ମହଙ୍ଗା ପଡିଲା ଷ୍ଟଣ୍ଟ, ଧରିଲା ପୋଲିସ
by Argus News
Fri, Mar 15 | 8:00 p.m.

ଅର୍ଗସ ବ୍ୟୁରୋ: ରାଜପଥରେ ବିପଦଜ୍ଜନକ ଷ୍ଟଣ୍ଟ କରି ଚର୍ଚ୍ଚାରେ ଜଣେ ବ୍ୟକ୍ତି। ଯାହାଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ବ୍ୟକ୍ତି ଜଣଙ୍କ ଏକ ସ୍କୁଟର ଧରି ରାସ୍ତାରେ ଯାଉଛନ୍ତି। ନା ତାଙ୍କ ମୁଣ୍ଡରେ ହେଲମେଟ୍‌ ଅଛି ନା ସେ ବ୍ୟକ୍ତି ଜଣଙ୍କ ଧିରେ ଗାଡି ଚଳାଉଛନ୍ତି। ବ୍ୟକ୍ତି ଜଣଙ୍କ ଷ୍ଟଣ୍ଟ କରିବା ନିଶାରେ ଗାଡି ଏଭଳି ଭାବରେ ଚଲାଉଛନ୍ତି ଯେ, ଯାହାକୁ ଦେଖିଲେ ଆପଣ ଡରିଯିବେ।

ବେଙ୍ଗାଲୁରୁର ଏକ ଜାତୀୟ ରାଜପଥରେ ଏହି ବ୍ୟକ୍ତି ବିପଜ୍ଜନକ ଷ୍ଟଣ୍ଟ ପ୍ରଦର୍ଶନ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା ସହ ଏହି ଘଟଣାରେ  ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 21 ସେକେଣ୍ଡ୍ କ୍ଲିପ୍ ରେ ଜଣେ ବ୍ୟକ୍ତି ତାଙ୍କର ଦୁଇ ଚକିଆ ଯାନରେ  ଏବଂ ଅନ୍ୟ ଦୁଇଜଣ ଗାଡି ଚଳାଉଥିବା ସମୟରେ ସମାନ ରେକର୍ଡିଂ କରୁଥିବା ଦେଖାଯାଇଛି | ଷ୍ଟଣ୍ଟ କରୁଥିବା ବ୍ୟକ୍ତି ନମ୍ବର ପ୍ଲେଟ ବିନା ଗାଡିରେ ଯାଉଥିଲେ। ତେବେ ଆଜିର ଯୁବପୀଢ଼ି ସୋସିଆଲ ମିଡିଆରେ ଫଲୋଅର୍ସ ପାଇଁ ଏଭଳି କରୁଥିବା ଦାବି ହେଉଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

ଭଣ୍ଡାରିପୋଖରୀରେ
2m ago
ଭଣ୍ଡାରିପୋଖରୀରେ ତ୍ରିମୁଖୀ ଲଢ଼େଇ: କିଏ ମାରିବ ବାଜି..... କାହାକୁ ବାଛିବେ ଭୋଟର
ଅର୍ଗସ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତିକି ସରଗରମ ହେଉଛି । ହାତରେ ଆଉ ଦିନ କେଇଟା ବାକି ଥିବା ବେଳେ, ପ୍ରଚାରକୁ ଜୋରଦାର କରୁଛନ୍ତି ୩ ପ୍ରମୁଖ ଦଳ
TRAIN
10m ago
ଟ୍ରେନ୍ ବୁକିଂରେ ବଡ ରିହାତି
ଅର୍ଗସ ବ୍ୟୁରୋ: ଯଦି ଆପଣ ଏହି ଖରା ସମୟରେ କୌଣସି ସ୍ଥାନକୁ ଯାତ୍ରା କରିବାକୁ ଯୋଜନା କରୁଛନ୍ତି ତେବେ ପେଟିଏମ୍ ଆପଣଙ୍କୁ ଛୁଟି ଦେବାର ଦାୟିତ୍ଵ ନେଉଛି । ପେଟିଏମ୍ 'ଟ୍ରାଭେଲ
DHARMENDRA PRADHAN
13m ago
ପର ଘର ତିଅଣରେ ଅତିଥି ସତ୍କାର କରିବାରେ ମୁଖ୍ୟମନ୍ତ୍ରୀ ସିଦ୍ଧହସ୍ତ : କେନ୍ଦ୍ରମନ୍ତ୍ରୀ
ଅର୍ଗସ ବ୍ୟୁରୋ : ପର ଘର ତିଅଣରେ ଅତିଥି ସତ୍କାର କରିବାରେ ମୁଖ୍ୟମନ୍ତ୍ରୀ ସିଦ୍ଧହସ୍ତ । ନରେନ୍ଦ୍ର ମୋଦୀଙ୍କ ସରକାର ଏସଏଚଜି ଭଉଣୀଙ୍କ ପାଇଁ ବ୍ୟାଙ୍କରୁ ଋଣ ଦେବାର ବ୍ୟବସ୍ଥା କଲେ । ଗରି