ଟ୍ରାଫିକ୍‌  ଭିଡରେ ଜୋମାଟୋ ବୟଙ୍କ upsc ପଢା.. 
by Argus News
Tue, Apr 02 | 4:53 p.m.

ନୂଆଦିଲ୍ଲୀ: ଟ୍ରାଫିକ୍‌ ରେ upsc ପାଠ ପଢା। ଆପଣ ଭାବୁଥିବେ ଟ୍ରାଫିକରେ କେମିତି ଜଣେ upsc ପାଠ ପଢିବେ। । ସମ୍ପୂର୍ଣ୍ଣ କଥାଟି ଥିଲା ଏହିପ୍ରକାର.. ଜଣେ ଜୋମାଟୋ  ଡେଲିଭରୀ ବୟ ଟ୍ରାଫିକ୍‌ ଜାମ୍‌ରେ  ଫସିଥିବାବେଳେ  ନିଜ ଫୋନରେ upscର ପାଠ ଦେଖୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।  ତେବେ ଏହି ଭିଡିଓକୁ ପ୍ରଥମେ  upsc  ଅଧ୍ୟାପକ ଆୟୁଷ  ସାନ୍ଧୀଙ୍କ  ଦ୍ୱାରା  ୨୯ ମାର୍ଚ୍ଚରେ ଏହି ଭିଡିଓକୁ ପୋଷ୍ଟ କରିଥିଲେ। ଏହି ଭିଡିଓରେ  ଦେଖାଯାଉଛି  ଡ୍ୟୁଟିରେ ଥିବା ଜୋମାଟୋ ବୟ ଜଣଙ୍କ ଟ୍ରାଫିକ ଜାମରେ ନିଜ ଗାଡି ଉପରେ ବସି ଫୋନ ଦ୍ୱାରା ପଢାରେ ନିମଗ୍ନ ହୋଇ ପାଠ ପଢୁଛନ୍ତି ।  ଏ ଭିଡିଓ  ଏବେ ବେସ୍‌ ଭାଇରାଲ ହେବାରେ ଲାଗିଛି। 

 

 upsc  ସବୁ ଯୁବ ପିଢୀଙ୍କ ସ୍ୱପ୍ନ। ରାତିଦିନ ଏକ କରି upsc  ପ୍ରସ୍ତୁତ କରିଥାନ୍ତି ପରୀକ୍ଷାର୍ଥି।  ତେବେ ସବୁଠୁ ବଡ କଥାହେଲା  କାମରେ ନିୟୋଜିତ ଥାଇ upsc  ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ସବୁଠାରୁ ବଡ କଥା। କାମରୁ ଟକେ  ଟିକେ ବି ସମୟ ମିଳିଲେ  ନିଜକୁ ପାଠ ପଢାରେ ଲଗାଇଦେଇଥାନ୍ତି।   ସେ ରାସ୍ତା ହେଉ, ଟ୍ରାଫିକ୍ ହେଉ କି ଯେକୌଣସି ସ୍ଥାନ ହେଉ।   ଯେମିତି ଏହି ଜୋମାଟୋ ବୟ ..  ତେବେ ଏହି ଭିଡିଓ ସେଇମାନଙ୍କ ପାଇଁ  ଯେଉଁମାନେ upsc ପାଇଁ କଠିନ ପରିଶ୍ରମ କରୁଛନ୍ତି .. ନିଶ୍ଚିତ ଏ ଭିଡିଓ ଦେଖିଲେ ପରୀକ୍ଷାର୍ଥୀଙ୍କ ମନୋବଳ ବଢିବା ସହ  ପଢିବାକୁ ଇଛାଶକ୍ତି ଜାଗ୍ରତ ହେବ।  ଭିଡିଓରେ  ଜୋମାଟୋ ବୟ ଏକ ଉଦାହରଣ  ବିଶେଷକରି ସେହିମାନଙ୍କ ପାଇଁ ଯେଉଁମାନେ କାର୍ଯ୍ୟରେ ଥାଇ ଭାରତୀୟ ପ୍ରଶାସନିକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ..  ପଢା ପାଇଁ  ଉଚିତ ସ୍ଥାନର ଦରକାର ପଡେନା। ଯେଉଠି ସମୟ ପାଇଲ ସେଇଠି ପାଠରେ ନିମଗ୍ନ ରୁହ। ସେହି ସ୍ଥାନ ଭିଡ ଥାଉ କି ଶାନ୍ତ.. ..   

ଅଧିକ ପଢନ୍ତୁ ଭାରତ  ଖବର 
 

MODI
3m ago
ମହାପ୍ରଭୁଙ୍କୁ ଦର୍ଶନ କଲେ ମୋଦି, ଦର୍ଶନ କରିସାରିବା ପରେ ଆରମ୍ଭ କରିବେ ରୋଡ଼ ସୋ'
ଅର୍ଗସ ବ୍ୟୁରୋ : ଶ୍ରୀମନ୍ଦିର ପଞ୍ଚିଲେ ମୋଦି । ସକାଳୁ ସକାଳୁ ଭୁବନେଶ୍ବର ରାଜଭବନରୁ ବାହାରି ପୁରୀ ଅଭିମୁଖେ ବାହାରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପୁରୀରେ ପଞ୍ଚିବା ପରେ ମହାପ୍ରଭୁଙ୍କ
ACCIDENT
4m ago
କାର୍ ଓ ବାଇକ ଧକ୍କା, ଦୁଇ ଗୁରୁତର
ଅର୍ଗସ ବ୍ୟୁରୋ: ଜାତୀୟ ରାଜପଥ ନଂ 57 ର ମନମୁଣ୍ଡା ଥାନା ଗୁଦୁଗୁଦା ନିକଟରେ କାର୍ ସହିତ ବାଇକର ମୁହଁlମୁହିଁ ଧକ୍କା ହୋଇଛି। ଫଳରେ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି l
BJP
26m ago
ଜମ୍ମୁ-କାଶ୍ମୀରରେ କଡା ସୁରକ୍ଷା : ପୂର୍ବତନ ସରପଞ୍ଚଙ୍କୁ ହତ୍ୟା, ପର୍ଯ୍ୟଟକ ଦମ୍ପତି ଗୁରୁତର
ଅର୍ଗସ ବ୍ୟୁରୋ : ପୁଣି ଜମ୍ମୁ-କାଶ୍ମୀରରେ ଦୁଇ ଦୁଇଟି ଆତଙ୍କୀ ଆକ୍ରମଣ । ଆତଙ୍କବାଦୀ ଆକ୍ରମଣରେ ସୋପିଆନରେ ବିଜେପି ନେତାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନନ୍ତନାଗରେ ପର୍ଯ୍ୟଟକ ଦମ୍ପତ୍ତ