"ମୁସଲିମ ଲିଗ ଜାମ୍ମୁ କାଶ୍ମୀର"କୁ ବେଆଇନ ଘୋଷଣା କଲେ ଅମିତ ଶାହ
by Argus News
Wed, Dec 27 | 3:35 p.m.

ଅର୍ଗସ ବ୍ୟୁରୋ : "ମୁସଲିମ ଲିଗ ଜାମ୍ମୁ କାଶ୍ମୀର"କୁ ବେଆଇନ ଘୋଷଣା । ଟ୍ବିଟ କରି ଏପରି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ ଲେଖିଛନ୍ତି, ଏହି ସଂସ୍ଥା ଦେଶ ବିରୋଧୀ ଏବଂ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ କରୁଛି । ଏହା ଆତଙ୍କବାଦୀକୁ ସଂସ୍ଥାକୁ ସହାୟତା କରୁଛି ଏବଂ ଲୋକମାନଙ୍କୁ ଇସଲାମ ଧର୍ମକୁ ମାନିବାକୁ ବାଧ୍ୟ କରୁଛି ।

 

ମୋଦିଙ୍କ ଆଇନରେ ଏହା ସ୍ପଷ୍ଟ ଯେ, ଦେଶର ଅଖଣ୍ଡତା, ସାର୍ବଭୌମତା, ଏବଂ ଏକତା ବିରୋଧରେ ଯେଉଁ ବ୍ୟକ୍ତି କାର୍ଯ୍ୟ କରିବ, ସେ କେବେବି ରକ୍ଷା ପାଇପାରିବ ନାହିଁ । ଉପା(UAPA) ଆଇନ ଅନୁସାରେ ଏହା ବେଆଇନ ଅଟେ । 

AC
1m ago
ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ
ଅର୍ଗସ ବ୍ୟୁରୋ: ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ । ଥଣ୍ଡା ହେତୁ ଶରୀର ଏବଂ ଗଣ୍ଠିରେ ଯନ୍ତ୍ରଣା ହେବାର ସମସ୍ୟା ବଢିପାରେ । ଏସି,କୁଲରର ପବ
ଗ୍ରୀଷ୍ମ ପ୍ରବାହ
2m ago
୨୦ ରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସକାଳେ ଖରା ଅପରାହ୍ନରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ମେଘୁଆ ପାଗ ସହ କାଁ ଭାଁ ସ୍ଥାନରେ ବର୍ଷା ହେବା
ମଦ
7m ago
ପୋଲିସ ପକ୍ଷରୁ ଚଢାଉ: ବିପୁଳ ପରିମାଣର ମଦ ସହ ମହୁଲ ପୋଚ ଜବତ
କେନ୍ଦୁଝର: ପୋଲିସ ଚଢାଉରେ ବିପୁଳ ପରିମାଣର ମଦ ସହ ମହୁଲ ପୋଚ ଜବତ । ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ କିପରି ନିର୍ବାଚ