ପ୍ରାଣ ପ୍ରତିଷ୍ଠାରେ ମୁଖ୍ୟ ଯଜମାନ ପ୍ରଧାନମନ୍ତ୍ରୀ 
by Argus News
Mon, Jan 22 | 8:43 a.m.

ନୂଆଦିଲ୍ଲୀ: ଭଗବାନ ଶ୍ରୀରାମ ନଗରୀ ଆଜି ଦୁହ୍ଲନ ପରି ସଜେଇ ହୋଇଛି। କାହିଁକି ନା ପ୍ରଭୁ ରାମ ଆସୁଛନ୍ତି। ରାମ ମନ୍ଦିରର ଉଦଘାଟନ ଏବଂ  ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା  ସହ ସାଧୁ-ସନ୍ଥ ଙ୍କ ଦୀର୍ଘ ୫୦୦ ବର୍ଷର ଅପେକ୍ଷା ଶେଷ ହେବ ।  ପ୍ରଧାନମନ୍ତ୍ରୀ ମୋଦି ଆଜି ରାମ ମନ୍ଦିରର ଉଦଘାଟନ କରିବେ। ମୁଖ୍ୟ ଯଜମାନର ଦାୟିତ୍ୱ ନେବେ ମୋଦି।  

ଅଧିକ ପଢନ୍ତୁ : ୫୦୦ ବର୍ଷ ଅପେକ୍ଷାର ଅନ୍ତ, ବିରାଜିବେ ରାମଲଲା

୧୨ଟା  3୦ ମିନିଟ୍‌  ୩୨ ସେକେଣ୍ଡରୁ ଆରମ୍ଭ ହେବ ପ୍ରାଣ ପ୍ରତିଷ୍ଠା। ୧୧ ଦିନ ହେବ ଉପବାସରେ ଅଛନ୍ତି ପ୍ରଧାନମନ୍ତ୍ରୀ । ଆଜି ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା ପରେ ମୋଦିଙ୍କ ସଂକଳ୍ପ ପୁରା ହେବ। 

ଅଧିକ ପଢନ୍ତୁ ରାମକଥା ଖବର 
 

IRAN PRESIDENT
16m ago
ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ: ପରଲୋକରେ ଇରାନ ରାଷ୍ଟ୍ରପତି । ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ହୋଇଥିବା ସୂଚନା। ତାଙ୍କ ସହ ବୈଦେଶିକ ମନ୍ତ୍ରୀ ମଧ୍
MODI
46m ago
ମୋଦିଙ୍କ ରୋଡ଼ ସୋ' : ସାମିଲ ହେଲେ ହଜାର ହଜାର ଲୋକେ
ଅର୍ଗସ ବ୍ୟୁରୋ : ଚାଲିଛି ମୋଦିଙ୍କ ରୋଡ଼ ସୋ' । ଶ୍ରୀଜଉଙ୍କ ଦର୍ଶନ ପରେ ବଡ଼ଦାଣ୍ଡରୁ ଆରମ୍ଭ କରିଛନ୍ତି ରୋଡ ସୋ' । ଏହି ରୋଡ଼ ସୋ'ରେ ଦେଖିବାକୁ ମିଳୁଛି ଲୋକଙ୍କ
MODI
ପୁରୀ ବଡ଼ଦାଣ୍ଡରେ ମୋଦି, ଆରମ୍ଭ ହେଲା ରୋଡ଼ ସୋ'
ଅର୍ଗସ ବ୍ୟୁରୋ : ମହାପ୍ରଭୁଙ୍କ ଦର୍ଶନପରେ ରୋଡ଼ ସୋ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସକାଳୁ ସକାଳୁ ସକାଳୁ ଭୁବନେଶ୍ବର ରାଜଭବନରୁ ବାହାରି ପୁରୀ ପହଞ୍ଚିଥିଲେ ମୋଦି । ପୁରୀରେ ପହଞ୍ଚ