୬ଟି ବୁଲେଟ ଆକ୍ରମଣକୁ ପ୍ରତିହତ କରିପାରିବ ଏହି ଜ୍ୟାକେଟ୍
by Argus News
Wed, Apr 24 | 10:52 a.m.

ଅର୍ଗସ ବ୍ୟୁରୋ : ସେନା ପାଇଁ ଆସିଲା ହାଲୁକା ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ । ଡିଆରଡିଓ ପକ୍ଷରୁ ସବୁଠାରୁ ହାଲୁକା ବୁଲେଟପ୍ରୁଫ୍ ଜ୍ୟାକେଟ ପ୍ରସ୍ତୁତ କରାଯାଇଛି । ଏହା ଶତ୍ରୁର ବୁଲେଟ୍ ଆକ୍ରମଣକୁ ପ୍ରତିହତ କରିପାରିବ । ଏହି ଅତ୍ୟାଧୁନିକ ବୁଲେଟପ୍ରୁଫ୍ ଜ୍ୟାକେଟକୁ କାନପୁରର ଡିଫେନ୍ସ ମ୍ୟାଟେରିଆଲସ ଏଣ୍ଡ ଷ୍ଟୋରସ ରିସର୍ଚ୍ଚ ଏଣ୍ଟ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ ପକ୍ଷରୁ ପ୍ରସ୍ତୁତ କରାଯାଇଛି ।

ଅଧିକ ପଢନ୍ତୁ ଭାରତ ଖବର 

ଚଣ୍ଡିଗଡର ଟର୍ମିନାଲ ବାଲିଷ୍ଟିକସ ରିସର୍ଚ୍ଚ ଲାବରୋଟରିରେ ଏହାର ପରୀକ୍ଷା କରାଯାଇଛି । ଏହି ହାଲୁକା ବୁଲେଟପ୍ରୁଫ୍ ଜ୍ୟାକେଟ ୬ଟି ବୁଲେଟକୁ ପ୍ରତିହତ କରିପାରିବ । ଏହାର ସାମ୍ନା ହାର୍ଡ ଆର୍ମର ପ୍ୟାନେଲରେ ମୋନୋଲିଥିକ୍ ସେରାମିକ ପ୍ଲେଟ୍‍ ରହିଛି । ଏହି ବୁଲେଟପ୍ରୁଫ୍ ଜ୍ୟାକେଟ ପିନ୍ଧିବାକୁ ଆରାମଦାୟକ ସହ ହାଲୁକା ରହିଛି । 

IPL-2024
3m ago
ରୋମାଞ୍ଚକର ସ୍ଥିତିରେ IPL-2024, ପ୍ଲେଅଫ୍‌ରେ ଆର୍‌ସିବି
ଅର୍ଗସ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ IPL-2024 । ପ୍ଲେଅଫ୍‌ରେ ଆର୍‌ସିବି । ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପଛକୁ ହଟାଇ ଅପ୍ରତ୍ୟାଶିତ ଭାବେ ପ୍ଲେଅଫ୍ ଯୋଗ୍ୟତା ଅର୍ଜ
SAMEER RANJAN DAS
7m ago
ବିଜେଡି ଛାଡ଼ିଲେ ସମୀର ରଞ୍ଜନ ଦାସ
ଅର୍ଗସ ବ୍ୟୁରୋ: ସମୀର ରଞ୍ଜନ ଦାସ ଛାଡ଼ିଲେ ବିଜେଡି। ନିମାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାସ। ମୁଖ୍ୟମନ୍ତ୍ରୀଙ୍କୁ ପଠାଇଲେ ଇସ୍ତଫା ପତ୍ର। ଟିକେଟ କଟିଥିବାରୁ ଅସନ୍ତୁଷ୍
PRIME MINISTER
14m ago
ଆଜି ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ପୁଣି ମୋଦି ଧମାକା । ଆଜି ସଂଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । 20 ତାରିଖ ସକାଳ 8ଟାରେ ପୁରୀରେ ରୋଡ଼ ସୋ ସହ ଅନୁଗୁଳ ଓ କଟକରେ ପ୍ରଧାନମନ୍ତ୍ରୀଙ୍