ଅଷ୍ଟ୍ରେଲିଆର ବିଭିନ୍ନ ସହରରେ ମୋଦିଙ୍କ ସମର୍ଥନରେ ପ୍ରଚାର
by Argus News
Sun, Mar 24 | 4:27 p.m.

ଅର୍ଗସ ବ୍ୟୁରୋ:  କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ବଢୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା । ଅଷ୍ଟ୍ରେଲିଆର ବିଭିନ୍ନ ସହରରେ ମୋଦିଙ୍କ ସମର୍ଥନରେ ପ୍ରଚାର କରିଛନ୍ତି । ଅବ କି ବାର ୪୦୦ ପାର, ମେଁ ହୁ ମୋଦି ପରିବାର ନାରା ଦେଇଛନ୍ତି ଅଷ୍ଟ୍ରେଲିଆରେ ଥିବା ପ୍ରବାସୀ ଭାରତୀୟ । ଏଥିରେ ବିଭିନ୍ନ ବର୍ଗର ଲୋକମାନେ ସାମିଲ ହୋଇଥିଲେ । ସିଡନିର ହାରବର ବ୍ରିଜ ନିକଟରେ ପ୍ରବାସୀ ଭାରତୀୟମାନେ ଏକାଠି ହୋଇ ମୋଦିଙ୍କ ସପକ୍ଷରେ କ୍ୟାମ୍ପେନ କରିଛନ୍ତି ।

ଅଧିକ ପଢ଼ନ୍ତୁ ବିଦେଶ ଖବର: 

ହେଭିୱେଟ ନେତା
3m ago
ବିଜେଡି ସରକାର ଉପରେ ବର୍ଷିଲେ ବିଜେପିର ୫ ହେଭିୱେଟ ନେତା
ଭୁବନେଶ୍ୱର: ବିଜେଡି ସରକାର ଉପରେ ବର୍ଷିଲେ ବିଜେପିର ୫ ହେଭିୱେଟ୍ ନେତା । ବିଫଳତା ଗଣିଲେ, କଲେ ବିଷୋଦଗାର । କହିଲେ, ଓଡ଼ିଶାରେ ଷଷ୍ଠ ପାଳି ପରିବର୍ତ୍ତେ ହେବ ସତ୍ତା ପରିବର୍ତ୍ତନ
ELECTION
7m ago
ନିରବ ଓଡ଼ିଶା ସରକାର, ନିର୍ବାଚନ ଅଧିକାରୀଙ୍କ ନୀତି ଉପରେ ଉଠିଲା ପ୍ରଶ୍ନ ?
ଅର୍ଗସ ବ୍ୟୁରୋ: ହାତରେ ଲାଗିଛି ଭୋଟ୍ କାଳି । ତଥାପି ଏଠାରେ ଏମାନଙ୍କୁ ଭୋଟ୍ ଦେବାଲାଗି ମିଳୁଛି ଅନୁମତି। ସାରା ଭାରତରେ ଏପରି ଦୃଶ୍ୟ କେଉଁଠି ବୋଧହୁଏ ଦେଖିବାକୁ ମିଳିବ ନାହିଁ
ଧର୍ମେନ୍ଦ୍ର ପ୍ରଧାନ
11m ago
ରାଜ୍ୟବାସୀଙ୍କ ଆଗରେ ପାଣ୍ଡିଆନଙ୍କ ମିଛ ଧରାଇଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ରାଜ୍ୟବାସୀଙ୍କ ଆଗରେ ପାଣ୍ଡିଆନଙ୍କ ମିଛ ଧରାଇଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶିଶୁ ମୃତ୍ୟୁ ହାରରୁ ନେଇ ମୁଣ୍ଡ ପିଛା ସ୍ବାସ୍ଥ୍ୟ ଖର୍ଚ୍ଚ, ସବୁ କ୍ଷେତ୍ରର