ପୁଣି ବଡ଼ ଦୁର୍ଘଟଣା, ଅଳ୍ପକେ ବଞ୍ଚିଲେ ୨୦ ଯାତ୍ରୀ
by Argus News
Tue, Apr 16 | 8:18 p.m.

ଅର୍ଗସ ବ୍ୟୁରୋ : ପୁଣି ଘଟିଲା ବଡ଼ ଦୁର୍ଘଟଣା । ଅଳ୍ପକେ ବଞ୍ଚିଲେ ଲୋକେ । ଗଞ୍ଜାମ ଦିଗପହଣ୍ଡି ବାଙ୍କେଶ୍ବରୀ ଘାଟୀରେ ଓଲଟିଲା ପିକଅପ ଭ୍ୟାନ । ପିକଅପ ଓଲଟି ୨୦ରୁ  ଉର୍ଦ୍ଧ୍ଵ ଆହତ । ଶେରଗଡ଼ ନିକଟସ୍ଥ କରଡ଼ାକଣାରୁ ବାଙ୍କେଶ୍ୱରୀକୁ ଆସି ଫେରୁଥିବା ବେଳେ ଘାଟିରୁ ଓଲ୍ହାଉଥିବା ବେଳେ ଘଟିଲା ଦୁର୍ଘଟଣା । ସମସ୍ତ ଆହତ ମାନଙ୍କୁ ଦିଗପହଣ୍ଡି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଉଛି ।

PM
ମୁଁ ଏହି କୁନି ପିଲା ଦୁଇଜଣଙ୍କ ବଡ଼ ପ୍ରଶଂସକ ପାଲଟି ଯାଇଛି : ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : ପୁଣି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ । ସବୁବେଳେ ଚର୍ଚ୍ଚା ରହି ଆସିଛନ୍ତି ଆମ ପ୍ରଧାନମନ୍ତ୍ରୀ । ଆମେ ଆଜି କୋହୁଛି କୁନି ପ୍ରଧାନମନ୍ତ୍ରୀଙ୍କ କଥା । ଆଉ ଏହି କୁନ
MODI
ଆଜି ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ମୋଦିଙ୍କ ମାରାଥନ ପ୍ରଚାର
ଅର୍ଗସ ବ୍ୟୁରୋ : ଉତ୍ତର ପ୍ରଦେଶର ମୋଦିଙ୍କ ମାରାଥନ ପ୍ରଚାର । ଆଜି ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ନିର୍ବାଚନୀ ଜନସଭାରୁ ବିରୋଧୀ ସମାଜବାଦୀ ପାର୍ଟି ସମେତ ଇଣ୍ଡି ମେଣ୍
AMIT SHAH
'ଓଡ଼ିଶାରେ ଚାଲିଛି ଠେଲା ସରକାର '
ଅର୍ଗସ ବ୍ୟୁରୋ : ଓଡ଼ିଶା ଆସିଲେ, ନବୀନଙ୍କ ଉପରେ ବର୍ଷିଲେ । କେନ୍ଦ୍ରୀୟ ଯୋଜନାର ହିସାବ ଦେଲେ, ରାଜ୍ୟର ପାରିବାପଣିଆ ଦେଖାଇଦେଲେ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିବା ପର