ଆଜି ନାମାଙ୍କନ ପତ୍ର ଦାଖଲ କରିବେ ଆକାଶ ଦାସ ନାୟକ
by Argus News
Fri, May 10 | 12:57 p.m.

ଯାଜପୁର : ଆଜି କୋରେଇ ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକ ନାମାଙ୍କନ ପତ୍ର ଦାଖଲ କରିବେ । ବ୍ୟାସନଗର ଚୋରଦା ମେଲଣ ପଡିଆରୁ ଦଳୀୟ କର୍ମୀଙ୍କ ସହ ଏକ ବିରାଟ ଶୋଭା ଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ କୋରେଇ ନିର୍ବାଚନ ମଣ୍ଡଳୀ ମଧ୍ୟ ଦେଇ ରାଲି ଯାଜପୁର ଜିଲ୍ଲାପାଳ କାର୍ଯ୍ୟାଳୟ ଅଭିମୁଖେ ବାହାରିଛି। ସେଠାରେ ପହଂଚି ନାମାଙ୍କନ ପତ୍ର ଦାଖଲ କରିବେ ଆକାଶ ।

ଅଧିକ ପଢନ୍ତୁ : ଆକାଶଙ୍କ ପାଇଁ ପ୍ରଚାରରେ ବାହାରିଲେ ସ୍ତ୍ରୀ

ସାଧାରଣ ନିର୍ବାଚନରେ ଭୋଟର ବିଜେପି ସପକ୍ଷରେ ମତଦାନ କରିବା ପାଇଁ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରି ସାରିଛନ୍ତି। ଚକ୍ରାନ୍ତ କରି ,ମେଡିକାଲ କଲେଜ,ପରିବହନ କାର୍ଯ୍ୟାଳୟ, ବିଭିନ୍ନ ସରକାରୀ ଅଫିସ କୋରାଇରୁ ଯାଜପୁରକୁ ସ୍ଥାନାନ୍ତର କରାଯିବା ଓ ଶାସକ ଦଳର ବାହୁବଳ କଳା ଟଙ୍କା ବିରୋଧରେ କୋରେଇ ବାସୀ ଏକ ହୋଇ ଏଥର ପରିବର୍ତ୍ତନ ମୁଁହା ବୋଲି କହିଛନ୍ତି କୋରାଇ ବିଜେପି ବିଧାୟକ ପ୍ରାର୍ଥୀ l

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍