ଆମ୍ଵ ଖାଇବା ଦ୍ଵାରା ଶରୀରକୁ ବହୁତ ଫାଇଦା ମିଳିଥାଏ
by Argus News
Wed, May 08 | 3:25 p.m.

ଅର୍ଗସ ବ୍ୟୁରୋ: ଆମ୍ଵ ଖାଇବାକୁ କାହାକୁ ବା ଭଲନ ଲାଗେ ସମସ୍ତେ ଆମ୍ଵ ଖାଇବାକୁ ପସନ୍ଦ କରିଥାନ୍ତି । ଆଉ ବର୍ତ୍ତମାନ ସ୍ଵାଦିଷ୍ଟ ଫଳ ଆମ୍ଵର ସିଜିନି ଚାଲିଛି । ଆମ୍ଵ ଦେଖାଯିବାରେ  ଯେତେ ସ୍ଵାଦିଷ୍ଚ ଖାଇବାରେ ସେତିକି ସ୍ଵାଦିଷ୍ଟ ଖାଲି ସେତିକି ନୁହେଁ ସ୍ଵାସ୍ଥ ପାଇଁ ମଧ୍ୟ ଅନେକ ଫାଇଦା ମିଳିଥାଏ । 

ଗରମରେ ଆମ୍ଵ ଖାଇବା ଶରୀର ପାଇଁ  ବହୁତ ଫାଇଦା ମିଳିଥାଏ । ଆମ୍ଵରେ ଅନେକ ଭିଟାମିନ ଓ ପୋଷକ ତ୍ଵତରେ ଭରପୂର ହୋଇଥାଏ କୁହାଯାଏ । କୁହାଯାଏକି ଆମ୍ଵରେ ପାୱାରଫୁଲ ଏଣ୍ଚିଅକ୍ସାଡ ରହିଛି । ଆମ୍ଵ ଖାଇବା ଦ୍ଵାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଵଢାଇଥାଏ । 

ଆମ୍ଵର ଫାଇଦା :-
ଆମ୍ଵରେ ଔଷଧିୟ ଗୁଣ ଥିବାରୁ ଟାଇପ2, ଡାଇିବିଟିଜରୁ ମଧ୍ୟ ମୁକ୍ତି ମିଳିଥାଏ । ଖାଲି ସେତିକି ନୁହେଁ ଆମ୍ଵ କଲୋଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ । ଆମ୍ଵରେ ଫାଇଵର ଗୁଣ ଅତ୍ୟଧିକ ଥିଵାରୁ ଏହା ହଜମ ପ୍ରକିୟାକୁ ଵଢାଇଥାଏ ତାହା ସହ କାଷ୍ଠାରୁ ଦୂରରେ ରଖେ ଵିଟାକେରୋଟିନ ଥିଵାରୁ ଆଖିର ଦୃଷ୍ଟି ଶକ୍ତିକୁ ଵଢାଇଥାଏଥିରେ ଭିଟାମିନ ସି ଭରପୂର ଥିଵାରୁ ରୋଗ ପ୍ରତିରୋଧକ ଶକ୍ତି ଵଢାଇଥାଏ ।ଶରୀରକୁ ସୁସ୍ଥ ରଖେ ତାସହ କୋଲେଷ୍ଟ୍ରଲକୁ ମଧ୍ୟ ନିୟନ୍ତ୍ରଣରେ ରଖେ ହାର୍ଟ ରୋଗ ହୋଉକି କ୍ୟାନସର ଭଳି ଅନେକ ଵଡ ଵଡ ରୋଗକୁ ନିୟନ୍ତ୍ରଣ କରିଵାରେ ସାହାର୍ଯ୍ୟ କରେ । 
 

PM
27m ago
ଶେଷ ହେଲା ପୁରୀ ରୋଡ଼ ସୋ', ଏବେ ଅନୁଗୁଳରେ କରିବେ ସାଧାରଣ ସଭା
ଅର୍ଗସ ବ୍ୟୁରୋ : ସରିଲା ମୋଦିଙ୍କ ବିଶାଳ ରୋଡ଼ ସୋ' । ମରିଚକୋଟରୁ ଆରମ୍ଭ ହୋଇଥିବା ଏହି ରୋଡ଼ ସୋ' ମେଡିକାଲ ଛକରେ ଶେଷ ହୋଇଛି । ଏହି ରୋଡ଼ ସୋ ରେ ସମଗ୍ର ବଡ଼ଦାଣ୍ଡ ପାଲଟିଥିଲ
DHARMENDRA PRADHAN
41m ago
ବମପରଡ଼ା ସାଧାରଣ ସଭାରେ ଯୋଗ ଦେବେ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦେବଗଡ଼ ଜିଲ୍ଲା ଗସ୍ତ । ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବମପରଡ଼ାଠାରେ ସାଧାରଣ ସଭାରେ ଯୋଗ ଦେବେ।ଲୋକସଭ
IRAN PRESIDENT
ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ପରଲୋକରେ ଇରାନ ରାଷ୍ଟ୍ରପତି । ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ହୋଇଥିବା ସୂଚନା। ତାଙ୍କ ସହ ବୈଦେଶିକ ମନ୍ତ୍ରୀ ମଧ୍