ମୋଦିଙ୍କ ପାଇଁ ବିଦେଶରେ ପ୍ରଚାର
by Argus News
Mon, Apr 29 | 10:27 a.m.

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ବିଦେଶରେ ପ୍ରଚାର । ମୋଦିଙ୍କ ସମର୍ଥନରେ ବାହାରିଛନ୍ତି ଶହଶହ ପ୍ରବାସୀ । ହାତରେ ବିଜେପି ପତାକା ଧରି ମୋଦିଙ୍କ ପ୍ରଚାର ପାଇଁ ଏକାଠି ହୋଇଛନ୍ତି । ମୋଦିଙ୍କ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିବା ପାଇଁ କେବଳ ଦେଶ ନୁହେଁ, ବାହାର ଦେଶରେ ମଧ୍ୟ ସମର୍ଥନ କରିଥିବା ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ : ମୋଦିଙ୍କ ବଡ଼ ବୟାନ, ସଙ୍କଟରେ ଓଡ଼ିଆ ଭାଷା, ଅସ୍ମିତା ଓ ସ୍ୱାଭିମାନ

ମୋଦିଙ୍କ ପ୍ରଚାର ପାଇଁ ଲଣ୍ଡନରେ ପ୍ରବାସୀ ଭାରତୀୟ ମାନେ ଏକାଠି ହୋଇଛନ୍ତି । ମୋଦିଙ୍କ ପୁଣିଥରେ ଜିତାଇବା ପାଇଁ ଆହ୍ବାନ ଦେଇଛନ୍ତି । ମୋଦିଙ୍କ ବିକାଶରେ ଭାରତ ତ୍ବରାନ୍ବିତ ହୋଇଛି। ବିକାଶ ମୂଳଦୁଆ ମଜବୁତ ହୋଇଛି। ତେଣୁ ମୋଦିଙ୍କୁ ଆଉ ଥରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିବାକୁ ରନ ଫର ମୋଦି ପ୍ରଚାରରେ ସାମିଲ ହୋଇଥିବା ସେ କହିଛନ୍ତି । 

 

ନିହଲପ୍ରସାଦ ନିକଟରେ
2m ago
ନିହଲପ୍ରସାଦ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ୨ମୃତ
ଅର୍ଗସ ବ୍ୟୁରୋ: ଢ଼େଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଟୋଲରପଶି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ
ଅମିତ ଶାହ
20m ago
ଆସନ୍ତା କାଲି ପରଜଙ୍ଗ ଆସୁଛନ୍ତି ଅମିତ ଶାହ , ବିଶାଳ ଜନସଭାକୁ କରିବେ ସମ୍ବୋଧନ
ଢେଙ୍କାନାଳ : ଆସନ୍ତା କାଲି ପରଜଙ୍ଗ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିଶାଳ ଜନସଭାକୁ କରିବେ ସମ୍ବୋଧନ |ତେବେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ କଙ୍କଡାହାଡ଼ ବ୍ଲକର ବାଟ ଗା
ମତଦାନ
24m ago
ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ: ଦିନ ଗୋଟାଏ ସୁଦ୍ଧା ୩୫.୩୧ ପ୍ରତିଶତ
ଭୁବନେଶ୍ୱର: ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ଦିନ ଗୋଟାଏ ସୁଦ୍ଧା ୩୫.୩୧ ପ୍ରତିଶତ ମତଦାନ । 5 ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର