ରାମଲଲାଙ୍କ ଦର୍ଶନ ପାଇଁ ଲମ୍ବା ଧାଡି
by Argus News
Wed, Jan 24 | 3:17 p.m.

ନୂଆଦିଲ୍ଲୀ: ଅଯୋଧ୍ୟାରେ ଶ୍ରୀରାମଙ୍କୁ ଦେଖିବାକୁ ଜନ ସମୁଦ୍ର।  ଦ୍ୱିତୀୟ ଦିନରେ ରାମଲଲାଙ୍କ ଦର୍ଶନ ପାଇଁ ମନ୍ଦିର ବାହାରେ ଭକ୍ତଙ୍କ  ଲମ୍ବା ଧାଡି। ମଙ୍ଗଳ ଆଳତୀ ସହ ପ୍ରଭୁଙ୍କ ଦର୍ଶନ କରିବାକୁ ଭକ୍ତଙ୍କ ଭିଡ।

 ପ୍ରାଣ ପ୍ରତିଷ୍ଠାର ଦିନକ ପରେ ମଙ୍ଗଳବାରେ ମଧ୍ୟ ପ୍ରବଳ ଭିଡ  ଯୋଗୁଁ ବେକାବୁ ହୋଇଥିଲା ଭିଡ ସମ୍ଭାଳିବାରେ। ଏକଥା  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଙ୍କ ନିକଟରେ ପହଞ୍ଚିବା ପରେ ଅଫିସରମାନଙ୍କ ସହ ଏକ  ବୈଠକ ହୋଇଥିଲା। ଏହାପରେ  ନିଷ୍ଦତ୍ତି ହୋଇଥିଲା ମନ୍ଦିରର  ବାହାରେ ଲମ୍ବା ଲାଇନ୍‌ କରାଇ ଦର୍ଶନ କରାଯିବ।  

ଅଧିକ ପଢନ୍ତୁ ରାମକଥା ଖବର 

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍