ଅଶ୍ବିନୀଙ୍କ ବଡ ବୟାନ; ଆଉ ରହିବନି ୱେଟିଂ କି ଆରଏସି(RAC) ବ୍ୟବସ୍ଥା
by Argus News
Wed, Apr 24 | 5:36 p.m.

ଅର୍ଗସ ବ୍ୟୁରୋ :  ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଆଉ ରହିବନି ୱେଟିଂ କି ଆରଏସି ବ୍ୟବସ୍ଥା । ଆଗାମୀ ୫ ବର୍ଷ ଭିତରେ ଏପରି ସୁବିଧା ହେବାକୁ ଯାଉଛି , ଯେଉଁଥିରେ ରେଳଯାତ୍ରୀଙ୍କ ଟିକେଟ ସାଙ୍ଗେସାଙ୍ଗେ କନଫର୍ମ ହେଇଯିବ । ଯାତ୍ରୀ ଆବେଦନ କରିବା ମାତ୍ରେ ହିଁ ଟିକେଟ କନଫର୍ମ ହୋଇଯିବ । ରେଳ ଭିତ୍ତିଭୂମିକୁ ଏତେ ବଢାଇ ଦିଆଯିବ ଯେ ଯାତ୍ରୀଙ୍କୁ ଆଉ ୱେଟିଂ କରିବାକୁ ପଡିବନି । ରେଳଯାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଏପରି ପ୍ରତିଶୃତି ଦେଇଥିବା କହିଛନ୍ତି ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ । 

ଅଧିକ ପଢନ୍ତୁ : ୬ଟି ବୁଲେଟ ଆକ୍ରମଣକୁ ପ୍ରତିହତ କରିପାରିବ ଏହି ଜ୍ୟାକେଟ୍

ଆଗାମୀ ୧୦ ବର୍ଷରେ ରେଳର ଭିତ୍ତିଭୂମୀ କ୍ଷେତ୍ରରେ ବହୁତ ପରିବର୍ତ୍ତନ ଆଣିଛନ୍ତି ମୋଦି ସରକାର । ୧୦ ବର୍ଷ ଭିତରେ ୪୪ ହଜାର ରେଳ ଟ୍ରାକର ବିଦ୍ୟୁତକରଣ କରାଯାଇଛି । ୨୦୦୪ ରୁ ୨୦୧୪ ଭିତରେ ୩୧ ହଜାର କିଲୋମିଟର ଟ୍ରାକ ନିର୍ମାଣ କରାଯାଇଛି । ଆହୁରି ମଧ୍ୟ ସେ କହଛନ୍ତି, ୨୦୦୪ ରୁ ୨୦୧୪ ଭିତରେ ମାତ୍ର ୩୨ ହଜାର କୋଚ ନିର୍ମାଣ କରାଯାଇଥିଲା । ହେଲେ ୨୦୧୪ ରୁ ୨୦୨୪ ଭିତରେ ୫୪ ହଜାର କୋଚ ନିର୍ମାଣ କରାଯାଇଛି । 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ