ଶିକାରୀଙ୍କ ଅସାମାଜିକ କାର୍ଯ୍ୟକଳାପ ଓ ଗତିବିଧିକୁ ନଜର ରଖିବ AI
by Argus News
Tue, Dec 17 | 11:32 a.m.

ଅର୍ଗସ ବ୍ୟୁରୋ: ଶିକାରୀଙ୍କୁ ଧରିବ ଏ ଆଇ କ୍ୟାମେରା। ଶିକାରୀଙ୍କ ଅସାମାଜିକ କାର୍ଯ୍ୟକଳାପ ଓ ଗତିବିଧିକୁ ନଜର ରଖିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଆଣିଛି ଏଆଇ କ୍ୟାମେରା। ବର୍ତମାନ ପାଇଲଟ ପ୍ରୋଜେକ୍ଟ ଭାବେ ଶିମିଳିପାଳ ଓ ରାଉରକେଲାରେ  କ୍ୟାମେରା ଲଗାଯାଇଛି। ଏହି କ୍ୟାମେରା ଶିକାରୀଙ୍କ ଉପରେ ରଖୁଛି ତୀକ୍ଷ୍ଣ ନଜର । ଜଙ୍ଗଲ ଭିତରେ ଅସାମାଜିକ କାର୍ଯ୍ୟ ରୋକିବା ପାଇଁ ଏହି କ୍ୟାମେରା କାମ କରିବ। ଖୁବଶୀଘ୍ର ଦେବ୍ରିଗଡ ଓ ଅନ୍ୟ ଅଭୟାରଣ୍ୟରେ ବି କ୍ୟାମେରା ଲାଗିବ। ଏପରିକି ଜଙ୍ଗଲ ଅଞ୍ଚଳ ଦେଇ ଯାଇଥିବା ରେଳ ଲାଇନରେ ଅସାମାଜିକ ବ୍ୟକ୍ତିଙ୍କ ଗତିବିଧିକୁ ନଜର ରଖିବା ପାଇଁ ଏଆଇ କ୍ୟାମେରା  ଲଗାଯିବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ।  

ବନ୍ଧୁମିଳନ
14m ago
୨୦୧୦ ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ
ଜାତମୁଣ୍ଡିଆ/ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ନିସ୍ତିପୁର ଅରାଚଣ୍ଡୀ ମନ୍ଦିରର ମନରୋମ ପରିସରରେ ଚକୁଳେଶ୍ୱର ମା’ ସରସ୍ୱତୀ କୋଚିଂ ସେଣ୍ଟର ୨୦୦୯-୧୦ ମାଟ୍ରି
ପିଏମ ସ୍ବନିଧି
24m ago
ପିଏମ ସ୍ବନିଧି ଯୋଜନା; ରାସ୍ତାକଡ଼ ବିକ୍ରେତାଙ୍କୁ 13,422 କୋଟି ଟଙ୍କାର ଋଣ
ଅର୍ଗସ ବ୍ୟୁରୋ: ପିଏମ ସ୍ବନିଧି ଯୋଜନା ଅଧୀନରେ ରାସ୍ତାକଡ଼ ବିକ୍ରେତାମାନଙ୍କୁ 13,422 କୋଟି ଟଙ୍କାର ଋଣ ପ୍ରଦାନ। କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଡିସେମ୍ବର 8 ତାରି
ବୋତଲରେ ମଦ
ଖୁଣ୍ଟାରେ ଯାତ୍ରୀବାହି ବସର ଚାଲାଣ ହେଉଥିଲା ମଦ
ମୟୂରଭଞ୍ଜ: କୋଲ୍ଡଡ୍ରିଙ୍କ୍ସ ବୋତଲରେ ମଦ । ଯାତ୍ରୀବାହି ବସରେ ମଦ ଚାଲାଣ ବେଳେ ପୋଲିସ୍ ହାବୁଡରେ ପଡିଲା ମଦ ବେପାରୀ । ଏହାପରେ ଖୋଲିଛି ପୁରା ମଦ ବେପାରର କଳା କାରନାମା । ବିଳମ୍ବି
ଭିସା
ଏବେ ବିନା ଭିସାରେ ବିଦେଶ ବୁଲିପାରିବେ ଭାରତୀୟ
ଅର୍ଗସ ବ୍ୟୁରୋ : ଋଷିଆ ଏବଂ ଭାରତ ମଧ୍ୟରେ ପୂର୍ବରୁ ହିଁ ଏକ ଭଲ ବନ୍ଧୁତା ରହି ଆସିଛି । ହେଲେ ଏହା ଭିତରେ ଆଉ ଏକ ଖବର ସାମ୍ନାକୁ ଆସିଛି । ଯାହା ଉଭୟଙ୍କ ସମ୍ପର୍କକୁ ଆହୁରି ନିବି
NCERT
ମୋଦି ସରକାରଙ୍କ 10 ବର୍ଷରେ ଶିକ୍ଷା କ୍ଷେତ୍ରର ହିସାବ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଅର୍ଗସ ବ୍ୟୁରୋ: ମୋଦି ସରକାରଙ୍କ 10 ବର୍ଷରେ ଶିକ୍ଷା କ୍ଷେତ୍ରରେ ଆସିଥିବା ବ୍ୟାପକ ପରିବର୍ତ୍ତନର ହିସାବ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଭିତ୍ତିଭୂମି, ଶିକ୍ଷାଦାନ, ଶିକ୍ଷା ପାଇ