ମେୟର ଲଢ଼େଇରେ ବାଜି ମାରିଲା ବିଜେପି
by Argus News
Wed, Jan 31 | 9:23 a.m.

ଅର୍ଗସ ବ୍ୟୁରୋ: ଚଣ୍ଡୀଗଡ଼ରେ ବିଜେପିର ବଡ଼ ବିଜୟ । ପ୍ରଥମ ଲଢ଼େଇରେ ଚିତପଟାଙ୍ଗ ଇଣ୍ଡି ଆଲାଏନ୍ସ । ଚଣ୍ଡୀଗଡ଼ ମେୟର ନିର୍ବାଚନ ବିଜେପି ଓ ଇଣ୍ଡି ଆଲାଏନ୍ସ ମଧ୍ୟରେ ପ୍ରଥମ ଲଢ଼େଇ ହୋଇଥିବା ବେଳେ ଏଥିରେ ବାଜି ମାରିଛି ବିଜେପି । ବିଜୟ ସହ ବିଜେପିର ମନୋଜ ସୋନକର ଚଣ୍ଡୀଗଡ଼ର ନୂତନ ମେୟର ହୋଇଛନ୍ତି ।

ଗତ କିଛି ବର୍ଷ ହେବ ଏଠାରେ ବିଜେପି ବିଜୟୀ ହେଉଥିବା ବେଳେ ଚଳିତ ଥର ବିଜେପିକକୁ ଚେକ୍‌ ଦେବାକୁ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ଏକ ମିଳିତ ମଞ୍ଚ ଗଠନ କରିଥିଲେ । କିନ୍ତୁ ଇଣ୍ଡି ଆଲାଏନ୍ସ ମେଣ୍ଟକୁ ପରାସ୍ତ କରି ମେୟର ହୋଇଛନ୍ତି ବିଜେପି ପ୍ରାର୍ଥୀ ମନୋଜ ସୋନକର।

ଅଧିକ ପଢ଼ନ୍ତୁ ଭାରତ ଖବର 
 

ELECTIONS
1m ago
ଆଜି ରେଢ଼ାଖୋଲ, ପାଟଣା ଓ ଖୋର୍ଦ୍ଧାରେ ଜନସଭା କରିବେ ରାଜନାଥ ସିଂ
ଅର୍ଗସ ବ୍ୟୁରୋ: ଓଡ଼ିଶା ଗସ୍ତରେ ବିଜେପିର ତୁଙ୍ଗ ନେତା । ଆଜି ରେଢ଼ାଖୋଲ, ପାଟଣା ଓ ଖୋର୍ଦ୍ଧାରେ ଜନସଭା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରେଢାଖୋଲ ସଭାରେ ସାଙ୍ଗରେ ରହିବ
FIFTH PHASE
28m ago
ରାତି ପାହିଲେ ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ
ଅର୍ଗସ ବ୍ୟୁରୋ: ରାତି ପାହିଲେ ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ । ଶନିବାରଠୁ ଶେଷ ହୋଇଛି ପଞ୍ଚମ ପର୍ଯ୍ୟାୟ ପାଇଁ ପ୍ରଚାର । 2024 ସାଧାରଣ ନିର୍ବାଚନର 4ଟି ପର୍ଯ୍ୟା
ILLEGAL MINING
ବେଆଇନ୍ ଖଣି ଉତ୍ତୋଳନ ନେଲା ୩ ଶ୍ରମିକଙ୍କ ଜୀବନ
ଅର୍ଗସ ବ୍ୟୁରୋ: ୩ ପରିବାରର ଖଣି ଲୁଟର ଶିକାର ଗରିବ ଶ୍ରମିକ । ଡଙ୍କାରୀରେ ବେଆଇନ୍ ଖଣି ଉତ୍ତୋଳନ ନେଲା 3 ଶ୍ରମିକଙ୍କ ଜୀବନ । 3 ଦିନ ପୂର୍ବରୁ ଜଣେ ଶ୍ରମିକଙ୍କ ମୃତ୍ୟ