ଚାଲିଛି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ, ମୁଖ୍ୟ ଯଜମାନ ପ୍ରଧାନମନ୍ତ୍ରୀ 
by Argus News
Mon, Jan 22 | 12:24 p.m.

 ନୂଆଦିଲ୍ଲୀ:  ୫୦୦ ବର୍ଷ ଅପେକ୍ଷାର ଘଟିଲା ଅନ୍ତ।  ଅଯୋଧ୍ୟରେ ବିରାଜମାନ  ପ୍ରଭୁ ରାମଚନ୍ଦ୍ର।     ଗର୍ଭଗୃହରେ  ପ୍ରାଣ ପ୍ରତିଷ୍ଠାର ପୂଜାବିଧି ଆରମ୍ଭ। ମୁଖ୍ୟ ଯଜମାନ ଭାବେ ମୋଦି ।  ଗର୍ଭ ଗୃହରେ ମୋଦିଙ୍କ ସହ ଉପସ୍ଥିତ ଅଛନ୍ତି   ଆରଏସଏସର ମୁଖ୍ୟ ମୋହନ ଭାଗବତ। ସରିବ କାଳ କାଳର ପ୍ରତୀକ୍ଷା। ସାକାର ହେବ କୋଟି କୋଟି ଆଖିର ସ୍ୱପ୍ନ। ଆଜି ଦିନଟି  ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।

 ୮୪ ସେକେଣ୍ଡ ରହିବ ଅଭିଜିତ୍‌ ମୁହୂର୍ତ୍ତ। ଆରମ୍ଭ ହୋଇଯାଇଛି  ପ୍ରାଣ ପ୍ରତିଷ୍ଠାର ବିଧି।  ରଙ୍ଗ ବେରଙ୍ଗ ଫୁଲରେ ଝଲସୁଛି ରାମଲଲାଙ୍କ ଭବ୍ୟ ନିବାସ।  ରାମ ଜନ୍ମଭୂମିର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ କହିବା ଅନୁସାରେ, ୧୨ଟା ୧୫ରୁ ୧୨ଟା ୪୫ ଯାଏଁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା  ଶୁଭ ମୁହୂର୍ତ୍ତ। 
ଅଧିକ ପଢନ୍ତୁ  ରାମକଥା ଖବର 

ମହଙ୍ଗା
2m ago
ମହଙ୍ଗା ପଡିଲା ବିନା ହେଲମେଟରେ ରିଲ୍‌ସ
ଅର୍ଗସ ବ୍ୟୁରୋ: ମହଙ୍ଗା ପଡିଲା ବିନା ହେଲମେଟରେ ରିଲ୍‌ସ । ସଡକ ସୁରକ୍ଷା ନିୟମର ଉଲ୍ଲଂଘନ । ଜବତ ହେଲା ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀଙ୍କ ଗାଡି । ରାନୀ ପ୍ରିୟଦର୍ଶିନୀଙ୍
ବଜେଟ
46m ago
ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ
ଅର୍ଗସ ବ୍ୟୁରୋ: କାଲିଠୁ ବିଧାନସଭା ଶୀତ ଅଧିବେଶନ। ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହରେ ଆଣିବେ ବଜେଟ। ଗୃହ ସୁରୁଖୁରରେ ଚାଲିବା ନେଇ ହେବ ଆଲୋଚନା
ମୁଖ୍ୟମନ୍ତ୍ରୀ
58m ago
ଆଜି କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଆଜି କେନ୍ଦୁଝର ଆସିବେ ମୁଖ୍ୟମନ୍ତ୍ରୀ । ଭାରତୀୟ ଜନତା ପାର୍ଟି ନଗର ମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ ଶତପଥୀଙ୍କ ଦେହାନ୍ତରେ ତାଙ୍କ ଶେଷ ଦର୍ଶନରେ ସାମିଲ ହେବ
NCC CADETS
ଆସନ୍ତା ୫ ବର୍ଷରେ ରାଜ୍ୟରେ ସୃଷ୍ଟି ହେବେ ୧ ଲକ୍ଷ ଏନସିସି କ୍ୟାଡେଟ
ଅର୍ଗସ ବ୍ୟୁରୋ: ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟରେ ସୃଷ୍ଟି ହେବେ ୧ ଲକ୍ଷ ଏନସିସି କ୍ୟାଡେଟ। ଦେଶକୁ ଅଧିକ ମାତ୍ରାରେ ଏନସିସି କ୍ୟାଡେଟ ଯୋଗେଇବ ଓଡ଼ିଶା। ଏ ନେ
POLICE
ବାଂଲାଦେଶ ନାବାଳିକା ଉଦ୍ଧାର, ଦଲାଲ ସ୍ୱାମୀ, ସ୍ତ୍ରୀକୁ ଗିରଫ କଲା ପୋଲିସ
ଅର୍ଗସ ବ୍ୟୁରୋ: କଟକରୁ ବାଂଲାଦେଶ ନାବାଳିକା ଉଦ୍ଧାର ଘଟଣା । କଟକ ସଦର ଥାନା ଅଞ୍ଚଳରୁ ଦଲାଲ ସ୍ବାମୀ, ସ୍ତ୍ରୀକୁ ଗିରଫ କରିଛି ମଧୁପାଟଣା ଥାନା ପୋଲିସ । ଗିରଫ ଦମ୍ପତିଙ୍କ