ଆଲିସାନ ବଙ୍ଗଳା ନିର୍ମାଣ କରିବାକୁ କିଏ ଦେଇଥିଲା ଅନୁମତି ?
by Argus News
Tue, Jun 25 | 3:03 p.m.

ଭୁବନେଶ୍ୱର: ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ସରକାରୀ କ୍ୱାର୍ଟର୍ସ ମଧ୍ୟରେ ଆଲିସାନ ବଙ୍ଗଳା ଭଙ୍ଗା ଖବର ପ୍ରସାରଣ ମଧ୍ୟରେ ସଫେଇ ଦେଇଛନ୍ତି ବବି ଦାସ । ତାଙ୍କ କହିବା କଥା ମୁଁ ଯେମିତି ନେଇଛି, ସେମିତି ଫେରାଇବି । ଅର୍ଥାତ୍ ସରକାରୀ କ୍ୱାର୍ଟରକୁ ଯେଭଳି ନିଆଯାଏ, ସେଇଭଳି ଫେରାଯାଏ । ନିୟମ ଅନୁସାରେ ଭଙ୍ଗାଯାଉଛି । 

ଜିଏ ବିଭାଗ ନୋସିଟ୍ କରିଥିଲେ, 15 ସୁଦ୍ଧା କ୍ୱାର୍ଟସ ଛାଡି ଦେବି । ବିଜେଡି ସଂଗଠନ ସଂପାଦକ ଥିବାରୁ ବହୁତ ନେତା ଭେଟିବାକୁ ଆସନ୍ତି । ସେମାନଙ୍କ ବସା ଉଠା ପାଇଁ କ୍ୱାର୍ଟର୍ସରେ ଏକ୍ସଟେନସନ୍ କରିଥିଲି । ନିୟମ ରହିଛି ଯେମିତି କ୍ୱାର୍ଟର୍ସ ନେଇଥିବେ, ସେହି ଅବସ୍ଥାରେ ଛାଡିବେ । ମୁଁ କିଛି ଅସ୍ଥାୟୀ ନିର୍ମାଣ କରିଥିଲି, ଲୋକଙ୍କ ଅଭିଯୋଗ ଶୁଣାଣି ଓ ସୁବିଧା ପାଇଁ ବୋଲି କହିଛନ୍ତି ବବି ଦାସ । 

 

ତେବେ ଏଠି ପ୍ରଶ୍ନ ଉଠୁଛି, କ୍ୱାର୍ଟସ ନିର୍ମାଣ କରିବାକୁ ଜିଏ ଅନୁମତି ଦେଇଥିଲା କି ? ସରକାରୀ କ୍ୱାର୍ଟର ଭିତରେ ଏ ଆଲିସାନ ବଙ୍ଗଳା କାହା ଅନୁମତିରେ କଲେ ଆଉ କାହା ଅନୁମତିରେ ଭାଙ୍ଗିଲେ ।  
 

ଘନ କୁହୁଡ଼ି
7m ago
ଘନ କୁହୁଡ଼ି ଘେରରେ ନୀଳଗିରି
ଅର୍ଗସ ବ୍ୟୁରୋ: ଘନ କୁହୁଡି ଘେରରେ ନୀଳଗିରି। ଘର ଦ୍ୱାର ରାସ୍ତା ଘାଟ ସବୁଠି ଘନ କୁହୁଡି ଆସ୍ତରଣରେ ଆଚ୍ଛାଦିତ ହୋଇ ରହିଛି। କୁହୁଡି ଫଳରେ ରାସ୍ତାରେ ଯାତାୟାତରେ ଜନସାଧାରଣ ସହ ସ୍କୁଲ କଲେ
ଜାଆଁଳା ପିଲା ..
24m ago
ଏହି ଗାଁ ରେ ଖାଲି ଜାଆଁଳା ପିଲା ..
ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଭାରତର ଏକ ଅଭୂତ ଗାଁ ବିଷୟରେ କହିବୁ , ଯାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ଓ ଚକିତ ହେବେ । କାରଣ ଇଏ ଏମିତି ଏକ ଗାଁ, ଯେଉଁଠି ପିଲା ଜନ୍ମ ହେବ
ଦୋଷା
33m ago
ଦିଓ୍ୱାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା
ନୂଆଦିଲ୍ଲୀ: ଦିଓ୍ବାଲୀ ପାଇଁ ନାଗପୁରରେ ନନଷ୍ଟପ୍ ଦୋଷା। ହଁ ଦର୍ଶକବଦ୍ଧୁ ନାଗପୁରର ବିଷ୍ଣୁ ମନୋହର ନାମକ ଜଣେ ସେଫ୍ ୨୪ ଘଣ୍ଟା ଧରି ନନଷ୍ଟପ୍ ଦୋଷା ତିଆରି କରି ସୃଷ୍ଟି କରିଛନ୍ତ