ବାଂଲାଦେଶକୁ ୮ ଓ୍ବିକେଟରେ ହରାଇଲା ଅଷ୍ଟ୍ରେଲିଆ
by Argus News
Sat, Nov 11 | 10:22 p.m.

ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ରର ପୁଣେର ଓ୍ବାଙ୍ଖଡେ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯାଉଥିବା ବିଶ୍ବକପ ୨୦୨୩ର ୪୩ତମ ମ୍ୟାଚରେ ବାଂଲାଦେଶକୁ ଅଷ୍ଟ୍ରେଲିଆ ୮ ଓ୍ବିକେଟରେ ପରାସ୍ତ କରିଛି। ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆ ଦଳ ୪୪.୪ ଓଭରରେ ୨ ଓ୍ବିକେଟ ହରାଇ ୩୦୭ ରନ କରିଥିଲା।

ପାକିସ୍ତାନକୁ ୯୩ ରନରେ ହରାଇଲା ଇଂଲଣ୍ଡ

ବାଂଲାଦେଶ ଅଧିନାୟକ ନଜିମୁଲ ହୋସେନ ସାଣ୍ଟୋଙ୍କ ନେତୃତ୍ବରେ ଦଳ ବ୍ୟାଟିଂ କରି ୫୦ ଓଭରରେ ୮ ଓ୍ବିକେଟ ହରାଇ ୩୦୬ ରନ କରିଥିଲା। ଫଳରେ ଅଷ୍ଟ୍ରେଲିଆ ପାଇଁ ବିଜୟ ଲକ୍ଷ୍ୟ ୩୦୭ ରନ ରହିଥିଲା। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର

ମୋଦିଙ୍କ କଡ଼ା
now
ମୋଦିଙ୍କ କଡ଼ା ଆଭିମୁଖ୍ୟରେ ଶେଷ ହେବ କି ନବୀନଙ୍କ ରାଜତ୍ବ ?
ଅର୍ଗସ ବ୍ୟୁରୋ: ବିଜେପିର ସେଣ୍ଟ୍ରାଲ ଲିଡରସିପ୍ ନଜରରେ ଓଡ଼ିଶା । 19 ତାରିଖରେ ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 19 ତାରିଖ ସନ୍ଧ୍ୟା 7ଟାର
ପାଣ୍ଡିଆନଙ୍କୁ
4m ago
ପାଣ୍ଡିଆନଙ୍କୁ ତାମିଲନାଡୁ ପଠାଇଦେବାକୁ ଓଡ଼ିଆଙ୍କୁ ଦେଲେ ଅହ୍ବାନ
ଅର୍ଗସ ବ୍ୟୁରୋ: ରତ୍ନ ଭଣ୍ଡାର ପ୍ରସଙ୍ଗରେ ବିଜେପି ହେଭିୱେଟଙ୍କ ଟାର୍ଗେଟରେ ପାଣ୍ଡିଆନ୍। ଭିତର ରତ୍ନ ଭଣ୍ଡାର ଚାବି ହଜିବା ନେଇ ସିଧାସାଧା ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି ଆସା
MILK
14m ago
କେଉଁ କ୍ଷୀର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ
ଅର୍ଗସ ବ୍ୟୁରୋ: ସହରରେ ରହୁଥିବା ଅଧିକାଂଶ ଲୋକ ପ୍ୟାକେଡ୍ କ୍ଷୀର ବବ୍ୟହାର କରିଥାନ୍ତି । ଅନ୍ୟ କେତେକ ଲୋକ ଟେଟ୍ରା ପ୍ୟାକ୍ କ୍ଷୀର ପିଉଥିବାବେଳେ ଅନ୍ୟମାନେ ନିକଟରୁ କ୍ଷୀର କିଣ