ରସୁଣ ଖାଉଛନ୍ତି କି ଖାଉଥିଲେ ସତର୍କ ରୁହନ୍ତୁ
by Argus News
Tue, Apr 02 | 4:50 p.m.

ଅର୍ଗସ ବ୍ୟୁରୋ: ଆପଣ ଚାଇନାର ରସୁଣ ଖାଉଛନ୍ତି କି ଖାଉଥିଲେ ସତର୍କ ରୁହନ୍ତୁ ।  ଆମ ଦେଶରେ ଆମଦାନ କମ୍ ଥିଵାରୁ  ଚାଇନାର ରସୁଣ ଚୋରା ଚାଲାଣ ବୃଦ୍ଧି ପାଇଛି। ଏହାଦ୍ୱାରା ଭାରତ ସରକାର ଚୀନ୍ ଉପରେ  ବେଆଇନ ଆମଦାନୀକୁ ବିରୋଧ କରିଛନ୍ତି । ପଡୋଶୀ ଦେଶ ନେପାଳ ଏବଂ ବାଂଲାଦେଶ ଦେଇ ଚୋରା ଚାଲାଣକୁ ରୋକିବା ପାଇଁ କଷ୍ଟମ ଅଧିକାରୀମାନେ ସ୍ନିଫର କୁକୁର ନିୟୋଜିତ କରିଛନ୍ତି ଏବଂ ହୋଲସେଲ ବିତରକ ଏବଂ ଗୋଦାମରେ ସ୍ଥାନୀୟ ଲୋକମାନଙ୍କ ସଚେତନ କରିଛନ୍ତି ।ରସୁଣର ଆମଦାନି ଭଲ ନହେଉଥିଵାରୁ ସେଥିରେ ପୋକ ଲାଗି ଯାଇ ନଷ୍ଟ ହୋଇଯାଇଛି । ୨୦୧୪ରେ ଭାରତ ଚାଇନାର ରସୁଣ ଆମଦାନୀ ଉପରେ ବାରଣ ହୋଇଥିଲା । 

ରସୁଣର ମୂଲ୍ୟ ଆକାଶଛୁଆଁ :- 
ଗତ ବର୍ଷ ନଭେମ୍ବର ଠାରୁ ମୂଲ୍ୟ ପ୍ରାୟ ଦୁଇଗୁଣ ହୋଇ ୪୫୦-୫୦୦ କିଲୋଗ୍ରାମରେ ପହଞ୍ଚିଛି । ଵିଗତ କିଛି ମାସ ମଧ୍ୟରେ ମୂଲ୍ୟ ଵଢିଛି ଫସଲ ହ୍ରାସ ପାଇଛି । ରସୁଣର ମୂଲ୍ୟ ବୃଦ୍ଧି ଯୋଗୁଁ କୃଷକମାନେ ସେମାନଙ୍କର ଫସଲକୁ ସୁରକ୍ଷିତ କରି ରଖିଛନ୍ତି। ଉଭୟ ଖୁଚୁରା ଏବଂ ହୋଲସେଲ ବଜାରରେ ରସୁଣର ମୂଲ୍ୟ ଵଢିଵା ହେତୁ ଏହା କୃଷକମାନଙ୍କୁ ଏହାର ଲାଭଜନକ ଅବସ୍ଥାରେ ସେମାନଙ୍କ ଉତ୍ପାଦକୁ ସୁରକ୍ଷିତ ରଖିବାକୁ କହିଥାଏ ।

ରସୁଣକୁ କିପରି ସଠିକ୍ ଭାବରେ ବ୍ୟବହାର କରିବେ 
ରସୁଣ କେଉଁଠୁ ଆସୁନା କାହିଁକି ବ୍ୟବହାର କରିବା ପୂର୍ବରୁ ସଠିକ୍ ଭାଵରେ ଧୋଇବେ ପରେ ଖରାରେ ଶୁଖାଇ ରଖିଵ ।ଫୁଟୁଥିବା ପାଣିରେ  ମଧ୍ୟ ପକାଇ ଧୋଇପାରିଵେ । 
 

PM MODI
3m ago
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍
ଦାଦାଗିରି
37m ago
ଭଟଲିରେ ସୁଶାନ୍ତ ସିଂଙ୍କ ଦାଦାଗିରି
ଭୁବନେଶ୍ୱର: ଭଟଲିରେ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଦାଦାଗିରି । ରାମାୟଣ ପରେ ମହାଭାରତ କରିବାକୁ ଚେତାବନୀ । ଭୋଟରଙ୍କୁ ଧମକ ଦେଉଛନ୍ତି ସୁଶାନ୍ତଙ୍କ ଗୁଣ୍ଡାବାହିନୀ
ପ୍ରସନ୍ନ ଆଚାର୍ଯ୍ୟ
45m ago
ରେଢାଖୋଲ ସଭାରେ ପ୍ରସନ୍ନ ଦେଖାଇଲେ ନବୀନଙ୍କୁ ଆଇନା
ଭୁବନେଶ୍ୱର: ପ୍ରସନ୍ନ ଆଚାର୍ଯ୍ୟଙ୍କ ମୁହଁରେ ପ୍ରଧାନମନ୍ତ୍ରୀଙ୍କ ଭାଷା । ମୋଦି ପଚାରିଥିଲେ ଅପାର ସମ୍ପଦ ଥାଇ ବି କାହିଁକି ଗରିବ ଓଡ଼ିଶା । ରେଢାଖୋଲ ସଭାରେ ପ୍ରସନ୍ନ ଦେଖାଇଲ