ମଦୁଆ ବରକୁ ଦେଖି କନ୍ୟା ନେଲା ଏପରି ନିଷ୍ପତ୍ତି...
by Argus News
Thu, Apr 25 | 12:15 p.m.

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରୁ ଏକ ଅଜିବଗରିବ ଖବର ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର  ସିହୋରରେ  ବରଯାତ୍ରୀ ସହିତ ବର  ଫେରିଯିବା ଘଟଣା  ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାମୁତାବକ,  ବରଯାତ୍ରୀଙ୍କ ସହ  ବର ମଦ ପିଇ ଚୁର୍‌ ଥିଲେ।  ଏପରି ଅବସ୍ଥାରେ ଆସି ପହଞ୍ଚିଥିଲେ ଝିଅ ଘରେ। ମଦ୍ୟପାନ କରିଥିବା  ବର ଏବଂ ବରଯାତ୍ରୀ ଝିଅ ପକ୍ଷର ଲୋକଙ୍କ ସହ ଅଭଦ୍ରାମୀ କରିବା ସହ ମାରପିଟ୍‌  ମଧ୍ୟ କରିଥିଲେ। ଏବଂ ଯୌତୁକରେ  କାର୍‌ ସହିତ  ୫ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ ବର ପକ୍ଷ ।

ବାହା ହେବାକୁ ଯାଉଥିବା  କନ୍ୟା ଜଣଙ୍କ  ଏ ସମସ୍ତ ଘଟଣା ଦେଖିବାପରେ ସାହାସର ସହ  ମଦୁଆ ବରକୁ ବିବାହ କରିବାକୁ ସିଧା ସିଧା ମନା କରିଦେଇଥିଲା।  ଏହାପରେ ବର ଏବଂ ବରଯାତ୍ରୀଙ୍କୁ  ଖାଲି ହାତରେ ଫେରିବାକୁ ପଡିଥିଲା।  ଶିଶୁପାଳ ହୋଇ ବର ଫେରିଯିବା ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଚାଲିଥିବା ବେଳେ  ଅନ୍ୟପଟେ  କନ୍ୟାର ସାହାସକୁ ଖୁବ୍‌ ପ୍ରଂଶସା କରାଯାଉଛି। 

ଅଧିକ ପଢନ୍ତୁ ଭାରତ ଖବର 

ଛତିଶଗଡ଼
8m ago
ଛତିଶଗଡ଼ ସୁକମାରେ ଏନକାଉଣ୍ଟର , ଜଣେ ମାଓବାଦୀ ମୃତ
ମାଲକାନଗିରି : ଛତିଶଗଡ଼ ସୁକମାରେ ଏନକାଉଣ୍ଟର । ବଡ଼ଧରଣର ମାଓ ଶିବିର ଉପରେ DRG ଯବାନଙ୍କ ଚଢ଼ଉ । ଟେଟରାଇ ତେଲନାଇ ଜଙ୍ଗଲରେ ଚାଲିଥିଲା ମାଓ ଶିବିର । ଶୁକମାରେ DRG ଯବାନ
ରାସ୍ତାରୋକ
25m ago
ପାଣି ପାଇଁ ଦୁଇଟି ଜାଗାରେ ରାସ୍ତାରୋକ
ବାଲେଶ୍ୱର: ପାଣି ପାଇଁ ରାସ୍ତାରୋକ । ନୀଳଗିରି ବ୍ଲକ ଭଉଁରୀଆବାଡ଼ ପଞ୍ଚାୟତର ତେନ୍ତୁଳାପଡା ଗାଁରେ ପାନୀୟ ଜଳ ସଙ୍କଟ । ସ୍ବଚ୍ଛ ପାଣି ନମିଳିବାରୁ ବାଧ୍ୟ ହୋଇ ଗାଁ ଲୋକ ଗରା, ବାଲ୍ଟ
ତାତି
ରାଜ୍ୟରେ ବଢୁଛି ତାତି , ୬ ରାଜ୍ୟ ପାଇଁ ହିଟ୍ ୱେଭ ଜାରି
ଅର୍ଗସ ବ୍ୟୁରୋ : ଆଜି ବି ଅସହ୍ୟ ତାତି ଅନୁଭୁତ ହେବ । ସକାଳ 8.30 ସୁଦ୍ଧା ଭୁବନେଶ୍ବରେ ପାରଦ 34.6 ରେକର୍ଡ କରାଯାଇଛି । ଗତ 3 ଦିନ ହେବେ ରାଜ୍ୟରେ ବଢିଛି ତାପମାତ୍ରା । ସକାଳ ସାଢ