା ଗସ୍ତ ନବୀନଙ୍