ବିଜେପି ଘୋଷଣା କଲା ନିର୍ବାଚନ ପ୍ରଭାରୀ 
by Argus News
Sat, Jan 27 | 1:49 p.m.

 ଭୁବନେଶ୍ୱର/ନୂଆଦିଲ୍ଲୀ: ବିଜେପି ଘୋଷଣା କଲା ନିର୍ବାଚନ ପ୍ରଭାରୀ।   ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଘୋଷଣା। ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପିର ପ୍ରଭାରୀ ଦାୟିତ୍ୱ ବଣ୍ଟନ।   
ବିଜୟପାଲ ସିଂ ତୋମାରଙ୍କୁ ଓଡ଼ିଶା ଦାୟିତ୍ୱ ।  ଲତା ଉସେଣ୍ଡିଙ୍କୁ ସହ ପ୍ରଭାରୀ ଦାୟିତ୍ୱ। ବୈଜୟନ୍ତଙ୍କ ଉତ୍ତରପ୍ରଦେଶର ଗୁରୁ ଦାୟିତ୍ୱ। 

2019 ରେ ୟୁପି  ପ୍ରଭାରୀ ଥିଲେ ଏବେର ସଭାପତି  ଜେପି ନଡ୍ଡା।  କେରଳ ଦାୟିତ୍ୱ ପ୍ରକାଶ ଜାଭଡେକରଙ୍କୁ ଦିଆଗଲା । ସେହିପରି ପଞ୍ଜାବର ଦାୟିତ୍ୱ ବିଜୟ ରୂପାଣୀ ଓ ନରିନ୍ଦର ସିଂଙ୍କୁ ଦିଆଯାଇଛି।  ବିହାର ର ଦାୟିତ୍ୱ ବିନୋଦ ତାଓ୍ୱଡେ ଏବଂ ଦୀପକ ପ୍ରକାଶଙ୍କୁ ଦିଆଯାଇଛି। ପଶ୍ଚିମବଙ୍ଗର ଦାୟିତ୍ୱ ମଙ୍ଗଲ ପାଣ୍ଡେ, ଅମିତ ମାଲବ୍ୟ, ଆଶା ଲକଡାଙ୍କୁ ଦିଆଯାଇଛି। 

ଅଧିକ ପଢନ୍ତୁ ଭାରତ ଖବର 

RAHUL
ବଲାଙ୍ଗିର ଜନସଭାରେ ଯୋଗ ଦେବେ ରାହୁଲ
ଅର୍ଗସ ବ୍ୟୁରୋ: ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧି। ମେ’ ୧୫ ରେ ବଲାଙ୍ଗିର ଜନସଭାରେ ଯୋଗ ଦେଇ ରାହୁଲ ସମ୍ବୋଧନ କରିବେ ଓ ସେଠାରୁ ବାଇକ ରାଲି ସହ ସବୁଠି ପ୍ରଚାର କର
NAVEEN PATNAIK
ନବୀନଙ୍କୁ ଫଶାଇଦେଲା ଭାରତ ରତ୍ନ ପ୍ରସଙ୍ଗ !
ଅର୍ଗସ ବ୍ୟୁରୋ : ସ୍ଵାର୍ଥପରର ସୀମାପାର କଲେଣି ମୁଖ୍ୟମନ୍ତ୍ରୀ । ଓଡ଼ିଶା ପାଇଁ ବିଜୁ ବାବୁଙ୍କ ଅନେକ ଅବଦାନ ଅଛି ଆମେ ଜମାରୁ ଅସ୍ଵୀକାର କରୁନୁ । ହେଲେ ରାଜ୍ୟରେ ଶହଶହ ବରପୁତ୍ର ଅଛନ୍ତି
PURI
ରତ୍ନଭଣ୍ଡାର ଚାବି ହଜାଇଛି କିଏ ?
ଅର୍ଗସ ବ୍ୟୁରୋ: ନବୀନ ବାବୁ କହିଲେ ଓଡ଼ିଆଙ୍କ ପାଇଁ ଚିନ୍ତା କରନ୍ତିନି ମୋଦି । ହେଲେ ପ୍ରକୃତରେ ଓଡ଼ିଆଙ୍କ ଲାଗି ଚିନ୍ତା କରନ୍ତି କିଏ ? ସେନେଇ ଗୋଟି ଗୋଟି ଗୁମର ଖୋଲିଦେଲେ ଧର୍ମେନ୍ଦ୍ର