ବାଂଲାଦେଶ  ବିପକ୍ଷ ଟେଷ୍ଟ ୩୭୬ ରନରେ ଅଟକିଲା ରୋହିତ ସେନା,ଅଶ୍ବିନଙ୍କ ଶତକ 
by Argus News
Fri, Sep 20 | 11:40 a.m.

ଅର୍ଗସ ବ୍ୟୁରୋ:ଚେନ୍ନାଇରେ ଖେଳାଯାଉଥିବା ବାଂଲାଦେଶ ବିପକ୍ଷ ଟେଷ୍ଟରେ ପ୍ରଥମ ଦିନରେ ଜୟସ୍ୱାଲଙ୍କୁ ଛାଡି ଦେଲେ ଅନ୍ୟ ଟପ୍ ଅର୍ଡର ଫେଲ୍ ମାରିଥିଲେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ୬,ଗିଲ୍ ଖାତା ଖୋଲିନପାରି ପ୍ୟାଭିଲିୟନକୁ ଫେରିଥିଲେ,ପନ୍ତ ୩୯ଏବଂ ଜୟସ୍ୱାଲ ୫୬ ରନ୍ କରି ବାଂଲାଦେଶ ବୋଲଂରଙ୍କ ସହ ଲଢେଇ କରିଥିଲେ,ପରେ ଜାଡେଜା ଅଶ୍ବିନ ଭାରତର ସମ୍ମାନ ରଖିଥିଲେ ଦ୍ବିତୀୟ ଦିନ ୨ୟ ଦିନରେ ଅଶ୍ବିନଙ୍କ ୧୩୩ ବଲରୁ ୧୧୩ ରନ୍ ,୧୧ ଚୌକା,୨ ଛକା ଜବରଦସ୍ତ ପାରି,ଆଉ ତା ସାଙ୍ଗକୁ ଜାଡେଜାଙ୍କ ୧୨୪ ବଲରୁ ୮୬ ରନ୍ ,୧୦ ଚୌକା,୨ ଛକା ମାରିଥିଲେ,ପରେ ପରେ  ପ୍ୟାଭିଲିୟନକୁ ଫେରିଥିଲେ ।ସପ୍ତମ ୱିକେଟ୍ ପାଇଁ ୧୯୫ ରନର ଭାଗିଦାରୀ କରିଥିଲେ ଅଶ୍ବିନ-ଜାଡେଜା ଯୋଡ।ଯାହା ବାଂଲାଦେଶ ବିପକ୍ଷରେ ଶ୍ରେଷ୍ଠ ଭାଗିଦାରି। ଭାରତର ୯୧.୨ ଓଭରରେ ସମସ୍ତ ୱିକେଟ ହରାଇ ୩୭୬ ରନ୍ କରିଥିଲା। ଅଶ୍ବିନଙ୍କ ୧୧୩, ଜାଡେଜାଙ୍କ ୮୬, ଜୟସ୍ୱାଲ ୫୬, ପନ୍ତ ୩୯ ରନ୍ କରିଥିଲେ। ବାଂଲାଦେଶ ପକ୍ଷରୁ ହାସନ ମହମୁଦ ସର୍ବାଧିକ ୫ଟି ୱିକେଟ୍ ନେଇଥିଲେ। ସୂଚନା ଅନୁସାରେ ଖବର ଲେଖା ହେବା ସୁଦ୍ଧା ବାଂଲାଦେଶ ୯ ଓଭରରେ ୩ ୱିକେଟ୍ ହରାଇ ୨୬ ରନ୍ ସଂଗ୍ରହ କରିଥିଲା

ପରିବା
1m ago
ଏହି ପରିବା ସିଝାଇବାପରେ ଦୁଇଗୁଣା ପୁଷ୍ଟିକର ହୋଇଯାଇଥାଏ
ଅର୍ଗସ ବ୍ୟୁରୋ: କୁହାଯାଏକି ପନିପରିବା ଓ ଫଳ କଞ୍ଚା ଖାଇଲେ ଶରୀରରକୁ ଦୁଇଗୁଣା ପୁଷ୍ଟିକର ଓ ପୋଷକ ତ୍ତତ୍ଵ ମିଳିଥାଏ । ପନିପରିବା କଞ୍ଚା ବା ସିଝାଇକି ଖାଇବା ଠିକ୍ କି ଭୁଲ ସେ ନେ
ଛବିରାଣୀ
2m ago
ଛବିରାଣୀର ଛାତିଥରା କାହାଣୀ
ଅର୍ଗସ ବ୍ୟୁରୋ : ଘନ ଅନ୍ଧାର ରାତି....ପୁଅ ସହିତ ସ୍ଵାମୀ ଥିଲା । ବିଲୁଆ ଖାଇ ନଈର ସୁଁ ସୁଁ ପବନର ବାଟ କାଟି ଜୀବନ ବଂଚାଇବାକୁ ଧାଉଁଥାଆନ୍ତି ଛବିରାଣୀ । ଆଖିରେ ଆଖିଏ ସ୍ଵପ୍ନ ଥିଲା
ଟେଷ୍ଟ
ସଚିନ-ଜାହିରଙ୍କ ୨୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ଅଶ୍ଵିନ-ଜାଡ଼େଜା
ଅର୍ଗସ ବ୍ୟୁରୋ:ରେକର୍ଡ କଲେ ହୃଦୟ ଜିତିଲେ ରବି ଯୋଡି, ଟେଷ୍ଟରେ କମବ୍ୟାକ କଲା ଟିମ୍ ଇଣ୍ଡିଆ,ଭାଙ୍ଗିଲେ ସଚିନ-ଜାହିରଙ୍କ ୨୦ ବର୍ଷର ପୁରୁଣା ରେକର୍ଡ,ଚେନ୍ନାଇରେ ଧମାଲ୍ କଲେ ଟିମ୍ ଇଣ୍ଡିଆ